କାନ୍ଦି କାନ୍ଦି ଲୋଟି ପଡୁଛି ମାଆ। ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ। ଝିଅର ଫଟୋଟିକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି। ପରିବାର ମଧ୍ୟ ସମାନ ଅବସ୍ଥା। କାରଣ ତାଙ୍କର ଗୋଟିଏ ବୋଲି ଅଲିଅଳୀ ଛିଅ ନିଖୋଜ ହୋଇ ଯାଇଛି ।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଯଦି ବୃଦ୍ଧା ଅବସ୍ଥାରେ ତୋ ଡୋରୀ ଲେଗେ ତାହେଲେ ଏମିତି ପୁଅଟେ ମୋ କୋଳରେ ଦେଇଥିବୁ କାଳିଆ । ଯିଏ ମତେ କାଖେଇ କାଖେଇ ତୋ ଶ୍ରୀ ମନ୍ଦିରକୁ ନେବ, ଆଉ ତୋ ଚକା ଆଖିରେ ମୋ ଆଖି ମିଶାଇବ ।
ଶୀତୁଆ ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଚାଉଳ ବରା' । ତେବେ ଚାଲନ୍ତୁ ଜାଣିବା ଏହାକୁ...
ଆଗକୁ ଆସୁଛି ବିବାହଋତୁ,ସେଥିପାଇଁ ସୁନା ଦୋକାନରେ ଅଧିକ ଗହଳି ଦେଖିବାକୁ ମିଳିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ଝଲସୁଛି ତୋରଣ... ସବୁଠି ଜଳୁଛି ରଙ୍ଗବେରଙ୍ଗର ଲାଇଟ୍ । ଆଉ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ । ଅମାବାସ୍ୟା ଠାରୁ ମା' କାଳୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆଶିଷ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପୂଜା...
ପଡ଼ିଆରେ ଚାଲିଥିଲା ହାଇ ଭୋଲ୍ଟେଜ୍ ଫୁଟବଲ୍ ମ୍ୟାଚ୍... ମାଡ଼ି ଆସିଲା ମେଘ... ବିଜୁଳି ମାରିଲା... ଆଉ ଚାହୁଁଚାହିଁ ଚାଲିଗଲା ଖେଳାଳିଙ୍କ ଜୀବନ । ଦେଖନ୍ତୁ ଭିଜୁଆଲ୍କୁ... କେମିତି ଗଛ କାଟିଲା ପରି ପଡ଼ିଆର ମାଟିରେ ଲୋଟି ପଡ଼ୁଛନ୍ତି ଏମାନେ ।
କାଙ୍ଗାଳିଆ ଚୋର... ଭୋକରେ ହେଉଥିଲେ ଆଉଟୁପାଉଟୁ... ଘରେ ପଶିଲେ... ଗରମ ଗରମ ଚକୁଳି ବନେଇଲେ... ଆରାମରେ ଖାଲଲେ... ଆଉ ତା’ ପରେ ଚା’ କରି ପିଇଲେ । ଶେଷରେ ଫ୍ରିଜ୍ରୁ ମିଠା କଢ଼ି ଖାଇବା ପରେ ଥଣ୍ଡା ବି ପିଇଲେ । ଆଉ ତ’ ପରେ ଲୁଟିନେଲେ ସୁନା...
କାଳୀପୂଜା ପାଇଁ ଭଦ୍ରକ ଏବେ ଚଳଚଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସକାଳୁ ରାତି ଯାଏଁ ନାହିଁ ନଥିବା ଭିଡ଼ । ଚରମ୍ପାର ୯ଟି ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।
ଜନ୍ମ ଦେଇଥିବା ମା’ ଭୁଲିଗଲା । ବାପା ବି ତାଙ୍କ ବାଟ ବାଟ ବାଛିନେଲେ । ଏବେ ଜେଜେବାପା ଓ ଜେଜେମା’ଙ୍କ କୋଳରେ ବଢ଼ୁଛି ସିଏ । ହେଲେ ଭବିଷ୍ୟତ କ’ଣ ?
ଆଜିକାଲି ଦୁନିଆରେ କାହାକୁ କିଏ ପଚାରେ । କିଏ ମଲା, କିଏ ଗଲା, କିଏ ଖାଇଲା କିଏ ନ ଖାଇଲା, କାହାର ବା କ’ଣ ପଡିଛି ଯେ ପଚାରିବ । କିନ୍ତୁ ଏ ବ୍ୟକ୍ତି ଜଣକ ପାଇଁ ଏ ସବୁ କଥା ମାଇନା ରଖେ । ମଣିଷ ତ...
ଘରେ ବନାନ୍ତୁ ଟେଷ୍ଟି ଟେଷ୍ଟି କନ୍ଦମୂଳ ପଲାଉ । ତିଆରି କରନ୍ତୁ ନିଜେ ଖାଆନ୍ତୁ ଘରେ ସମସ୍ତଙ୍କୁ ଖୁଆନ୍ତୁ...
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ କାହା ସ୍ୱାର୍ଥରେ ସରକାରୀ ଯୋଜନା ? ଏଭଳି ପ୍ରଶ୍ନ ଉଠାଇଛନ୍ତି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହରବାସୀ ।
ଓଟିଭି ‘ଖୋଲାକଥା’ରେ କୋରେଇ ବିଧାୟକ ଆକାଶ ଦାସ ନାୟକ । ଶୁଣନ୍ତୁ ନିଜର ରାଜନୀତି କ୍ୟାରିୟରକୁ ନେଇ କ’ଣ କହୁଛନ୍ତି ।
ବଙ୍ଗୀୟ ରୀତି ନୀତିରେ ଚାଲିଛି ମା’ କାଳୀଙ୍କ ଆରାଧନା । ସନ୍ଧ୍ୟା ଆରତି ସମୟରେ ବାଜୁଛି ଢାକ ବାଜା । ନାଚୁଛନ୍ତି ଭକ୍ତ, ଖୁସିରେ ଫାଟି ପଡ଼ୁଛି ଅଞ୍ଚଳ । ସବୁଠି ଦେଖିବାକୁ ମିଳୁଛି କେବଳ ଅଧ୍ୟାତ୍ମିତାର ଧୁନ୍।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭଳିକି ଭଳି ଡାକ ଟିକେଟ । ମହାତ୍ମା ଗାନ୍ଧୀଙ୍କ ଫୋଟୋଥିବା ଟିକେଟ୍ ହେଉ କି ଆମେରିକା, ତୁର୍କୀ, ଫିଲିପାଇନ୍ସ ଓ ବଙ୍ଗଳାଦେଶର ପୁରୁଣା ଡାକ ଟିକେଟ ସବୁ ଏଠାରେ ଆପଣ ଦେଖିବାକୁ ପାଇବେ । ଖାଲି ଦେଶ ବିଦେଶର ଡାକ ଟିକେଟ୍ କାହିଁକି ବିଭିନ୍ନ ଦେଶର ୧ ହଜାରରୁ...
ଏମିତି ଜଣେ ଯୁବକ, ପାଲଟିଗଲେ ଉଦାହରଣ । ମାତ୍ର ୨୧ ମାସରେ ରୋଜଗାର କରିଦେଲେ ୮୦ ଲକ୍ଷ ଟଙ୍କା । ବାରମ୍ବାର ବିଫଳତା ଗୌରବଙ୍କୁ କରିଦେଲା କୋଟିପତି ।