school puts future of students in dark
ଏମିତି ସ୍କୁଲ ଆପଣ ଜୀବନରେ ଦେଖିନଥିବେ। ଯେଉଁଠି ଠାକୁର, ସେଇଠି ସ୍କୁଲ୍। ଭକ୍ତ ଆସି ପୂଜାପାଠ କରୁଛନ୍ତି, ଘଣ୍ଟି ବଜାଉଛନ୍ତି। ଆଉ ସେଇଠି ଠାକୁରଙ୍କ ଆଗରେ ବସି ପାଠ ପଢୁଛନ୍ତି ଛୋଟ ଛୋଟ ପିଲା। ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)