Advertisment

ଟ୍ରାଫିକ୍ ଭିଡ଼ରେ UPSC ପାଇଁ ପାଠ ପଢ଼ିଲେ ଡେଲିଭରୀ ବୟ

ଖଚାଖଚ୍ ଟ୍ରାଫିକ୍ ଭିଡ଼... ଭିଡ଼ ଭିତରେ ଦେଖନ୍ତୁ ଏଇ ଜୋମାଟୋ ଡେଲିଭରୀ ବୟଙ୍କୁ... ଟ୍ରାଫିକ୍‌ ଭିଡ଼ରେ କେମିତି ଫସି ରହିଛନ୍ତି... ଆଉ ସେତିକି ସମୟରେ ମଧ୍ୟ ନିଜ ମୋବାଇଲରୁ କମ୍ପିଟେଟିଭ୍ କୋଚିଂ ଭିଡିଓ ଦେଖି, UPSC ପାଇଁ ହେଉଛନ୍ତି ପ୍ରସ୍ତୁତ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହେଉଛି ଭାଇରାଲ୍... ଜିତୁଛି ଲୋକଙ୍କ ହୃଦୟ ।

author-image
Pallipuspa Samal
Food Delivery Boy UPSC Exam
Advertisment
Advertisment