/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693975953.jpg)
Today Panchang
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର। ଚନ୍ଦ୍ର- ବୃଷ ଅହରାତ୍ର ତିଥି – ୭ମୀ ଦିବା ୦୩.୩୮ ଗତେ ୮ମୀ ଘାତ ଚନ୍ଦ୍ର- ବିଛା ରାଶିର ଅହରାତ୍ର ଘାତ ବାର – କର୍କଟ ପୁଷ୍କର ଦୋଷ –୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୩୮
Advertisment
ଶୁଭ ସମୟ...
ପ୍ରାତଃ – ୦୫.୩୫ ରୁ ୦୭.୧୪
ଦିବା – ୧୦.୧୨ ରୁ ୧୧.୨୦
ଦିବା – ୦୧.୪୮ ରୁ ୦୫.୦୫
ସନ୍ଧ୍ୟା – ୦୬.୪୧ ରୁ ୧୦.୩୫
ରାତ୍ରି - ୦୧.୪୨ ରୁ ୦୨.୪୦
ରାତ୍ରି - ୦୪.୦୮ ରୁ ୦୫.୩୫
ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ
Advertisment
ଅଶୁଭ ସମୟ...
ଋାହୁକାଳ – ଦିବା ୧୧.୪୫ ରୁ ୦୧.୧୭
କାଳବେଳା – ଦିବା ୦୮.୪୦ ରୁ ୧୦.୧୨
ବାରବେଳା – ଦିବା ୧୧.୪୫ ରୁ ୦୧.୧୭
କାଳ ରାତ୍ରି – ରାତ୍ରି ୦୨.୪୦ ରୁ ୦୪.୦୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)