• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Nov 2022: ଏହି ରାଶିର ବ୍ୟକ୍ତି ଆଜି ନୂଆ ଯାନବାହନ କିଣିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର ଚନ୍ଦ୍ର – ମକର ଦିବା ୦୨/୧୬ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୯/୧୦ ଗତେ ୧୦ମୀ ଘାତ ଚନ୍ଦ୍ର- ସିଂହ ଦିବା ୦୨/୧୬ ଗତେ ମିଥୁନ ଓ ମୀନ ଘାତ ବାର – କର୍କଟ ପୁଷ୍କର ଦୋଷ - ନାସ୍ତି

Aries

ମେଷ

Wednesday 02 Nov 2022

ଅଶ୍ୱନୀ – ପାରିବାରିକ ଶାନ୍ତି ଫେରି ଆସିବ । ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସବୁ କାମ ଗୋଳିଆ ରହିବ ।

ଦ୍ୱିଜା – ଦୀର୍ଘ ଦିନର ଅବିଳାଷା ସାଙ୍ଗକୁ ଆର୍ଥିକ ଉନ୍ନତିର ମାର୍ଗ ସୁଗମ ହୋଇଯିବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ ନେଇ ପ୍ରଂଶସାର ପାତ୍ର ହେବେ ।

କୃତିକା – ସମ୍ପତି ପାଇଁ ସାମାନ୍ୟ ମତାନ୍ତର ସୃଷ୍ଟି ହୋଇପାରେ । ମହିଳା ମାନେ ସ୍‌ତସଙ୍ଗ ଓ ଧର୍ମକାର୍ଯ୍ୟରେ ମନ ବଳାଇବେ ।

ପ୍ରତିକାର - ମାଆ ବଗଳାମୁଖିଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :