/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୩ଶୀ ଦିବା ୦୯.୧୨ ଗତେ ୧୪ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ- ୦୬.୦୧ ରୁ ୦୭.୩୫
ଦିବା- ୧୦.୨୭ ରୁ ୧୧.୩୨
ଦିବା- ୦୧.୫୪ ରୁ ୦୫.୦୪
ସନ୍ଧ୍ୟା- ୦୬.୪୦ ରୁ ୧୦.୪୩
ରାତ୍ରି- ୦୧.୫୭ ରୁ ୦୨.୫୮
ରାତ୍ରି- ୦୪.୨୯ ରୁ ୦୬.୦୦
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୫୬ ରୁ ୦୧.୨୫
କାଳବେଳା- ଦିବା ୦୮.୫୮ ରୁ ୧୦.୨୭
ବାରବେଳା- ଦିବା ୧୧.୫୬ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୨.୫୮ ରୁ ୦୪.୨୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)