• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର ତିଥି – ୭ମୀ ରାତ୍ରି ୦୭/୪୮ ଗତେ ୮ମୀ ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ ପଶୁ ଓ ବଂଶହାନି ଅନ୍ନ ଓ ତିଳକାଞନ ଦାନ ଦିବା ଦିବା ୧୧/୪୨ ଗତେ ୧ ପାଦ - ପଶୁ ସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୭/୪୮ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ ୦୭/୫୪ ରୁ ୦୮/୩୪

ଦିବା ୧୦/୧୨ ରୁ ୧୧/୨୫

ଦିବା ୦୨/୦୨ ରୁ ୦୫/୩୩

ସନ୍ଧ୍ୟା ୦୬/୨୬ ରୁ ୧୦/୦୩

ରାତ୍ରି ୧୨/୧୩ ରୁ ୦୧/୪୦

ଅଶୁଭ ସମୟ:

ଋାହୁକାଳ - ଦିବା ୧୧/୫୧ ରୁ ୦୧/୩୦

କାଳବେଳା - ଦିବା ୦୮/୩୪ ରୁ ୧୦/୧୨

ବାରବେଳା – ଦିବା ୧୧/୫୧ ରୁ ୦୧/୩୦

କାଳରାତ୍ରି - ରାତ୍ରି ୦୨/୩୪ ରୁ ୦୩/୫୫

ଆଜିର ରାଶିଫଳ:

ମେଷ:

ଅଶ୍ୱନୀ – ଅନ୍ୟ ମାନଙ୍କ ସହଯୋଗ ପାଇ ଉପକୃତ ହେବେ

ଦ୍ୱିଜା – ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ

କୃତିକା – କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ

ପ୍ରତିକାର –ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ

ବୃଷ:

କୃତିକା – ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ

ରୋହିଣୀ – ବ୍ୟବସାୟରେ ତ୍ୱରନ୍ତ ଫଇସଲା ଫଳପ୍ରଦ ହୋଇପାରେ

ମୃଗଶିରା – ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ

ପ୍ରତିକାର – ମା ଲକ୍ଷ୍ମୀଙ୍କୁ କିସ୍‌ମିସ୍ ଅର୍ପଣ କରନ୍ତୁ

ମିଥୁନ:

ମୃଗଶିରା - ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ

ଆଦ୍ରା - ପାରିବାରିକ ଅଶାନ୍ତି ଲାଗି ରହିବ

ପୁନର୍ବସୁ - ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ

ପ୍ରତିକାର – ପ୍ରଭୂ ଗଣେଷଙ୍କୁ ଦୂବ ଦାନ କରନ୍ତୁ

କର୍କଟ:

ପୁନର୍ବସୁ - ଅଭାବି ଲୋକଙ୍କୁ ସାହାର୍ଯ୍ୟ ସହଯୋଗର ହାତ ବଢାଇବେ

ପୁଷ୍ୟା – ନିଜର ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ

ଅଶ୍ଳେଷା - ଅଧିକାରୀଙ୍କ ସହିତ ତାଳ ମେଳ ରଖନ୍ତୁ ଫାଇଦ ହେବ

ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ

ସିଂହ:

ମଘା – ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ

ପୂ , ଫାଲଗୁନୀ - ସ୍ଥଗିତ ଥିବା କାମ ପୂରା ହୋଇପାରେ

ଉ ,ଫାଲଗୁନୀ – ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ

ପ୍ରତିକାର – ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ବ୍ୟବସାୟରେ ମା ଲକ୍ଷ୍ମୀଙ୍କ କଟାକ୍ଷ ଲାଭ କରିପାରନ୍ତି

ହସ୍ତା – ଦେହ ମନ ଭଲ ରହିବ

ଚିତ୍ରା – ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି

ପ୍ରତିକାର - ବିଷ୍ଣୁଙ୍କ ସହସ୍ର ନାମ ପାଠ କରିବା ସହିତ ପୂଜାର୍ଚ୍ଚନା କରନ୍ତୁ

ତୁଳା:

ଚିତ୍ରା – ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ

ସ୍ୱାତୀ – ପାରିବାରିକ ଅଶାନ୍ତି ଲାଗି ରହିବ

ବିଶାଖା – ଅଭାବ ଅନଟନ ଲାଗି ରହିବ

ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ବିଛା:

ବିଶାଖା – ମହିଳା ମାନେ ଅଧିକ ପରିଶ୍ରମି ହେବେ

ଅନୁରାଧା – ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି

ଜ୍ୟେଷ୍ଠା – ବ୍ୟବସାୟରେ ଲାଗିଥିବା ଅଚଳାବସ୍ଥା ଧିରେ ଧିରେ ଦୂରିଭୂତ ହେବ

ପ୍ରତିକାର – ମଥାରେ ଚନ୍ଦନ ଲଗାଇ ଦିନ ଆରମ୍ଭ କରନ୍ତୁ

ଧନୁ:

ମୂଳା – ମନରେ ଭକ୍ତି ଭାବନା ଜାଗ୍ରତ ରହିବ

ପୂ , ଷାଢା – ପ୍ରିୟ ଲୋକମାନଙ୍କ ସହିତ ଆନନ୍ଦରେ ଦିନ କଟାଇବେ

ଉ , ଷାଢା – ଦୈବୀ ଆଶ୍ରୀବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ

ପ୍ରତିକାର – ସକାଳୁ ଉଠି ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ

ମକର:

ଉ , ଷାଢା - ମହିଳା ଓ ପିଲା ମାନେ ଆତ୍ମ ନିଯୁକ୍ତି ପାଇଁ ଚେଷ୍ଟିତ ରହିବେ

ଶ୍ରବଣା – କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ

ଧନିଷ୍ଠା – ଆପଣଙ୍କ ଆୟ ପୂର୍ବ ପରି ରହିବ

ପ୍ରତିକାର – ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ ମଙ୍ଗଳ ହେବ

କୁମ୍ଭ:

ଧନିଷ୍ଠା – ପ୍ରେମ କ୍ଷେତ୍ରରେ ଯେତେ ଚେଷ୍ଟା କରିଲେ ମଧ୍ୟ ବିଶ୍ୱାସି ହୋଇ ପାରିବେ

ଶତଭିଷା – ଅର୍ଥାଭାବ ଆପଣଙ୍କୁ ବ୍ୟସ୍ତତା କରି ପକାଇବ

ପୂ , ଭାଦ୍ରପଦ –

ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି

ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମୀନ:

ପୂ , ଭାଦ୍ରପଦ - ଅଧିକ ଅର୍ଥ ଆୟ କରିବା ସହିତ , ମାନ ସମ୍ମାନ ପାଇ ପାରନ୍ତି

ଉ , ଭଦ୍ରପଦ - ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ , ପୁରାତନ ରୋଗରୁ ଉପଶମ ମିଳିବ

ରେବତୀ – ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ

ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)