• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

Panchang
Panchang Today 14th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today, 13th November 2024: ପୁଣି ଶସ୍ତା ହେଲା ସୁନା !! ତାହେଲେ ଡେରି କାହିଁକି ? କିଣି ଆଣନ୍ତୁ ସୁନା ଗହଣା

ବିବାହ ଋତୁରେ କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ପୁଣି କମିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।

Art
ନିର୍ଜୀବକୁ ଜୀବନ ଦିଅନ୍ତି ପ୍ରହଲ୍ଲାଦ !

କାଠ, ବାଉଁଶ ଓ କାନଭାସରେ ସୁନ୍ଦର ସୁନ୍ଦର ଘରକରଣା ଜିନିଷ । ଆଉ ଏହି ସବୁ ଜିନିଷ ମାଧ୍ୟମରେ ସାମଜକୁ ବାର୍ତ୍ତା ଦେଉଛନ୍ତି ପ୍ରହ୍ଲାଦ ପାଣି । ନିଶା ସେବନ ଓ ମହିଳାଙ୍କୁ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଏହି ଚିତ୍ରକଳା ମାଧ୍ୟମରେ ସଚେତନତା କରାଯାଉଛି ।

Bull Violence
ବାଇଆ ଷଣ୍ଢ ମାରିଦେଲା

ଛକ ଛକରେ ଷଣ୍ଢ... ଗଳି ଗଳିରେ ଷଣ୍ଢ... କଟକରେ ଦେଖା ଦେଇଛି ଷଣ୍ଢଆତଙ୍କ । ଯେଉଁଆଡେ ଚାହିଁବେ ସବୁଠି ବୁଲୁଛନ୍ତି ଏ ଷଣ୍ଢମାନେ । ଆଉ ଏଇ ଷଣ୍ଢ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛନ୍ତି ।

Poems for Wife
ନରହରି ମଉସା ଭାରି ରୋମାଣ୍ଟିକ୍

ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।

Panchang Today
Panchang Today 13th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today, 12th November 2024: ଖୁସି ଖବର !! କମିଲା ସୁନା ଦର, ଆପଣଙ୍କ ସହରରେ କେତେ ରହିଛି ଦାମ୍...

ପଞ୍ଚୁକରେ କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ସାନାନ୍ୟ କମିଛି ସୁନାର ଦାମ୍। ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।

Young Woman Reunite with Families
ସରିଥିଲା ସୁଦ୍ଧକ୍ରିୟା ଫେରିଲେ କାନ୍ତି

ଫେରିଛନ୍ତି କାନ୍ତି... ହସୁଛି ପରିବାର... ପୂରା ଖୁସି ଗାଁ । ଦୀର୍ଘ ୧୪ ବର୍ଷ ହେବ ଯାହାଙ୍କ ଖୋଜଖବର ମିଳୁନଥିଲା । ସେ ଆଜି ନିଜ ଘରକୁ ଫେରିଛନ୍ତି । ସେଇଥିପାଇଁ ଏମାନଙ୍କ ଏ ହସ ହସ ମୁହଁ । ଆଉ ଫେରି ଆସିଛି ଏମାନଙ୍କ ଖୁସିର ଦୁନିଆ...

Panchang
Panchang Today 12th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today, 11th November 2024: ବିବାହ ଋତୁରେ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଗକୁ ଆସୁଛି ବିବାହ ଋତୁ । ସୁନା କିଣିବାକୁ ଗହଣା ଦୋକାନରେ ଭିଡ଼ । ଗତକାଲି ଅପେକ୍ଷା ଆଜି କମିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

School Students Cross River
ଭାସିଯିବନି ତ ଭବିଷ୍ୟତ ?

ଭରା ନଈରେ ପାର୍‌ ହେଉଛି ଏ କୁନି କୁନି ଭବିଷ୍ୟତ । ଆଉ ଜୀବନ ଧାରାର ମାଧ୍ୟମ ପାଲଟିଛି ଏଇ ଖଣ୍ଡକ ଦଉଡ଼ି । କେତେବେଳେ ଯେ ଛିଡ଼ିଯିବ କାହାକୁ ଜଣାନାହିଁ । ହେଲେ ସେହି ଦଉଡ଼ିକୁ ଧୀରେ ଧୀରେ ଭିଡି ନଦୀ ପାର୍‌ ହେଉଛନ୍ତି ଏଠାକାର ଲୋକେ...

Death of BSF Soldier
ଲୁହ ଦେଇଗଲେ ଚକ୍ରଧର

ଯବାନ ହୋଇ ଦେଶ ସେବା କରିବାକୁ ଯାଇଥିଲେ । ହେଲେ ଫେରିଲା ମୃତଦେହ । ମିଳିଲାନି ଗାର୍ଡ ଅଫ୍‌ ଅର୍ନର । ଚକ୍ରଧରଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍‌ପେନ୍ସ । ସେ ସହିଦ ହେଲେ ନା ଆତ୍ମହତ୍ୟା କଲେ ତା’ ଆଜି ରହସ୍ୟ ଘେରରେ ।

small cow
ଦେଶର ସବୁଠୁ କୁନି ଗାଈ, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି ବିରଳ ପ୍ରଜାତିର ଗାଈମାନେ ଆନ୍ଧ୍ର ପ୍ରଦେଶରେ ଦେଖାଯାଆନ୍ତି । ଏମାନେ ଧଳା, କସରା ଓ କଳାରଙ୍ଗର ହୋଇଥା’ନ୍ତି । ପୁଙ୍ଗନୁର ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ସାଧାରଣ ମଧ୍ୟ । ଏମାନଙ୍କର ୧୦ରୁ ୧୫ ସେଣ୍ଟିମିଟର ଶିଙ୍ଗ ରହିଥାଏ ।

Khola Katha
ମୁଁ ଦେଖା କରିବାର ସୁଯୋଗ ପାଇନି

‘୫ ବର୍ଷରେ ବ୍ୟକ୍ତିଗତ ଭାବେ ଥରେ ନବୀନଙ୍କୁ ଦେଖା କରିଛି । ଦଳ ସମ୍ପର୍କରେ ଯାହା କହିବାକୁ ହେଲେ ପାଣ୍ଡିଆନଙ୍କୁ କହୁଥିଲି ।’

 Bamboo Craft
ହସୁଛି କାରିଗରୀ...ହେଉନି ବିକ୍ରି

ବାଉଁଶରୁ ତିଆରି ହେଉଛି ଭଳିକି ଭଳି ଜିନିଷ । ସୁନ୍ଦର ସୁନ୍ଦର ଫୁଲଦାନୀ, ପେନ ଷ୍ଚାଣ୍ଡ, ମନି ପର୍ସ ଓ ଲ୍ୟାମ୍ପ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ୮ ବର୍ଷ ତଳେ ସୋନପୁରର ଏକ ସଂସ୍ଥା ଏହି ମହିଳାମାନଙ୍କୁ ବାଉଁଶ କାରିଗରୀ ଉପରେ ତାଲିମ...

Panchang
Panchang Today 10th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

gold price today
Gold Price Today, 8th November 2024: ପୁଣି ବଢିଲା ସୁନା ଦର, ଜାଣନ୍ତୁ ୧୦ଗ୍ରାମକୁ କେତେ ଟଙ୍କା

ଗତକାଲି ଧାଏଁ କିନା କମିଥିଲା ସୁନାର ଦାମ୍ । କିନ୍ତୁ ଆଜି ସୁନାର ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

 Donald Trump's Return as US President?
ଆମେରିକାର ପୁଟିନ !

୪ ବର୍ଷ ପରେ ପୁଣିଥରେ ଆମେରିକାର ରାଷ୍ଟ୍ରପତି ଆସନରେ ବସିବେ ଡୋନାଲ୍ଡ ଟ୍ରମ୍ପ। ଏବେ ସବୁ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ। ଭାରତ ପ୍ରତି କିପରି ରହିବ ଟ୍ରମ୍ପଙ୍କ ଆଭିମୁଖ୍ୟ? କ’ଣ ଏହା ଭାରତ ପାଇଁ ଶୁଭଙ୍କର ହେବ ? ଦେଖନ୍ତୁ ଏହି ରିପୋର୍ଟ ।

Maa Shyama Kali puja
ଜମୁଛି କାଳୀପୂଜା...କମ୍ପୁଛି ସହର

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁରର ବ୍ୟାସନଗର। ଧୁମଧାମରେ ପାଳିତ ହୋଇଛି ମା’ ଶ୍ୟାମାକାଳୀଙ୍କ ପୂଜା ଉତ୍ସ। ମଣ୍ଡପ ଶୋଭାକୁ ଦ୍ୱିଗୁଣିତ କରିଛି ସୁଉଚ୍ଚ ତୋରଣ। କେଉଁଠି ଗୁମ୍ଫା ଭିତରେ ମା’ ପୂଜା ପାଉଛନ୍ତି ତ କେଉଁଠି ତିଆରି ହୋଇଛି ହରିଦ୍ବାର ମନ୍ଦିରର ଢାଞ୍ଚା ।

Paddy Farming
ଜମିରେ ହସୁଛି ଓବାମା

ଚାଷୀଙ୍କ ମୁହଁରେ ହସ ଆଣିଛି ଓବାମାl ବିଲରେ ହସୁଛିl ଓବାମାର ଉଚ୍ଚତା ପ୍ରାୟ ସାଢେ଼ ପଞ୍ଚ ଫୁଟ୍l ଝଡ ବାତ୍ୟା ତୋଫାନ ହେଲେ ବି ଭାଙ୍ଗେ ନାହିଁ। ତେବେ କ’ଣ ଏହି ଓବାମା? କ’ଣ ରହିଛି ଏହାର ବିଶେଷତ୍ୱ ? ଜାଣନ୍ତୁ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।