• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ତିଥି – ୮ମୀ ସନ୍ଧ୍ୟା ୦୭/୨୮ ଗତେ ୯ମୀ ଚନ୍ଦ୍ର – କନ୍ୟା ରାତ୍ରି ୧୨/୨୦ ଗତେ ତୁଳା ଘାତ ଚନ୍ଦ୍ର- ବୃଷ ରାଶିର , ରାତ୍ରି ୧୨/୨୦ ପର୍ଯ୍ୟନ୍ତ ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ - ନାସ୍ତି ।

ଶୁଭ ସମୟ-

ପ୍ରାତଃ ୦୫/୧୭ ରୁ ୦୬/୦୯

ଦିବା ୦୯/୪୦ ରୁ ୧୧/୨୫

ସନ୍ଧ୍ୟା ୦୭/୦୯ ରୁ ୦୯/୧୯

ରାତ୍ରି ୦୧/୧୩ ରୁ ୦୨/୨୩

ରାତ୍ରି ୦୩/୫୦ ରୁ ୦୫/୧୭

ଅଶୁଭ ସମୟ-

ଋାହୁକାଳ - ଦିବା ୦୧/୩୦ ରୁ ୦୩/୦୮

କାଳବେଳା - ଦିବା ୦୩/୦୮ ରୁ ୦୪/୪୭

ବାରବେଳା – ଦିବା ୦୪/୪୭ ରୁ ୦୬/୨୬

କାଳରାତ୍ରି - ରାତ୍ରି ୧୧/୫୧ ରୁ ୦୧/୧୩

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ

ଦ୍ୱିଜା – ନାରୀ ମାନେ ଧର୍ଯ୍ୟଶୀଳ ହେବେ

କୃତିକା – ନିଜର ଆଦର୍ଶ ପ୍ରତିଷ୍ଠା ମୂଖ୍ୟ କାମନା ହେବ

ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ବୃଷ:

କୃତିକା - ସୁଖ, ସମୃଦ୍ଧି ବଢିବ , ମହିଳା ମାନେ ସମ୍ମାନୀୟ ହେବେ

ରୋହିଣୀ – ଆମୋଦ, ପ୍ରମୋଦ ଭିତରେ ଆଜି ଦିନ କଟିବ

ମୃଗଶିରା – କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:

ମୃଗଶିରା - ପରିବହନ , ବାଣିଜ୍ୟରେ ଅଧିକ ମାନ୍ଦା ଦେଖାଦେବ

ଆଦ୍ରା - ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି

ପୁନର୍ବସୁ - ସାମାନ୍ୟ କଥାକୁ କେନ୍ଦ୍ର କରିି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ

ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - ସାଂସାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ

ପୁଷ୍ୟା – ରାଜନୀତିରେ ଲୋକ ସପଂର୍କ ବୃଦ୍ଧି ପାଇବ

ଅଶ୍ଳେଷା - ଅନ୍ୟମାନଙ୍କ ସହେଯାଗ ପାଇ ଉପକୃତ ହେବେ

ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ:

ମଘା – ମନ ବଳ ସୁଦୃଢ ରହିବ

ପୂ , ଫାଲଗୁନୀ - ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ

ଉ ,ଫାଲଗୁନୀ – ବ୍ୟବସାୟରେ ଅନୁକୂଳ ବାତା ବରଣ ଆସିପାରେ

ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ସର୍ବଦା କାର୍ଯ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ

ହସ୍ତା – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ

ଚିତ୍ରା – ପାରିବାରିକ ଅଶାନ୍ତି ଆଦୌ ରହିବ ନାହିଁ

ପ୍ରତିକାର - ବିଷ୍ଣୁଙ୍କ ବିଗ୍ରହକୁ ପୂଜା କରନ୍ତୁ

ତୁଳା:

ଚିତ୍ରା – ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ

ସ୍ୱାତୀ – ଅର୍ଜିତ ଧନ ଓ ମାନ ହାନି ଘଟିପାରେ

ବିଶାଖା – ବହୁତ କ୍ଷତି ସହିବାକୁ ପଡିପାରେ

ପ୍ରତିକାର – ଶିବ ମନ୍ଦିର ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା:

ବିଶାଖା – ଚାକିରୀ କ୍ଷେତ୍ରରେ ସମ୍ମାନ ଲାଭ କରିବେ

ଅନୁରାଧା – ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ

ଜ୍ୟେଷ୍ଠା – ବିରେଧୀ ମାନେ ସତ ଚେଷ୍ଟା କରିଲେ ମଧ୍ୟ କୈାଣସି କ୍ଷତି କରିପାରିବେ ନାହିଁ

ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ:

ମୂଳା – ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ

ପୂ , ଷାଢା – ଆର୍ଥିକ ସଙ୍କଟ୍ଟ ଦୂରେଇ ଯିବ

ଉ , ଷାଢା – ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୂଭୂତି ଜାଗ୍ରତ ହେବ

ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର:

ଉ , ଷାଢା - ମନକୁ ଉତ୍ସାହିତ ରଖି ସବୁ ସମସ୍ୟାର ସମାଧାନ କରି ପାରିବେ

ଶ୍ରବଣା – ସତର୍କ ରହି କାର୍ଯ୍ୟ କରିବେ ସୁଫଳ ମିଳିପାରେ

ଧନିଷ୍ଠା – ଛାତ୍ରଛତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ

ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ:

ଧନିଷ୍ଠା – କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି

ଶତଭିଷା – କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ

ପୂ , ଭାଦ୍ରପଦ – ଆଶାଶୂନ୍ୟ ପରିସ୍ଥିତିରୁ ମାନସିକ ଅବସାଦ ଦେଖାଦେଇ ପାରେ

ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ:

ପୂ , ଭାଦ୍ରପଦ – ପ୍ରେମ ଓ ସାଂସାରିକ କ୍ଷେତ୍ରରେ ମଧୁର ସପଂର୍କ ରହିବ

ଉ , ଭଦ୍ରପଦ – ନିଜର ଆଦର୍ଶ ପ୍ରତିଷ୍ଠା ମୁଖ୍ୟ କାମନା ହେବ

ରେବତୀ – କଳା, ବାଣିଜ୍ୟରେ ସନ୍ତୋଷ ଜନକ ଫଳ ପାଇ ପାରନ୍ତି

ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)