• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

drinking water
ପିଉଛନ୍ତି ଚୁଆ ପାଣି...ଅନ୍ଧାରରେ ସାହା ଡିବିରି ଆଲୁଅ

ଏ ଗାଁର ଅବସ୍ତା ଏମିତି ଯେ... ଯେଉଁଠି ବେଳ ବୁଡ଼ିଲେ ଅନ୍ଧାରର ଚାଲେ ରାଜୁତି... ରାତିରେ ଦି’ ଅକ୍ଷର ପାଠ ପଢିବା ପାଇଁ ଦିକିଦିକି ଜଳୁଥିବା ଡବିରି ହିଁ ଏକମାତ୍ର ସାହା ଭରସା... ଶିକ୍ଷାର ବିକଳ ଅବସ୍ଥା ଲାଗି ଗାଆଁରେ ନାହିଁ ଅଙ୍ଗନୱାଡ଼ି,ବିଦ୍ୟାଳୟ। ଶୁଦ୍ଧ ପିଇବା ପାଣି ଏମାନଙ୍କ...

Panchang Today
Panchang Today 24th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

farmers suffer loss
ଦାଉ ସାଧିଲା କାଳବୈଶାଖୀ

ମୁଣ୍ତଝାଳ ତୁଣ୍ତରେ ମାରି ଫସଲ ଫଳାଇଥିଲୁ। ଫସଲ ବି ଏଥର ଭଲ ହୋଇଥିଲା। କାଳବେଶାଖୀ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ସବୁ ପରିବା ଚାଷ ଉଜାଡି ଯାଇଥିବା କୋହଭରା କଣ୍ଠରେ କହିଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ପରିବାଚାଷୀ...

Yojona Ra Na Hariloot
କାଗଜ କଲମରେ ପାମୋଲିନ ଚାଷ

କାଗଜ କଲମରେ ପାମୋଲିନ ଚାଷ । ୨୬ ଲକ୍ଷରୁ ଅଧିକ ଟଙ୍କା ହେରଫେର୍ । ଆରଟିଆଇ ତଥ୍ୟ ଖୋଲିଲା ହର୍ଟିକଲଚର ବିଭାଗର ପୋଲ୍ ।

gold necklace
Gold Price Today 23rd March 2024: ସାମାନ୍ୟ କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୮୨୦ ଟଙ୍କା ହୋଇଛି।

successful strawberry farmer
ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଚାଷ କରି ଲକ୍ଷପତି

ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଏବେ ନିଜ ଘରେ ରହି ଲକ୍ଷପତି । ୟୁଟୁବ୍ ଦେଖି ବଦଳିଯାଇଛି ଭାଗ୍ୟ । ରୋଜଗାର ଆଶାରେ ଦିନେ ଘରୁ ଗୋଡ଼ କାଢ଼ିଥିଲେ ଏବେ ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର । ଷ୍ଟ୍ରବେରୀ ଚାଷ କରି ଲକ୍ଷ ଲକ୍ଷ ରୋଜଗାର ।

Lakhpati women
ଦାରିଙ୍ଗବାଡ଼ିର ଲକ୍ଷପତି ଦିଦି

ଦାରିଙ୍ଗବାଡ଼ିର ଲକ୍ଷପତି ଦିଦି । ଓଡ଼ିଆ ମହିଳାଙ୍କ ପାଇଁ ସାଜିଲେ ରୋଲ୍ ମଡେଲ । ସ୍ୱଂୟ ସହାୟିକା ଗୋଷ୍ଠୀ ଗଢ଼ି ବନିଲେ ଲକ୍ଷପତି ଦିଦି ।

struggle for drinking water
ପାଣି ନଦେଲେ ଭୋଟ୍ ନାହିଁ

ଶୁଖିଲା ପଡ଼ିଛି ଗରା ବାଲଟି....ବାଲଟିଏ ପାଣି ପାଇଁ ପାହାଡ଼ ଚଢ଼ିଗଲେ ସିନା ଦେହରେ ଆଉ ବଳ ନାହିଁ । କେତେବେଳେ ପାଇପରେ ପାଣି ଆସିବ ଆଉ ବାଲଟି ପୂରଣ ହେବ ଅପେକ୍ଷାରେ ଆଖିରୁ ପାଣି ମଲାଣି । ଏଥର ଭୋଟ୍ ଆଗରୁ ପାଣି ସୁବିଧା ନକଲେ ଭୋଟ୍ ବର୍ଜନ...

Panchang
Panchang Today 23rd March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର, ତିଥ- ୧୩ଶୀ ପ୍ରାତଃ ୦୭.୧୭ ଗତେ ୧୪ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Panchang Today
Panchang Today 22nd March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

builds templ
ବିରାଟ ମନ୍ଦିରରେ ବିକଳଙ୍କ ବିଗ୍ରହ

ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି ରେ କମ୍ପୁଛି ମନ୍ଦିର ପରିବେଶ l ବେଦଜ୍ଞ ବ୍ରାହ୍ମଣ ମାନଙ୍କ ବେଦଧ୍ଵନି ସହ ଘୃତାହୂତି ରେ ଯଂଜ୍ଞମଣ୍ଡପ ପ୍ରକମ୍ପିତ l ଶତାଧିକ ଭକ୍ତ ଙ୍କ ଗହଳି ରେ ପ୍ରସାଦସେବନ ଚାଲିଥିବl ବେଳେ ବିରାଜମାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ l

Insects destroy acres
ବର୍ଷା ଧୋଇନେଲା ସୁନାର ଫସଲ, ପୋକ ଲାଗି ଫସଲ ନଷ୍ଟ

ପତ୍ର ଉପରେ ଚାଲୁଛି ପୋକ। କେଉଁଠି ହଳଦିଆ ପଡ଼ିଗଲାଣି ତ କେଉଁଠି ସୁଖି ଝଡି ଗଲାଣି। ଆଉ କେଉଁଠି ସମ୍ପୂର୍ଣ ଗଛ ପୋଡି ଯାଇଛି। ମୁଗ ବିରି ଫସଲରେ ଏଭଳି ପୋକ ଲାଗି ଫସଲ ନଷ୍ଟ ହୋଇଛି ।

Medical system in a shambles
ମେଡିକାଲର ବିକଳ ଚିତ୍ର, ବାରଣ୍ଡାରେ ଶହ ଶହ ରୋଗୀ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରଣ୍ଡାରେ ପଡି ଚିକିତ୍ସିତ ହେଉଛନ୍ତି ଶହ ଶହ ରୋଗୀ । ଦୁଃଖ ଏତିକିରେ ସରିନାହିଁ, ଜିଲ୍ଲାରେ ଟେକ୍ନିସିଆନ, ସର୍ଜରୀ ଏବଂ ଆନାସ୍ଥେସିଆ ଭଳି ଡାକ୍ତରଙ୍କ ଅଭାବ ଫଳରେ ସାମାନ୍ୟ ରୋଗିକୁ ରେଫର୍ କରାଯାଉଛି ସହ ସହ ମାଇଲ ଦୂର

Gold Price Today
Gold Price Today 21st March 2024: ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୪୨୦ ଟଙ୍କା ହୋଇଛି।

thread ceremony
ସମୂହ ବ୍ରତୋପନୟନ,ନିଆରା କାର୍ଯ୍ୟ

ଖୁବ୍ ସୁନ୍ଦର,ନିଆରା ଏବଂ ଆଧ୍ୟତ୍ମିକ ପରିବେଶରେ ଚାଲିଛି ଯଜ୍ଞ କାର୍ଯ୍ୟ। ବେଦ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ। ପିଲା ଠୁ ବୟସ୍କ ସମସ୍ତଙ୍କ ମନରେ ଖୁସିର ଲହରି । କିଏ ଭୋଜି ଖାଇବାରେ ବ୍ୟସ୍ତ ତ ପୁଣି କିଏ ବ୍ରହ୍ମଚାରୀଙ୍କୁ ଭିକ୍ଷା ଦେବା ପାଇଁ ବ୍ୟାକୁଳ।...

Mahanadi River
ବଢୁଛି ଲୋକଙ୍କ ମନରେ ଉତ୍କଣ୍ଠା

ମହାନଦୀ ଗର୍ଭ ତଳେ ଏମିତି କଣ ଅଛି ? କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ପୁରାତନ ସାମଗ୍ରୀ l ଠାବ ହେଇପାରୁନି ପାଣି ତଳର ରହସ୍ୟ l ସତ ଜାଣିବାକୁ ବଢୁଛି ଲୋକଙ୍କ ମନରେ ଉତ୍କଣ୍ଠା l ପାଣି ତଳେ ରହିଛି କି ପୁରାତନ ସଭ୍ୟତା ?

Panchang
Panchang Today 21st March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Minor minerals smuggling
ମୋରମ ମାଫିଆଙ୍କ ମନମାନୀ

ରାତିରେ ଲୋକେ ଶୋଇଥିବାବେଳେ ଘର କଡ଼ରୁ ମୋରମ ନେଇଗଲେ ମାଫିଆ । ଜନ ପ୍ରତିନିଧିଙ୍କଠୁ ନେଇ ପୋଲିସ ପ୍ରଶାସନ ସମସ୍ତେ ନିରବଦ୍ରଷ୍ଟା । ବେଆଇନ ଭାବେ ମୋରମ ଖୋଳାଯାଉଥିବା ଅଭିଯୋଗ । ପ୍ରତିଦିନ ଲୁଟ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ ।

Basic amenities
ମୌଳିକ ସୁବିଧା ପହଞ୍ଚିନି, ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ମାନ୍ୟତା !

କେମିତି ଚୟନ ହେଉଛି ଆଦର୍ଶ ଗ୍ରାମ ପଞ୍ଚାୟତ ? ପଞ୍ଚାୟତକୁ ମିଳିଛି ଆଦର୍ଶ ପଞ୍ଚାୟତ ମାନ୍ୟତା । ହେଲେ ଲୋକେ କହୁଛନ୍ତି ପହଞ୍ଚିନି ମୌଳିକ ସୁବିଧା ।

gold price today
Gold Price Today 20th March 2024: ସୁନା କିଣିବାକୁ ଯାଉଛନ୍ତି କି? ନଜର ପକାନ୍ତୁ ଆଜିର ସୁନା ଦର ଉପରେ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୩୩୦ ଟଙ୍କା ହୋଇଛି।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।