• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th August 2023: ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ, ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ...

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Aries

ମେଷ

Friday 11 Aug 2023

ଅଶ୍ୱନୀ- ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । କ୍ୟାରିୟରରେ ସଫଳତା ମିଳିବ । ସାରାଦିନ ମନ ପ୍ରସନ୍ନତା ରହିବ ।        
ଦ୍ୱିଜା- ରାଜନୀତିରେ ବିରୋଧୀ ମାନଙ୍କର ଦୃଢ ମୁକାବିଲା କରିବେ ।  ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ ।
କୃତିକା- ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ । ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ ।    

ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ     

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

VASTU TIPS

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି