• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

work from home
Work from Home ରେ ଖୁସି ୬୨ ପ୍ରତିଶତ କର୍ମଚାରୀ :  କାମରେ ସ୍ୱାଧିନତା ମିଳିଲେ କମ ଦରମାରେ କାମ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ:  ଅଫିସରେ କାମ କରିବା ବଦଳରେ ଘରେ କାମ କରି ଖୁସି ଅଛନ୍ତି ୬୨ ପ୍ରତିଶତ କର୍ମଚାରୀ । କରୋନା ସଂକ୍ରମଣ ପୁଣି ବଢ଼ି ଚାଲିଥିବା ବେଳେ ପ୍ରାୟ କର୍ମଚାରୀ ଘରୁ କାମ କରୁଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ Work from Homeର ସୁବିଧା...

NIT-exam
ଛାତ୍ରଛାତ୍ରୀଙ୍କ ବିରୋଧ ପରେ NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି : ଅଫଲାଇନ ବଦଳରେ ଅନଲାଇନରେ ହେବ ପରୀକ୍ଷା

ରାଉରକେଲା: ଛାତ୍ରଛାତ୍ରୀଙ୍କ ବିରୋଧ ପରେ ରାଉରକେଲା ଏନଆଇଟି କର୍ତ୍ତୃପକ୍ଷଙ୍କ ତତ୍ପରତା । ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କେବେ ଓ କେଉଁ ସମୟରେ ପରୀକ୍ଷା କରାଯିବ ସେନେଇ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।...

VOTING
ସାଢ଼େ ୯ଟା ସୁଦ୍ଧା ଆସାମାରେ ୧୦.୩ ଓ ବଙ୍ଗରେ ୧୪.୨ ପ୍ରତିଶତ ମତଦାନ

ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପଶ୍ଚିମବଙ୍ଗରେ ସକାଳ ୯ଟା ୩୦ ସୁଦ୍ଧା ୧୪.୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମତଦାନ ବେଳେ କେତେକ ସ୍ଥାନରେ...

corona
ପୁଣି ଉପରମୁହାଁ କରୋନା ମିଟର: ୨୪ ଘଣ୍ଟାରେ ୬୨,୨୫୮ ସଂକ୍ରମିତ , ୨୯୧ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ...

Bibana
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ଘରେ ସିବିଆଇ ଚଢ଼ଉ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଘର ଉପରେ ସିବିଆଇ ଚଢ଼ଉ । କଟକ ଜିଲ୍ଲା ବାରଙ୍ଗ ଥାନାର ନରଣପୁର ଗାଁରେ ଥିବା ବିବନ ବିଶ୍ୱାଳର ଘର ଉପରେ ଗତକାଲି ବାରଙ୍ଗ ପୋଲିସ ଓ ସିବିଆଇର ୩ ଜଣିଆ ଟିମ୍...

jasmin malik
ମାସ୍କ ପ୍ରସ୍ତୁତ କରି ସ୍ୱାବଲମ୍ବୀ କଟକର ଯସ୍ମୀନ ମଲିକ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): କରୋନା କାଳରେ ମାସ୍କ ପ୍ରସ୍ତୁତ କରି ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ବି ସକ୍ଷମ କରାଇ ଚର୍ଚ୍ଚାରେ କଟକର ମହିଳା ଯସ୍ମୀନ ମଲିକ । ସଂଖ୍ୟାଲଘୁ ମହିଳାମାନଙ୍କୁ ରୋଜଗାର ଦେବାରେ ତାଙ୍କର ବଡ଼ ଅବଦାନ ରହିଛି । ତାଙ୍କର ଏହି ପଦକ୍ଷେପକୁ...

water scarcity
ଗ୍ରୀଷ୍ମ ଆରମ୍ଭରୁ ବଢିଲାଣି ପାଣି ସମସ୍ୟା : ପିଇବା ପାଣି ପାଇଁ ବିକଳ ହେଉଛନ୍ତି ଲୋକେ

କାମରେ ଆସୁନି ନଳକୂଅ, ଚୁଆ ଓ ପୋଖରୀ ଉପରେ ନିର୍ଭରଶୀଳ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେବି ମିଳୁନି ସୁଫଳ ମୋହନା ଓ ଟାଙ୍ଗୀରେ ବିଶୁଦ୍ଧ ଜଳ ପାଇଁ ହଇରାଣ ଗ୍ରାମବାସୀ ମୋହନା,ଚୌଦ୍ୱାର(ମିହିର ଜିତ, ପ୍ରକାଶ ନାୟକ): ଗ୍ରୀଷ୍ମ ଆରମ୍ଭରୁ ବଢିଲାଣି ପାଣି ସମସ୍ୟା । ବିଶୁଦ୍ଧ ପିଇବା...

Electric-Scooty
ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ ମଧୁମିତା

ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ। ମଧୁମିତା ଏକ ଇଲେକ୍ଟ୍ରିକ୍ ଭେହିକିଲ କଂପାନି ଆରମ୍ଭ କରିଛନ୍ତି। ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି।

mohan majhi
ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି? ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ

କରୋନାଠୁ ବଡ଼ ମହାମାରୀ ବେକାରୀ ସମସ୍ୟା ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ଚାଲିଛି ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି?: ମୋହନ ବେକାରୀ ସମସ୍ୟା ରାଜ୍ୟରେ ସୀମା ଟପିଯାଇଛି:ନରସିଂହ ମୋହନଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଭୁବନେଶ୍ୱର: କରୋନା ମହାମାରୀଠାରୁ ବଡ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା...

pgt
କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ୨୦୨୧: PGT, TGT ପଦବୀ ପାଇଁ ଆବେଦନ କରନ୍ତୁ  

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ର ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ପ୍ରାର୍ଥୀଙ୍କ ଠାରୁ PGT, TGT, PRT ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ସୁଯୋଗ ପ୍ରଦାନ କରୁଛି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦ୍ୟାଳୟ ୨୦୨୧-୨୦୨୨ ବର୍ଷ ପାଇଁ ପାର୍ଟ ଟାଇମ୍...

students
ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦: ସରକାର ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ୧୫୦ ରୁ ୨୦୦ କୁ ବୃଦ୍ଧି କରିଛନ୍ତି

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୦ରୁ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନିଯୁକ୍ତି ସଂଖ୍ୟା ୧୫୦ ରୁ 200 କୁ ବୃଦ୍ଧି କରାଯାଇଛି ବୋଲି ବୁଧବାର ଲୋକସଭାକୁ ସୂଚନା ଦିଆଯାଇଛି। ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, IAS ପାଇଁ, ବସୱାନ୍...

CONGRESS
ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି । ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆକ୍ରୋଶ ସମାବେଶ କରାଯାଉଛି। ବିଧାନସଭା ଘେରାଇ ପାଇଁ ଗଲା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ବ୍ୟାରିକେଡ ଭାଙ୍ଗି...

Nagada
୫ ବର୍ଷ ପରେ ନଗଡ଼ାର ଭାଗ୍ୟ ବଦଳିଛି କି ? ଜୀବନ ଜୀବିକାକୁ ନେଇ କେତେ ଖୁସି ନଗଡ଼ାବାସୀ?

କେମିତି ଅଛି ନଗଡ଼ା? କେତେ ବଦଳିଛି ଚେହେରା? ୫ ବର୍ଷ ପରେ ବଦଳିଛି କି ଭାଗ୍ୟ? ନଗଡ଼ା(ଅଭୟ ପତି): ବହୁ ଚର୍ଚ୍ଚିତ ଯାଜପୁରର ନଗଡ଼ା ଦିନେ ଅପପୁଷ୍ଟିର ଅଞ୍ଚଳ ଭାବେ ପରିଚୟ ପାଇଥିଲା, ହେଲେ ଏବେ ଏହାର ଚିତ୍ର ବଦଳିଛି । ଅପହଞ୍ଚ ଇଲାକାର ମାନ୍ୟତା ପାଇବାର ଘଟଣାକୁ...

Save-elephant
ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ, ରକ୍ଷା କରିବ ସ୍ୱତନ୍ତ୍ର ଡିଭାଇସ

ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ ତିଆରି ହେଲା ସ୍ୱତନ୍ତ୍ର ଡିଭାଇସ ଦୁର୍ଘଟଣା ପୂର୍ବରୁ ରେଳ ବିଭାଗକୁ ଦେବ ସୂଚନା ହାତୀ ଘଉଡାଇବାକୁ ରହିଛି ବଜର୍ ବ୍ୟବସ୍ଥା ୩ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଡିଭାଇସ୍ ଡିଭାଇସକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମାନ୍ୟତା ଖୋର୍ଦ୍ଧା(ବଳରାମ ଲେଙ୍କା):...

ils
’ଓଡ଼ିଶାରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ’

ଭୁବନେଶ୍ୱର: ଗୋଟିଏ ପଟେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିବା ବେଳେ ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟାଣ୍ଟ ମିଳିଛି। ତେବେ ଭଲ କଥା ହେଲା ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି,...

katni
ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ କଲେ ବିହାରର ୬ ଯୁବକ

କଟନୀ: ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ । ଉନ୍ମତ୍ତ ଯୁବକଙ୍କୁ ଦେଖି ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ।ସଂଘମିତ୍ରା ଏକ୍ସପ୍ରେସରେ ଜଣେ ବିବାହିତା ମହିଳାଙ୍କୁ ବିହାରର କିଛି ଯୁବକ ଅସଦାଚରଣ କରିଥିବା ଜଣାପଡ଼ିଛି। ପୂରା ଯାତ୍ରା ସମୟରେ ମହିଳା ଜଣକ ଭୟରେ ଚୁପଚାପ ବସି ରହିଥିଲେ ।  ଯୁବକମାନେ ତାଙ୍କ...

ils director
କିପରି ଅଛି ରାଜ୍ୟର ସ୍ଥିତି ? ଓଡ଼ିଶାରେ ୟୁକେ ଷ୍ଟ୍ରେନ୍ ଚିହ୍ନଟ ସମ୍ପର୍କରେ ସୂଚନା ଦେଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶା ସ୍ଥିତି ଠିକ୍ ଅଛି। ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା  ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ଭାଇରସକୁ...

anshuman
କରୋନାକୁ ଚିହ୍ନଟ କରିବ ଡିଭାଇସ ସେଫ୍ଟି କ୍ୟାପ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କରୋନା ଭାଇରସକୁ ରୋକିବ ଡିଭାଇସ ସେଫ୍ଟି କ୍ୟାପ । ଏହାକୁ ତିଆରି କରିଛନ୍ତି ବିଟେକ ପ୍ରଥମ ବର୍ଷ ଛାତ୍ର ଅଂଶୁମାନ ମିଶ୍ର । ଅଂଶୁମାନଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳାରେ । ମାତ୍ର ୨୦୦ ଟଙ୍କାରେ ଏହି କ୍ୟାପ ପ୍ରସ୍ତୁତ ହୋଇପାରିଛି...

dhenkanal
ଗଳିକନ୍ଦିରେ ମିଳୁଛି ଧଳା ଜହର : ବ୍ରାଉନ ସୁଗାର କବଳରେ ଢେଙ୍କାନାଳ

ଢେଙ୍କାନାଳର ଗଳିକନ୍ଦିରେ ମିଳୁଛି ଧଳା ଜହର ବେଧଡକ ଚାଲିଛି ନିଶା କାରବାର କଲେଜ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ବେପାରୀ ଢେଙ୍କାନାଳ( ରାଜଶ୍ରୀ ଶତପଥୀ): ହାତପାହାନ୍ତାରେ ମିଳୁଛି ବ୍ରାଉନସୁଗାର । ଗଳି କନ୍ଦିରେ ଚାଲିଛି ବେପାର । ଢେଙ୍କାନାଳରେ ଧଳା ଜହର କବଳରେ ପଡିଗଲେଣି ଯୁବପୀଢି । ବିଭିନ୍ନ ପରିତ୍ୟକ୍ତ...

Rajesh Bhushan
ମହାରାଷ୍ଟ୍ର, ପଞ୍ଜାବର ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ପଞ୍ଜାବ ସ୍ଥିତି ଚିନ୍ତାଜନକ ରହିଛି । ଗତ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।