Ganjam student stages novel protest
ନିଜ ପାଖ ଗାଁରେ ପାଠ ପଢ଼ିବ ବୋଲି ପିଲାଟି ଦୂର ଗାଁର ସ୍କୁଲରୁ TC ଧରି ଆସିଲା। ହେଲେ ନିଜ ଗାଁ ସ୍କୁଲରେ ନାଁ ଲେଖାଇ ପାରିଲାନି। ତାକୁ କାଳେ ଲାଞ୍ଚ ମଗା ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି। ସେଇଥିପାଇଁ ପିଲାଟି ସ୍କୁଲ୍ ସାମ୍ନାରେ ଚଣା ବିକି ପ୍ରତିବାଦ କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)