ଦିନକୁ ଦିନ ବଢିଚାଲିଛି ସେଲିବ୍ରିଟିଙ୍କ ଉପରେ ଆକ୍ରମଣ....ହେଲେ କାହିଁକି ଏମାନଙ୍କୁ ବାରମ୍ବାର କରାଯାଉଛି ଟାର୍ଗେଟ୍?
Published: Pallipuspa Samal
Last updated: 11 June 2022, 02:30 PM IST
ରଣବୀର ଆହ୍ଲାବାଦିଆ ଓ ଆଶିଷ ଚଞ୍ଚଳାନି ନଭି ମୁମ୍ବାଇର ମାହାପେ ସ୍ଥିତ ସାଇବର ସେଲ ମୁଖ୍ୟାଳୟରେ ପହଞ୍ଚିଥିଲେ। ସାଇବର ସେଲ ଅଧିକାରୀ ଉଭୟଙ୍କୁ ପଚରା ଉଚୁରା କରିଥିବା ବେଳେ ବୟାନ ରେକର୍ଡ କରାଯାଇଛି।