Advertisment

ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ କଲେ ଦାନ ମାଝୀ, ଦିନେ ଆମ୍ବୁଲାନ୍ସ ନ ପାଇ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିଥିଲେ

କଳାହାଣ୍ଡିରେ ଅମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି ଦାନ ମାଝୀ। ଦିନେ ଆମ୍ବୁଲାନ୍ସ ନ ପାଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ସେହି ଦାନ ମାଝୀ ଆଜି ଏକ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dana Majhi Inaugurates Ambulance In Kalahandi

Dana Majhi Inaugurates Ambulance In Kalahandi

କଳାହାଣ୍ଡିରେ ଅମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି ଦାନ ମାଝୀ। ଦିନେ ଆମ୍ବୁଲାନ୍ସ ନ ପାଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ସେହି ଦାନ ମାଝୀ ଆଜି ଏକ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଅଟୋ ସଂଘ ପକ୍ଷରୁ BR ଆମ୍ବେଦକର ଜୟନ୍ତୀ ଅବସରରେ ରୋଗୀଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ତେବେ କାର୍ଯ୍ୟକ୍ରମରେ ଅନ୍ୟ କେହି ଭିଆଇପିଙ୍କୁ ଆମନ୍ତ୍ରଣ କରିବା ଅପେକ୍ଷା ଅଟୋ ସଂଘ କର୍ମକର୍ତ୍ତା ଦାନ ମାଝିଙ୍କୁ ମୁଖ୍ୟ ଅତିଥି ଭାବେ ଡାକିଥିଲେ। ସେ ତାଙ୍କ କରକମଳରେ ନୂଆ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଥିବାରୁ ଏହି ଘଟଣା ଏବେ ଚର୍ଚ୍ଚାରେ।

Special Story Dana Majhi
Advertisment
Advertisment