ବଡ଼ ସାହାଯ୍ୟ କଲା ୟୁଟ୍ୟୁବ। ଗୋଟିଏ ଏକର ପାହାଡ଼ିଆ ଜମିରେ ଚାଷ କଲେ ଆପଲ୍ ଓ ବେରୀ। ଯଦିଓ ଏ ସବୁ କେବଳ କାଶ୍ମୀରରେ ଫଳେ ବୋଲି ଆମର ଧାରଣା। କିନ୍ତୁ ଏ ଚାଷୀ ଭାଇ ଜଣକ କମାଲ୍ କରି ଦେଖାଇଲେ। ଏତେ ପରିମାଣରେ ଫଳ ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ। ଆଉ ରୋଜଗାର ବି ଭଲ ହେଉଛି।
Published: Rajalaxmi Sahoo
Last updated: 15 April 2022, 03:19 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।