• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

librarary
ଫରେଷ୍ଟ ପାର୍କରେ ଟ୍ରି ଲାଇବ୍ରେରୀ : ଯୁବବର୍ଗଙ୍କୁ ପୁସ୍ତକ ପ୍ରତି ଆକୃଷ୍ଟ କରିବାକୁ ବିଡିଏ ପକ୍ଷରୁ ନିଆରା ପ୍ରୟାସ

  ପାର୍କରେ ବୁଲାବୁଲି ସହ ପାଠପଢ଼ା ପୁସ୍ତକ ପ୍ରତି ଆକୃଷ୍ଟ କରିବା ପାଇଁ ଉଦ୍ୟମ ସମୟର ସଦୁପଯୋଗ ପାଇଁ ବିଡିଏ ପକ୍ଷରୁ ନିଆରା ପ୍ରୟାସ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଖୋଲାଯାଇଛି ଟ୍ରି ଲାଇବ୍ରେରୀ ବିଡିଏ, ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ଚାଲିଛି ଲାଇବ୍ରେରୀ ଭୁବନେଶ୍ୱର:  ବହିପଢ଼ିବା ଭୁଲିସାରିଛନ୍ତି ଯୁବପୀଢ଼ି।...

bhadrak
ମିଛ ବିଲ୍ କରି ଲୁଟ୍ ହେଉଛି ସରକାରୀ ଅର୍ଥ : ଗୋଟିଏ ମାଟି ହାଣ୍ଡିର ଦାମ୍୨୪ ଶହ, ଜଗ୍‌ର ଦାମ ୬ଶହ

ଭଦ୍ରକ ଚାନ୍ଦବାଲି ଭାଟପଡାରୁ ଆସିଛି ସଂଗୀନ ଅଭିଯୋଗ ମାସକରେ ୪ ଥର ଇଲେକ୍ଟ୍ରିକ ବିଲ୍ ବିଲ୍ କରି ଲୁଟ୍ ହେଉଛି ସରକାରୀ ମାଲ୍ ଭଦ୍ରକ(ବାସୁଦେବ ଦାସ) : ଗୋଟିଏ ମାଟି ହାଣ୍ଡିର ଦାମ୍୨୪ ଶହ ଟଙ୍କା, ଜଗ୍‌ର ଦାମ ୬ଶହ । ମାସକରେ ୪ ଥର ଦିଆଯାଇଛି ଇଲେକ୍ଟ୍ରିକ...

cylinders-truck
ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ, ନିଆଁ ଲାଗି ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଢ଼ୋଢ଼ା ଫାଟିଲା ସିଲିଣ୍ଡର

ଭୀଲବାଡ଼ା: ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ । ନିଆଁଲାଗି ଏକ କିଲୋମିଟର ପର୍ଯ୍ୟନ୍ତ ଉଡ଼ିଲା ସିଲିଣ୍ଡର। ଭୀଲବାଡ଼ାର ଜୟପୁର-କୋଟା ଜାତୀୟ ରାଜପଥ ନିକଟସ୍ଥ ହନୁମାନ ନଗର ଅଞ୍ଚଳରେ ଘଟିଲା ବଡ଼ ଦୁର୍ଘଟଣା। ଟିକଡ଼ ଗାଁରେ ବଜ୍ରାଘାତ ଯୋଗୁଁ ହାଇୱେରେ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା...

odisha cm
ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ତାଳଚେର ଥର୍ମାଲ୍ ପାଓ୍ୱାର୍ ଷ୍ଟେସନ ବା TTPS ସଂପ୍ରସାରଣ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖି TTPS ଷ୍ଟେଜ୍ ଥ୍ରୀ ପ୍ରକଳ୍ପ ସଂପ୍ରସାରଣ କାର୍ଯ୍ୟ ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ । TTPSକୁ...

assembly
ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ଓ ଚାନ୍ଦବାଲି ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ...

Justice-Ramana
ଜଷ୍ଟିସ ଏନ.ଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଏନ.ଭି ରମଣାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ୍ କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ ଏପ୍ରିଲ ୨୩ରେ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ନୂଆଦିଲ୍ଲୀ :  ଜଷ୍ଟିସ୍...

elephant
ଦଳିଦେଲା ହାତୀ, ଦୁଇ ଶ୍ରମିକ ମୃତ

ସମ୍ବଲପୁର (ସଞ୍ଜୟ ଜେନା):  ପୁଣି ହାତୀ-ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ । ହାତୀ ଆକ୍ରମଣରେ ଯାଇଛି ଦୁଇ ଶ୍ରମିକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁୁ ୨ ଜଣ...

kim jon un
କ୍ରୁର ଶାସକର କଡ଼ା ଆଇନ୍ : ପର୍ଣ୍ଣ ଭିଡ଼ିଓ ଦେଖିବାରୁ ନାବାଳକକୁ ତଡ଼ିପାର ନିର୍ଦ୍ଦେଶ ଦେଲେ କିମ୍ ଜୋଙ୍ଗ ଉନ୍

କ୍ରୁର ଶାସକର କଡ଼ା ଆଇନ୍ । ପୁଣି ଚର୍ଚ୍ଚାରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଅଶ୍ଳୀଳ ସିନେମାକୁ  ଦେଶରେ ବ୍ୟାନ କରିଥିବା ବେଳେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଜଣେ ନାବାଳକ ପର୍ଣ୍ଣ ଦେଖିବାରୁ...

cm-tirath-singh-rawat
”ଯେତେବେଳେ ସମୟ ଥିଲା କେବଳ ୨ଟି କାହିଁକି, ୨୦ ପିଲା ଜନ୍ମ କଲନି’

ଡେରାଡୁନ୍: ”ଅଧିକ ଛୁଆ ଜନ୍ମ କଲନି , ଅଧିକ ଚାଉଳ ପାଇଥାଆନ୍ତ’ । ମହିଳାଙ୍କ ଫଟା ଜିନ୍ସ ପିନ୍ଧିବା ଉପରେ ଦେଇଥିବା ବିବାଦ ଥମିନଥିବା ବେଳେ ପିଲାଜନ୍ମ ପାଇଁ ଲୋକଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଆଜି ପୁଣି ଏକ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର...

corona
ନଭେମ୍ବର ପରେ ସର୍ବାଧିକ ମାମଲା : ୨୪ ଘଣ୍ଟାରେ ଦେଶରେ ୪୬,୯୫୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି କାୟା ମେଲାଉଛି କରୋନା। ରେକର୍ଡ ପରେ ରେକର୍ଡ କରି ଚାଲିଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଅଧିକ ହୋଇଯାଇଛି । ...

jaga
ଜନ୍ମମାଟିକୁ ଫେରିବ ଜଗା

କଟକ SCBରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିବ ଜଗା SCBରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବାକୁ ହୋଇଛି ନିଷ୍ପତ୍ତି SCBରେ ପହଞ୍ଚିଛନ୍ତି ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ୍ କଟକ SCB କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଫୁଲବାଣୀ ଡାକ୍ତରୀ ଟିମ୍ ଆଲୋଚନା ପରେ ଜଗାର...

encounter
ଜାମ୍ମୁ ଓ କାଶ୍ମୀର ସୋପିଆନରେ ଏନକାଉଣ୍ଟର : ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ବଡ଼ି ଭୋରରୁ ପୋଲିସର ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ। ମୃତ ଆତଙ୍କବାଦୀମାନେ ଲସ୍କର ଇ ତଏବା ସଂଗଠନର ସକ୍ରିୟ ସଦସ୍ୟ ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।...

president
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ପତ୍ନୀ, ରାଜ୍ୟପାଳ ଓ ଧର୍ମେନ୍ଦ୍ର ବି ଦର୍ଶନ କଲେ ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

traibal
ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ

: ଆଧୁନିକତାର ଛାପ ଯୋଗୁଁ ଲୋପ ପାଇବାକୁ ବସିଲାଣି ଆଦିବାସୀ କଳା ସଂସ୍କୃତି  । ଏଭଳି ସ୍ଥିତିରେ ଏହାକୁ ବଞ୍ଚାଇବା ଲାଗି ଆରମ୍ଭ ହୋଇଛି ଉଦ୍ୟମ।

anil deshmukh
ମନ୍ତ୍ରିମଣ୍ଡଳରୁ ବିଦା ହୋଇପାରନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ବିଦା ହେବେ ଅନୀଲ ଦେଶମୁଖ ! ପ୍ରେସମିଟରେ ପରୋକ୍ଷରେ ସଙ୍କେତ ଦେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଚିଠିକୁ ନେଇ ପ୍ରେସମିଟ୍ ଦେଶମୁଖଙ୍କ ବିରୋଧରେ ଅଭିଯୋଗକୁ ଅତ୍ୟନ୍ତ ଗୁରୁତର କହିଲେ ପାଓ୍ୱାର ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ଅଧିକାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କର...

tigress sundari
ଫେରିଯିବ ସୁନ୍ଦରୀ : ବାଘୁଣୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍

କାହ୍ନାକୁ ଫେରିଯିବ ସୁନ୍ଦରୀ  ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରିଯିବ ବାଘୁଣୀ ସୁନ୍ଦରୀ  ସୁନ୍ଦରୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍ ଟିମ୍ ଆସି ସୁନ୍ଦରୀର ବ୍ୟବହାର ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବ ଭୁବନେଶ୍ୱର: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ । ତାକୁ ନେବା...

PAWAN
ଦୁର୍ଦ୍ଦିନରେ ପବନ ଜହ୍ଲାଦ

ମିରଟ : ଦୁର୍ଦ୍ଦିନରେ ଜହ୍ଲାଦ ପବନ। ନରରାକ୍ଷସଙ୍କୁ ଫାଶୀ ଦେବା ପରେ ଲୋକେ ବି ଭୁଲିଗଲେ ସରକାର ବି ଭୁଲିଗଲେ। ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ନିର୍ଭୟାଙ୍କୁ ନ୍ୟାୟ ଦେଇଥିବା ମିରଟର ପବନ ଜହ୍ଳାଦ ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସ୍ୱଳ୍ପ ରୋଜଗାରର ୯...

jagaku-dekhi-govinda
’ମହାପ୍ରଭୁ ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ’

ପୁରୀ : ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କୁ ଅତି ନିକଟକୁ ଦର୍ଶନ କରିବା ପରେ ବିଭୋର ହୋଇଯାଇଛନ୍ତି ଗୋବିନ୍ଦା । ସେ କହିଛନ୍ତି, ମୋ ଉପରେ  ଭଗବାନଙ୍କ ବହୁତ କୃପା ରହିଛି। ଅନେକ...

patialala
ପେଟ୍ରୋଲ ବୋତଲ ଧରି ମୋବାଇଲ ଟାୱାରକୁ ଚଢ଼ିଗଲେ ଦୁଇ ବେକାର ଯୁବକ

ପଟିଆଲା: ଚାକିରି ଦିଅ, ନହେଲେ ଆମେ ମରିବୁ । ସରକାରଙ୍କ ପକ୍ଷପାତିତା ନୀତିକୁ ବିରୋଧ କରି ପଟିଆଲାରର ଏଲିମେଣ୍ଟାରୀ ଟିଚର୍ସ ଟ୍ରେନିଂ ପରେ ଟିଚର୍ସ ଏଲିଜିବିଲିଟି ପାସ କରିଥିବା ଦୁଇ ଯୁବକ ପେଟ୍ରୋଲ ବୋତଲ ନେଇ ମୋ‍ବାଇଲ ଟାୱାର ଉପରକୁ ଚଢ଼ିଯାଇଛନ୍ତି। ସମଗ୍ର ରାଜ୍ୟରେ ଖାଲି ପଡିଥିବା ETT...

odisha
ଅଭିଶପ୍ତ ଗାଁ ରଚାକୋନା

ବୀରମିତ୍ରପୁର(ରାକେଶ ସାହୁ):  ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ଗାଁରେ ପାନୀୟ ଜଳ ସୁବିଧା ବି ନାହିଁ। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ। ଅଭିଶପ୍ତ ଭାବେ ଦୀର୍ଘ ୭୪...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।