/odishatv-khabar/media/post_attachments/uploadimage/library/16_9/16_9_0/s_1693910005.jpg)
BJP stages protest over hoardings of CM Naveen Patnaik and 5T Secretary VK Pandian in Kendrapara
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
/odishatv-khabar/media/post_attachments/uploadimage/library/16_9/16_9_0/s_1693910005.jpg)
BJP stages protest over hoardings of CM Naveen Patnaik and 5T Secretary VK Pandian in Kendrapara
ବିଜେଡିର ହୋଡିଂକୁ କେନ୍ଦ୍ରାପଡାରେ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମାର୍ଶାଘାଇ କ୍ରସିଂ ଠାରେ ମହାକାଳପଡ଼ାରେ ସର୍ବବୃହତ ଇସ୍ପାତ କାରଖାନା ପାଇଁ ହୋଡ଼ିଂ ମରାଯାଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଫଟୋ ରହିଛି।
ଏହାକୁ ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଇଛି। ଏବେ ସଚିବଙ୍କୁ ଗୁରୁତ୍ୱ ଦିଆଯାଇ କେନ୍ଦ୍ରାପଡାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦିଆଯାଉଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)