• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ  ସୋମବାର  ତିଥି – ୪ର୍ଥୀ ରାତି ୦୯/୦୨ ଗତେ ୫ମୀ ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ - ନାସ୍ତି
ଶୁଭ ସମୟ-     
ପ୍ରାତଃ ୫/୩୦ ରୁ ୦୭/୦୫  
ଦିବା ୧୦/୩୪ ରୁ ୦୧/୦୭  

ଦିବା ୦୪/୩୬  ରୁ ୦୫/୨୦
ସନ୍ଧ୍ୟା  ୦୬/୫୬ ରୁ ୦୯/୧୨   
ରାତ୍ରି ୧୧/୫୧ ରୁ ୦୨/୨୯

ଅଶୁଭ ସମୟ-
ଋାହୁକାଳ - ପ୍ରାତଃ ୦୭/୦୫ ରୁ ୦୮/୪୦  
କାଳବେଳା - ପ୍ରାତଃ ୦୭/୦୫ ରୁ ୦୮/୪୦  
ବାରବେଳା –ଦିବା ୦୩/୦୧ ରୁ ୦୪/୩୬ 
କାଳରାତ୍ରି – ରାତ୍ରି ୧୦/୨୬ ରୁ ୧୧/୫୧

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – ବ୍ୟବସାୟରେ ଲାଭବାନ ହେବେ
ଦ୍ୱିଜା – ସହକର୍ମୀମାନେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ
କୃତିକା – କ୍ୟାରିୟରରେ ମୋଡ ପରିବର୍ତ୍ତନ ଲାଗି ଦିନଟି ଶୁଭ ରହିବ
ପ୍ରତିକାର -  ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ

ବୃଷ: 
କୃତିକା  - ଯେକୌଣସି କାମ କରିବା ବେଳେ ମନକୁ ଶାନ୍ତ ଋଖନ୍ତୁ
ରୋହିଣୀ –ପାରିବାରିକ ଜୀବନରେ ଖୁସି ଆସିପାରେ
ମୃଗଶିରା – ସାମାଜିକ କାର୍ଯ୍ୟ ଲାଗି ରୁଚି ବଢ଼ିପାରେ
ପ୍ରତିକାର – ମା’ କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ମିଥୁନ: 
ମୃଗଶିରା  - ମନ ଭିତର କଥାକୁ ସାମ୍ନାରେ ପ୍ରକାଶ କରିବେ  
ଆଦ୍ରା -  ଜୀବନରେ ଲାଭର ଅବସର ପାଇବେ
ପୁନର୍ବସୁ - ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ 
ପ୍ରତିକାର –ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ -  ଘର କାମରେ ବ୍ୟସ୍ତ ଯୋଗୁ ଅଫିସ ଯିବାରେ ବିଳମ୍ବ ହୋଇପାରେ   
ପୁଷ୍ୟା –  ପରିଶ୍ରମର ପୁରା ଫଳ ନମିଳିପାରେ 
ଅଶ୍ଳେଷା -  ଋଣ ସୁଝି ନପାରି ଚିନ୍ତାରେ ପଡିପାରନ୍ତି
ପ୍ରତିକାର –  ମା’ ଭୁନନେଶ୍ୱରୀଙ୍କର ମହାକବଚ ଧାରଣ କରନ୍ତୁ

ସିଂହ: 
ମଘା - ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ
ପୂ , ଫାଲଗୁନୀ -  ଅନ୍ୟମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି
ଉ ,ଫାଲଗୁନୀ – ଘରୋଇ କାମରେ ବ୍ୟସ୍ତତା ବଢିପାରେ
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ 

କନ୍ୟା: 
ଉ , ଫାଲଗୁନୀ – ଲାଗି ରହିଥିବା ସମାସ୍ୟାର ସମାଧାନ ହୋଇଯିବ
ହସ୍ତା – ମହିଳାଙ୍କୁ ଭଲ ଚାକିରିର ସୁଯୋଗ ରହିଛି
ଚିତ୍ରା –ଆପଣଙ୍କ ସ୍ୱଭାବ ଆଖପାଖର ବାତାବରଣକୁ ମଜାଦାର କରିବେ
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ 

ତୁଳା: 
ଚିତ୍ରା – ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ 
ସ୍ୱାତୀ – ଲାଗି ରହିଥିବା ମତାନ୍ତର ଦୂର ହୋଇଯିବ
ବିଶାଖା –ନୂଆ ବ୍ୟବସାୟ ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ 
ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ

ବିଛା: 
ବିଶାଖା –ପରିଜନଙ୍କ ସହିତ ଗମ୍ଭୀର ପ୍ରସଙ୍ଗରେ କଥା ହେବେ
ଅନୁରାଧା – ଶିକ୍ଷାର୍ଥୀ  ଆଳସ୍ୟ ତ୍ୟାଗ କରନ୍ତୁ 
ଜ୍ୟେଷ୍ଠା  –  ପଇସା ଦେବା ନେବା ବେଳେ ସାବଧନତା ଅବଲମ୍ବନ କରନ୍ତୁ
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ  ପାଠ କରନ୍ତୁ 

ଧନୁ: 
ମୂଳା – କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ପୂରା ହେବ
ପୂ , ଷାଢା – ଜୀବନସାଥିଙ୍କ ସହିତ ସମ୍ପର୍କ ମଜବୁତ ରହିବ
ଉ , ଷାଢା –ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କ ଦରମା ବଢିପାରେ
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍କ

ମକର: 
ଉ , ଷାଢା -  ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ବାହାରେ ଭୋଜନ କରିବେ
ଶ୍ରବଣା – କାରବାରରେ ବକେୟା ଅର୍ଥ ପାଇବେ
ଧନିଷ୍ଠା –ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ 
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ 

କୁମ୍ଭ: 
ଧନିଷ୍ଠା –ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ
ଶତଭିଷା –ଅସ୍ଥିରତା କାରଣରୁ କାର୍ଯ୍ୟରେ ତ୍ରୁଟି କରିପାରନ୍ତି
ପୂ , ଭାଦ୍ରପଦ  – ଗାଡିମୋଟର ସାବଧନତା ସହ ଚଲାନ୍ତୁ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ 

ମୀନ: 
ପୂ , ଭାଦ୍ରପଦ - ପ୍ରେମୀଯୁଗଳ ପରସ୍ପର ଏକତ୍ର ସମୟ ବିତାଇବେ
ଉ , ଭଦ୍ରପଦ - ବିଶେଷ କାମକୁ ପ୍ରଥମେ କରିବାକୁ ଚେଷ୍ଟା କରିବେ
ରେବତୀ – ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100