ଗୋଟିଏପଟେ ଜୀବନ, ଅନ୍ୟପଟେ ଜୀବିକା l ଜୀବନକୁ ବାଜି ଲଗାଇ ପାଠ ପଢିବାକୁ ଆସୁଥିବା କୁନିକୁନି ଛାତ୍ର ଛାତ୍ରୀଙ୍କ ମୌଳିକ ସମସ୍ୟା ଦୂର କରି ତୁରନ୍ତ ପୋଲ ନିର୍ମାଣ ପାଇଁ ଦାବି....
Published By: Rajalaxmi Sahoo
Last updated: 06 September 2023, 01:52 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।