• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ପ୍ରାତଃ ୦୭.୩୯ ଗତେ ମୀନ,ତିଥି- ୧୩ଶୀ ପ୍ରାତଃ ୦୬.୫୪ ଗତେ ୧୪ଶୀ(କ୍ଷୟ) ରାତ୍ରି ୦୩.୨୧ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ,ପ୍ରାତଃ ୦୭.୩୯ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ଦିବା ୧୨.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ-୦୫.୩୮ ରୁ ୦୯.୪୫

ଦିବା-୦୧.୨୧ ରୁ ୦୧.୫୨

ସନ୍ଧ୍ୟା-୦୬.୪୫ ରୁ ୦୯.୦୫

ରାତ୍ରି-୧୨.୧୧ ରୁ ୦୧.୧୫

ରାତ୍ରି-୦୨.୪୩ ରୁ ୦୩.୧୮

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୨୬ ରୁ ୦୫.୫୮

କାଳବେଳା- ଦିବା ୧୧.୪୮ ରୁ ୦୧.୨୧

ବାରବେଳା- ଦିବା ୧୦.୧୬ ରୁ ୧୧.୪୮

କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୪୩

OTV is now on Whatsapp

Join and get latest news update delivered to you via whatsapp

Join Now