• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

Ramakanta Samantaray

Freelancer

ରମାକାନ୍ତ ସାମନ୍ତରାୟ ଜଣେ ସମସାମୟିକ ଭାରତୀୟ ଚିତ୍ରଶିଳ୍ପୀ ଓ ଓଡିଆ ଭାଷାରେ ଲେଖାଲେ ...more

ରମାକାନ୍ତ ସାମନ୍ତରାୟ ଜଣେ ସମସାମୟିକ ଭାରତୀୟ ଚିତ୍ରଶିଳ୍ପୀ ଓ ଓଡିଆ ଭାଷାରେ ଲେଖାଲେଖି କରୁଥିବା ଲେଖକ । ବିଭୁତି କାନୁନଗୋ କଳା ମହାବିଦ୍ୟାଳୟରୁ ଚିତ୍ରଶିକ୍ଷା ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୟୁଜିସି ଫେଲୋସିପ୍ ପାଇ ଅଶୀ ପରର ଓଡିଆ ନାଟକ ବିଷୟରେ ପିଏଚଡି କରିଛନ୍ତି ଓ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ସିନିଅର ଫେଲୋସିପ ମଧ୍ୟ ପାଇଛନ୍ତି ।

less

Posts by Ramakanta Samantaray

A yajna is held for the destruction of three people
Mahabharat Story: ମାଆଙ୍କ ଜାନୁ ଚିରି ଜନ୍ମିଥିବା ତପସ୍ୱୀ ଓ ତିନିଲୋକର ଧ୍ୱଂସ ପାଇଁ ଆୟୋଜିତ ଏକ ଯଜ୍ଞ କଥା

କାହିଁକି ଭୃଗୁ ବ୍ରାହ୍ମଣମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ କ୍ଷତ୍ରୀୟମାନେ? କାହିଁକି ସଂସାରରୁ ଅସୁର ବଂଶର ନିପାତ କରିବାକୁ ଶପଥ ନେଲେ ଜଣେ ସାନ ବାଳକ? ଗନ୍ଧର୍ବ ଜଣେ ପାଣ୍ଡଵ ପାଞ୍ଚ ଭାଇଙ୍କୁ କାହିଁକି ଗୋଟେ ପରେ ଗୋଟେ କାହାଣୀ ଶୁଣାଇ ଚାଲିଥିଲେ? ଏଇ ସବୁ ଉତ୍କଣ୍ଠାପୁର୍ଣ ପ୍ରଶ୍ନର...

The story of a cursed king becoming a monster
Mahabharat Story: ଅଭିଶାପ ପାଇ ରାଜାଙ୍କ ରାକ୍ଷସ ହେବା ଓ ଋଷିଙ୍କ ଶହେ ପୁଅଙ୍କ ମୃତ୍ୟୁର କାହାଣୀ

କାହିଁକି ଜଣେ ରାଜା ରାକ୍ଷସ ହେଲେ? କେମିତି ମଲେ ଜଣେ ବ୍ରହ୍ମର୍ଷିଙ୍କ ଶହେ ପୁଅ? ନିୟୋଗରେ କାହିଁକି ଋଷିଙ୍କୁ ନିଜ ରାଣୀଙ୍କୁ ସମର୍ପିଲେ ରାଜା? ମହାଭାରତର ଏଇ ସବୁ ଜଟିଳ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

The story of the mortal marriage of a god's daughter
Mahabharat Story: ଦେବକନ୍ୟାଙ୍କ ମର୍ତ୍ତ୍ୟଲୋକରେ ବିବାହ ଓ ଜଣେ ରାଜାଙ୍କର ତପସ୍ୱୀ ହେବାର କାହାଣୀ

ଦେବକନ୍ୟା ହୋଇ ବି ମର୍ତ୍ତ୍ୟର ରାଜାଙ୍କୁ ବିବାହ କଲେ କେମିତି? କିଏ ସାଜିଥିଲେ ମଧ୍ୟସ୍ଥି ? ଜଣେ ରାଜା କାହିଁକି ଚୋରୀ କରୁଥିଲେ ଗାଈ? କାହିଁକି ପୁଣି ରାଜ ସିଂହାସନ ଛାଡି ସେ ତାପସ୍ୱୀ ହେବାକୁ ନିଷ୍ପତ୍ତି ନେଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର...

Brothers and sisters born from the burning altar
Mahabharat Story: ଜଳୁଥିବା ଯଜ୍ଞ କୁଣ୍ଡରୁ ଜନ୍ମିଥିବା ଭାଇ ଭଉଣୀ ଓ ଗର୍ବୀ ଗନ୍ଧର୍ବର ପରାଜୟ କଥା

ଯଜ୍ଞ କୁଣ୍ଡରୁ ସିଧା ଯୌବନଦୀପ୍ତ ଶରୀର ନେଇ ଯାଆଁଳା ଭାଇ ଭଉଣୀ କେମିତି ଜନ୍ମ ନେଲେ ? କାହିଁକି ଝିଅଟିଏ ପୁଅର ଶରୀର ଧରିଲା ? ରାତିଅଧରେ ଶକ୍ତିଶାଳୀ ଗନ୍ଧର୍ବକୁ ପରାଜିତ କଲା କିଏ ? ପରାଜିତ ଗନ୍ଧର୍ବର ଜୀବନ ରକ୍ଷା ପୁଣି ହେଲା କେମିତି ? ଏଇ...

A Story of a human eating demon and a strong man in disguise
Mahabharat Story: ମଣିଷଖିଆ ଅସୁର ଓ ଛଦ୍ମଵେଶରେ ଥିବା ଜଣେ ବଳୁଆ ଲୋକର କଥା

କାହିଁକି ପାଳି କରି ଗାଁ ଲୋକେ ଅସୁର ପାଇଁ ଖାଇବା ପଠାଉଥିଲେ? ସେ ମଣିଷ ଖିଆ ଅସୁର ପୁଣି ମଲା କେମିତି ? ଅନ୍ଧାର ରାତିରେ ତାକୁ ମାରିଲା କିଏ? ଯିଏ ମାରିଲା ସେ ଗାଁ ଛାଡି ଲୁଚି ପଳେଇଲା କାହିଁକି? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ...

The Story of human eater monster brother and monster have children
Mahabharat Story: ମଣିଷଖିଆ ରାକ୍ଷସ ଭାଇ ଓ ରାକ୍ଷସୀର ପିଲା ଜନ୍ମ କଥା

କ'ଣ ପାଇଁ ଭୟଙ୍କର ରାକ୍ଷସୀ ବିବାହ ପାଇଁ ପସନ୍ଦ କଲା ଜଣେ ମଣିଷକୁ? କିଏ ସେହି ମଣିଷ? ମଣିଷଖିଆ ରାକ୍ଷସକୁ କେମିତି ମାରିଲେ ଜଣେ ବଳୁଆ ମଣିଷ ଓ କାହିଁକି ସେ ପୁଣି ବିବାହ କଲେ ତା' ରାକ୍ଷସୀ ଭଉଣୀକୁ? ରାକ୍ଷସୀ କୋଳରୁ ଜନ୍ମିତ ପୁଅର ନାମ କ'ଣ?...

Revenge on friends and plans to set fire to brothers
Mahabharat Story: ବନ୍ଧୁ ଉପରେ ପ୍ରତିଶୋଧ ଓ ଘରେ ନିଆଁ ଲଗେଇ ଭାଇମାନଙ୍କୁ ପୋଡ଼ି ମାରିବା ଯୋଜନା

କାହିଁକି ନିଜର ପୁରୁଣା ପିଲାଦିନର ସାଙ୍ଗକୁ ନିଜ ଶିଷ୍ୟଙ୍କୁ ପଠେଇ ବାନ୍ଧି ଆଣିଲା ଜଣେ ସାଙ୍ଗ ? କାହିଁକି ନିଜ ଭାଇମାନଙ୍କୁ ଅନ୍ୟ ଜଣେ ଭାଇ ପୋଡି ମାରିବାର ଯୋଜନା କଲା? ପୁଣି ନିଆଁର ସେ ଚକ୍ରବ୍ୟୁହରୁ ସେମାନେ ଖସିଲେ କେମିତି ? ଏପରି ଆହୁରି ଅନେକ ପ୍ରଶ୍ନର...

The arms race of the princes
Mahabharat Story: ରାଜକୁମାରମାନଙ୍କ ଅସ୍ତ୍ର ପ୍ରତିଯୋଗିତା ଓ ଅଜଣା ଯୁବକଙ୍କ ଆକସ୍ମିକ ରାଜା ହେବାର କାହାଣୀ

କିଏ ସେହି ଅଜଣା ଯୁବକ ଯିଏ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧରଙ୍କ ସହ ପ୍ରତିଯୋଗିତାକୁ ଓଲ୍ଲାଇବାକୁ ଆହ୍ୱାନ କରିପାରିଲା? ପୁଣି କଣ ପାଇଁ ସେ ଅଜଣା ଯୁବକକୁ ସେଇଠି ସୁଯୋଗରୁ ବଞ୍ଚିତ କରାଗଲା? ପୁଣି କେମିତି ହଠାତ ତାଙ୍କୁ ମିଳିଲା ରାଜଗାଦି? କିଏ ସେହି ଯୁବକ? ପରିଚୟ ଜାଣିବାକୁ ପଢନ୍ତୁ...

The story of a great guru's partiality
Mahabharat Story: ଜଣେ ମହାନ ଗୁରୁଙ୍କର ପାତର ଅନ୍ତର ବ୍ୟବହାର ଓ ଏକ ଭୟଙ୍କର ଗୁରୁ ଦକ୍ଷିଣା କଥା

କାହିଁକି ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କ ଭିତରେ ପାତର ଅନ୍ତର କଲେ? କାହିଁକି ରାଜକୁମାରମାନଙ୍କ ସହ ସାଙ୍ଗ ହୋଇ ବିଦ୍ୟା ଶିକ୍ଷା କରି ପାରିଲେନି ଜଣେ ନିଷାଦ ଯୁବକ? ଶେଷରେ କ'ଣ ହେଲା ସେ ନିଷାଦ ଯୁବକର? ଏଇ ସବୁ ରୋମାଞ୍ଚକର ଘଟଣାକୁ ବିସ୍ତାରରେ ଜାଣିବାକୁ ପଢନ୍ତୁ...

Story of the princes' suitable guru and search for a best disciple
Mahabharat Story: ରାଜକୁମାରମାନଙ୍କ ଉପଯୁକ୍ତ ଗୁରୁ ଓ ଗୁରୁଙ୍କ ଶ୍ରେଷ୍ଠ ଶିଷ୍ୟ ସନ୍ଧାନର କଥା

କେମିତି କୂଅ ଭିତରୁ ସହଜରେ ଘାସ କାଣ୍ଡରେ ବାହାରିଲା ପେଣ୍ଡୁ? କାହିଁକି ଜଣେ ବ୍ରାହ୍ମଣ ନିଜ ପ୍ରତିଶୋଧ ପାଇଁ କ୍ଷତ୍ରୀୟମାନଙ୍କ ଅସ୍ତ୍ର ଗୁରୁ ହେଲେ? କାହିଁକି ଅନେକ ଶିଷ୍ୟଙ୍କ ଭିତରୁ କେବଳ ଜଣକୁ ଗୁରୁ ପୃଥିବୀର ଶ୍ରେଷ୍ଠ ଧନୁର୍ଧର କରିବାକୁ କଥା ଦେଲେ? ମହାକାବ୍ୟର ଆହୁରି ଏପରି ଅନେକ...

Twins born on the edge of the arrow
Mahabhart Story: ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀ ଓ ପାତ୍ରରୁ ଜନ୍ମିତ ଜଣେ ଧନୁର୍ଦ୍ଧରଙ୍କ କାହାଣୀ

ଘର ସଂସାର ଛାଡି କାହିଁକି ରାଜମାତା ସାନ୍ୟାସିନୀ ହେଲେ? କେମିତି ତୀର ଧାର ଉପରେ ଜନ୍ମିଲେ ଯାଆଁଳା ଭାଇ ଭଉଣୀ? କାହିଁକି ଜଣେ ରାଜା ତାଙ୍କ ପିଲାଦିନର ଗରିବ ସାଙ୍ଗକୁ ଅପମାନିତ କଲେ ଭରା ରାଜ ଦରବାରରେ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର...

Birth of hundred sons from hundred clay pots
Mahabharat Story: ଶତ ମାଟି ପାତ୍ରରୁ ଶତ ପୁତ୍ରଙ୍କ ଜନ୍ମ ଘଟଣା ଓ ଅଭିଶପ୍ତ ରାଜାଙ୍କ ମୃତ୍ୟୁ ବୃତ୍ତାନ୍ତ

ଗୋଟେ ମାଂସ ପିଣ୍ଡୁଳାରୁ କେମିତି ଜନ୍ମିଲେ ଶହେ ପୁଅ ? ଶତ ସତର୍କତା ପରେ ବି କେମିତି ଫଳିଲା ଅଭିଶାପ? ସ୍ୱାମୀଙ୍କର ମୃତ୍ୟୁ ପରେ କାହିଁକି ଜଣେ ରାଣୀ ବଞ୍ଚି ରହିଲେ ଓ ଅନ୍ୟ ଜଣେ ସତୀ ହେଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ...

The story of a mother who gave birth to son by mantra
Mahabharat Story: ମନ୍ତ୍ର ବଳରେ ଦେବତାଙ୍କୁ ପୃଥିବୀକୁ ଡାକି ପୁତ୍ର ଜନ୍ମ କରିଥିବା ଜଣେ ମାଆର କାହାଣୀ

ନିଜ ମା ଓ ବାପାଙ୍କୁ ଦେଖି ସମଗ୍ର ସଂସାର ପାଇଁ କୋଉ ନିୟମ ପ୍ରଣୟନ କଲା ଜଣେ ପୁଅ ଓ କେମିତି ଆରମ୍ଭ ହେଲା ପରିବାର ? ମନ୍ତ୍ର ବଳରେ କେମିତି ଦେବତାମାନଙ୍କୁ ପୃଥିବୀକୁ ଡାକିଆଣିଲେ ଜଣେ ନାରୀ ଓ ଆହୁରି ଅନେକ ଚମତ୍କାର କଥା ଜାଣିବାକୁ...

The story of a queen who was blind with eyes
Mahabharat Story: ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀ ଓ ମୃଗ ମାରି ଅଭିଶାପ ପାଇଥିବା ଜଣେ ରାଜାଙ୍କ କାହାଣୀ

କାହିଁକି ଜଣେ ଋଷି ମୃଗ ରୂପ ଧାରଣ କରିଥିଲେ? ମରଣ ଆଗରୁ ମୃଗ ରୁପି ଋଷି କଣ ଅଭିଶାପ ଦେଲେ ରାଜାଙ୍କୁ? ଆଖି ଥାଇ କାହିଁକି ଜାଣି ଜାଣି ଅନ୍ଧ ହେଲେ ଜଣେ ରାଣୀ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଓ ଅନ୍ୟାନ୍ୟ କାହାଣୀ ଜାଣିବାକୁ ପଢ଼ନ୍ତୁ...

The story of two widowed daughters-in-law gave birth
Mahabharat Story: ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି ଓ ଜଣେ ଅନ୍ଧ ରାଜପୁତ୍ରଙ୍କ ଜନ୍ମ ବୃତ୍ତାନ୍ତ

ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ବି କେମିତି ପୁଣି ମାଆ ହେଲେ ଦୁଇ ରାଣୀ? କାହିଁକି ରାତିରେ ଅନ୍ୟ ପୁରୁଷକୁ ବୋହୂଙ୍କ ପାଖକୁ ପଠେଇଲେ ଶାଶୂ? କ'ଣ ପାଇଁ ଅନ୍ଧ ହୋଇ ଜନ୍ମ ନେଲେ ଜଣେ ରାଜପୁତ୍ର? ଏଇ ସବୁ ପ୍ରଶ୍ନର ଉତ୍ତର ସହ ମହାଭାରତର ଆହୁରି ଅନେକ...

The story of a mother-in-law who brings other men to the house to protect the clan
Mahabharat Story: ବଂଶରକ୍ଷା ପାଇଁ ଦୁଇ ବିଧବା ବୋହୂଙ୍କ ପାଖକୁ ପର ପୁରୁଷଙ୍କୁ ଡାକି ଆଣିଥିବା ଜଣେ ଶାଶୁର କାହାଣୀ

ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କଲାପରେ ବି କାହିଁକି ଆତ୍ମହତ୍ୟା କଲେ ରାଜକୁମାରୀ? ନିଜର ଦୁଇ ବିଧବା ବୋହୂଙ୍କ ପାଖରୁ ବଂଶରକ୍ଷା ପାଇଁ ପୁତ୍ରଲାଭ କରିବାର କେଉଁ ବାଟ ବାଛିଲେ ଶାଶୁ ? ଓ ଆହୁରି ଅନେକ ରୋଚକ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Young man who vowed not to marry kidnapping of the princess
Mahabharat Story: ବିବାହ ନ କରିବାର ଶପଥ ନେଇଥିବା ଯୁବକଙ୍କ ରାଜକନ୍ୟା ଅପହରଣ

ନିଜ ବୁଢା ବାପାର ସୁଖ ପାଇଁ ଚରମ ତ୍ୟାଗ କଲେ ତାଙ୍କ ଯୁବା ପୁତ୍ର । କେବେବି ବିବାହ କରିବେନି ବୋଲି ବଜ୍ର ଶପଥ ନେଇଥିବା ଯୁବରାଜ ପୁଣି କାହିଁକି କଲେ ତିନି ରାଜକନ୍ୟାଙ୍କ ଅପହରଣ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Story of twins in the belly of a fish and the son of a virgin girl
Mahabharat Story: ମାଛ ପେଟରେ ଯାଆଁଳା ପିଲା ଓ କୁମାରୀ କନ୍ୟାର ପୁତ୍ର ଲାଭ କଥା

ମାଛ ପେଟରେ କେମିତି ରହିଲେ ଯାଆଁଳା ମଣିଷ ପିଲା? ପୁଅ ଜନ୍ମ କଲା ପରେ ବି ତଥାପି କେମିତି କୁମାରୀ ରହିଲେ ଯୁବତୀ? ବୁଢ଼ା ବାପା ପାଇଁ କାହିଁକି କନିଆଁ ଖୋଜିଲା ପୁଅ?

The story of a mother who kills her child
Mahabharat Story: ନିଜ ହାତରେ ନିଜ ପିଲାମାନଙ୍କୁ ମାରିଦେଉଥିବା ଜଣେ ମା’ ଓ ସବୁ ଜାଣି ଚୁପ୍ ରହୁଥିବା ଜଣେ ଅସହାୟ ବାପାର କଥା

ଆଖି ଆଗରେ ନିଜ କଅଁଳ ପିଲାମାନଙ୍କର ହତ୍ୟାକୁ କାହିଁକି ସହୁଥିଲା ଜଣେ ବାପା? ସାତ ଭାଇଙ୍କ ମୃତ୍ୟୁ ପରେ ସାନ ଭାଇଟି ବଞ୍ଚିଗଲା ପୁଣି କେମିତି? କ'ଣ ତା'ର ପ୍ରକୃତ ପରିଚୟ? ମହାଭାରତ ଭିତରୁ ଏମିତି ପ୍ରଶ୍ନର ଉତ୍ତର ଖୋଜିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

mahabharat story
Mahabharat Story: ଗାଈ ଚୋରି କରି ଅଭିଶାପ ପାଇଥିବା ଆଠ ଭାଇ ଓ ପୃଥିବୀକୁ ପୁଣି ଫେରି ଆସିଥିବା ଜଣେ ରାଜାଙ୍କ କାହାଣୀ

କାହିଁକି ସ୍ୱର୍ଗ ଯାଇଥିବା ରାଜା ପୁଣି ଫେରିଲେ ପୃଥିବୀକୁ? କାହା ଗାଈ ଚୋରି କରି ଅଷ୍ଟ ବାସୁ ଅଭିଶାପ ପାଇଲେ? କାହିଁକି ଜଣେ ମା ରାଜି ହେଲା ତା'ର ପୁଅମାନଙ୍କୁ ଜନ୍ମ ପରେ ନିଜ ହାତରେ ମାରିଦେବ? ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।

ରମାକାନ୍ତ ସାମନ୍ତରାୟ ଜଣେ ସମସାମୟିକ ଭାରତୀୟ ଚିତ୍ରଶିଳ୍ପୀ ଓ ଓଡିଆ ଭାଷାରେ ଲେଖାଲେଖି କରୁଥିବା ଲେଖକ । ବିଭୁତି କାନୁନଗୋ କଳା ମହାବିଦ୍ୟାଳୟରୁ ଚିତ୍ରଶିକ୍ଷା ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୟୁଜିସି ଫେଲୋସିପ୍ ପାଇ ଅଶୀ ପରର ଓଡିଆ ନାଟକ ବିଷୟରେ ପିଏଚଡି କରିଛନ୍ତି ଓ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ସିନିଅର ଫେଲୋସିପ ମଧ୍ୟ ପାଇଛନ୍ତି ।