• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

inquiry against hospital
ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀ ମୃତ: ହସ୍ପିଟାଲ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଟିଟିଲାଗଡ଼ର ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ହେବ ତଦନ୍ତ । ଭୁଲ ଚିକିତ୍ସା ଯୋଗୁଁ ମିତା ବେହେରାଙ୍କ ମୃତ୍ୟୁ ଅଭିଯୋଗ ।ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Students Face Numerous Problems
ଭଙ୍ଗା ଆଜବେଷ୍ଟସ ତଳେ ପାଠପଢା, ଇଏ 5-T ସ୍କୁଲ୍

ଭଙ୍ଗା ଆଜବେଷ୍ଟସ ତଳେ ପିଲା ପଢୁଛନ୍ତି ପାଠ। ଆଉ ଯଦି ବର୍ଷା ହେଲା ପାଠପଢା ବନ୍ଦ । ଏହା ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ। ଯାହାର ଅବସ୍ଥା ଏବେ କହିଲେ ନସରେ ।

Gold Price Today
Gold Price Today 19th October 2024: ପୁଣି ବଢିଲା ସୁନା ଦର, ଭୁବନେଶ୍ୱରରେ କେତେ ରହିଛି ଦାମ୍,ଜାଣନ୍ତୁ

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Woman Dies in Snake Bite
ସାତ ମାସର ଛୁଆ ମୁଣ୍ଡରୁ ହଟିଗଲା ମାଆର ପଣତକାନୀ, ହାଏରେ ବିଧାତା ଏ କି କଲୁ...

ବିଧିର ବିଧାନ ଦୁଇ ଜଣ ପିଲାଙ୍କ ମୁଣ୍ଡରୁ କାଢି ନେଇଛି ମାଆର ପଣତକାନୀ। ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗ୍ରାମରେ।

Attempt to murder
ଗୁଣି ସନ୍ଦେହରେ ଜିଅନ୍ତ ଜାଳିଦେଲେ, ପ୍ରଜାକୋର୍ଟରେ ଜୀବନ୍ତ ପୋଡ଼ି ମାରିଦେବାକୁ ଉଦ୍ୟମ

ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି

Devotee Begins Padhyatra Journey
ଭକ୍ତି ଆଗରେ ବୟସ ହୋଇଯାଇଛି ମୂଲ୍ୟହୀନ, କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି

ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି ।

Assault on Puri Senior Supervisor
ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଆକ୍ରମଣ ଘଟଣା,ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Gold Price Today
Gold Price Today 18th October 2024: ସୁନା କିଣିବାକୁ ଚାହୁଁଛନ୍ତି କି? କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ଦାମ୍

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

KHOLA KATHA
ଖୋଲାକଥାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ...ଖୋଲିଲେ ବିଜେଡି ଗୁମର

ଖୋଲାକଥାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ...ଖୋଲିଲେ ବିଜେଡି ଗୁମର

Lady Justice in Supreme Court Library
ପଟି ଖୋଲିଲେ ନ୍ୟାୟ ଦେବୀ

ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍। ଆଖିରୁ କଳାପଟି ଖୋଲିଲେ ନ୍ୟାୟଦେବୀ। ସାମ୍ନାକୁ ଆସିଲା ନୂଆ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ଚିତ୍ର। ଯାହା ମୂର୍ତ୍ତି ଠାରୁ ସମ୍ପୁର୍ଣ୍ଣ ଭିନ୍ନ ରହିଛି ।

Stay Fit
ଜାଣନ୍ତୁ ସୋୟାବିନ ଉପକାରୀତା....

ସୋୟାବିନ ଖାଉଛନ୍ତି କି? ଜାଣନ୍ତୁ ଏହାର ଉପକାରୀତା ।

Couple Thrives in Farming
ଚାଷ କରି ସ୍ୱାମୀ ସ୍ତ୍ରୀ ଲକ୍ଷପତି

କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତେଳାଇଛନ୍ତି ଦମ୍ପତ୍ତି ।

Panchang
Panchang Today 18th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Special Story
ପିଲା ନାହାନ୍ତି... ଖୋଲୁଛି ସ୍କୁଲ, ପଢ଼ୁଛି କିଏ ?

ସବୁ ବଦଳିଲା... ହେଲେ ବଦଳିଲାନି ଶିକ୍ଷା ବ୍ୟବସ୍ଥା । ସ୍କୁଲ ଅଛି ହେଲେ ଏଠାରେ ନାହାନ୍ତି ପିଲା । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକରେ ଥିବା ମରମା ପଂଚାୟତର । ଏଠାରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟକୁ ମିଶାଇ ମୋଟ୍୯ଟି ସ୍କୁଲ ରହିଛି...

Divyang Man Flies High
ଆଖି ନାହିଁ ଆକାଶରେ ଉଡୁଛନ୍ତି

ଦୃଷ୍ଟିବାଧିତ ହୋଇ ବି ଆକାଶରେ ଉଡୁଛନ୍ତି... ପାହାଡ଼ରେ ଚଢୁଛନ୍ତି l ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଆଜି ସେ ସବୁ ସମ୍ଭବ କରିପାରିଛନ୍ତି ।

Special Story: Devotee Seeks Solace from Lord Jagannath
କାଳିଆରେ ଦୁଃଖ ତ ଦେଇଛୁ, ଲୁହ ପୋଛି ଦେ...

ଭକ୍ତ ଯେମିତି କହୁଛି, ତୋର ପାଦ ନାହିଁ... ମୋର ବି ପାଦ ନାହିଁ । ତୁ ବରଷକରେ ଥରେ ଏମିତି ଗୁରୁଣ୍ଡି ଗୁରୁଣ୍ଡି ଝୁଲି ଝୁଲି ବଡ଼ ଦାଣ୍ଡକୁ ଆସୁ... ଭକ୍ତଙ୍କ ଗହଣରେ ଟାହିଆ ହଲାଇ ନାଚି ସବୁ ଦୁଃଖକୁ ଭୁଲେଇ ଦେଉ । ମୁଁ ବି ଠିକ୍...

Panchang
Panchang Today 17th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Ashara Aloka
ଭଲପାଇ ଆମେ କଣ ଭୁଲ କରିଛୁ ?

ଭଲପାଇବାକୁ ସ୍ୱୀକୃତି ଦେଲାନି ସମାଜ । ଗ୍ରହଣ ବି କଲାନି । କେମିତି ରହିବେ ଏମାନେ ?

Tearful Farewell
ମୁଣ୍ଡ ପିଟି କାନ୍ଦିଲେ ପୂଜକ

କାନ୍ଦୁଛନ୍ତି ପୂଜକ... ରାହା ଛାଡ଼ି ମା’ଙ୍କ ପାଦତଳେ ମୁଣ୍ଡ ବାଡାଇ ପକାଇଛନ୍ତି । ଏ କୌଣସି ଦୁଃଖର ଲୁହ ନୁହେଁ, ଏ ଲୁହ ହେଉଛି ମା’ଙ୍କୁ ବିଦାୟୀ ଦେବାର ଲୁହ । ସେଇଥି ପାଇଁ ତ କୋରି ହୋଇଯାଉଛି ଏ ପୂଜକଙ୍କ ଛାତି । ମା’ଙ୍କୁ ଏ ବର୍ଷ...

Kumar Purnima
ଆଜି କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା

“କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ”। ଶୁଣନ୍ତୁ କୁମାର ପୂର୍ଣ୍ଣିମାକୁ ନେଇ କ'ଣ କହୁଛନ୍ତି କୁମାରୀ ମାନେ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।