ଗୋବର୍ଦ୍ଧନ ମଣିଷକୁ ଭଲ ପାଉଥିବା ମଣିଷଟେ ଥିଲେ। ଆଖପାଖ ସମାଜରେ ଘଟୁଥିବା ଦୁଃଖ ଦୁର୍ଦ୍ଦଶା ତାଙ୍କୁ ସବୁବେଳେ ବିଚଳିତ କରୁଥିଲା। ସମାଜରେ ଅବହେଳିତ ମେହେନତି ଭୋକିଲା ଗରିବ ମଣିଷମାନଙ୍କର କଥାକୁ ସେ ମୁଖ୍ୟ ବିଷୟ କରି ନିଜ ଛବି ଭିତରକୁ ଆଣିଦେଲେ।
କଳାକୃତିର ବିକ୍ରିବଟାର ଅନେକ ନୂଆ ଓ ପୁରୁଣା ମାଧ୍ୟମ ମହଜୁଦ ଥିବାବେଳେ ଏବେ ଆଉ ଏକ ମାଧ୍ୟମ ଲୋକପ୍ରିୟ ହେବାକୁ ଲାଗିଲାଣି। ସେଇଟି ହେଲା ଏନ୍.ଏଫ୍.ଟି। ଆଜି ଉଭୟେ ଚିତ୍ରଶିଳ୍ପୀ ଓ ଚିତ୍ର ପାଇଁ ଏନ୍.ଏଫ୍.ଟି ସମ୍ଭାବନାର ନୂଆ ରାସ୍ତା ଖୋଲିଛି। ତେବେ ଆସନ୍ତୁ ଜାଣିବା କ’ଣ ଏହି...
କୋନ୍ନଗରକୁ ଏବେ ବାଟା ନଗର ବୋଲି କୁହାଯାଉଛି। ଭାରତରେ ବାଟା ତା’ର କାରଖାନା ୧୯୩୧ରେ ଖୋଲିଲା। ସେତେବେଳକୁ ଭାରତର ଜୋତା ବଜାରରେ ଜାପାନରେ ତିଆରି ହେଇଥିବା ଜୋତାର ଏକଚାଟିଆ କାଟ୍ତି ଚାଲିଥାଏ। ବାଟା କମ୍ପାନୀ ପ୍ରାଥମିକ ଭାବରେ ଭାରତରେ କେବଳ କପଡ଼ା ଓ ରବର ଚପଲ ତିଆରି ଆରମ୍ଭ...