• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Panchang
Panchang Today 16th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

artwork
ଧାନରେ ଆଙ୍କୁଛନ୍ତି ମା'ଙ୍କ ଅବିକଳ ଚିତ୍ର..ଚର୍ଚ୍ଚାରେ ଯୁବତୀଙ୍କ କଳାକୃତୀ

ଚର୍ଚ୍ଚାରେ ଏହି ଯୁବତୀଙ୍କ କଳାକୃତୀ.. ଧାନରେ ଆଙ୍କୁଛନ୍ତି ମା'ଙ୍କ ଅବିକଳ ଚିତ୍ର । ୩ ହଜାର ରୁ ଉର୍ଦ୍ଧ ଧାନରେ ମା ଦୁର୍ଗାଙ୍କ ଫଟୋ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ଯଶୋବନ୍ତପୁର ଗାଁର ଶିକ୍ଷୟତ୍ରୀ ସ୍ନିଗ୍ଧା ସ୍ୱୟଂପ୍ରଭା ଦାଶ ।

Special Story
ଏମିତି ବି ଆସେ ମୃତ୍ୟୁ, ଖେଳୁ ଖେଳୁ ନେଇଗଲା ଯମ

ଜୀବନ କି ମୃତ୍ୟୁ କେବେ ହେଲେ ଖେଳଘର କଥା ନୁହେଁ । କିନ୍ତୁ ଖେଳରେ ଖେଳରେ ମରଣ ଯେ ଏମିତି ଆସିବ, କିଏ ଜାଣିଥିଲା କହିଲେ ।

Vastu Bichara
ଠାକୁର ଘରେ ପିଣ୍ଡି ରହିଛି କି ?

ଠାକୁର ଘରେ ରହିଛି କୌଣସି ସମସ୍ୟା ? ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି କି ? ଜାଣନ୍ତୁ କ’ଣ କହୁଛି ବାସ୍ତୁ ଦୋଷ ।

Panchang
Panchang Today 15th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Explore the Extraordinary Lathi Yatra
ଆଦିବାସୀଙ୍କ ନିଆରା ପରମ୍ପରା...ଲାଠି ଯାତ୍ରା

ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ମହିଳାଙ୍କ... ଦେହରେ ଆସନ୍ତି ଠାକୁରାଣୀ । ଚାଲନ୍ତୁ ଜାଣିବା ଏହି ଲାଠିଯାତ୍ରାକୁ ବିଷୟରେ, କଣ ରହିଛି ଏହାର ମାହତ୍ମ୍ୟ...

salman khan
ଅସହାୟ ହୋଇପଡ଼ିଛନ୍ତି ଭାଇଜାନ୍ ... କାହାସହ କଥା ହେଉନାହାନ୍ତି କି କାହାକୁ ଭେଟୁ ନାହାନ୍ତି

ବାବାଙ୍କୁ ହତ୍ୟା: ଉଡ଼ିଗଲା ସଲମାନଙ୍କ ନିଦ । ସବୁ ଫିଲ୍ମ, ଟେଲିଭିଜନ୍ ସୁଟିଂ ବାତିଲ କଲେ ସଲମାନ୍ ଖାନ୍। ମିଟିଂ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବି ବାତିଲ କଲେ ।

Special Story
ରାମଲୀଳାରେ କଏଦୀ କରୁଥିଲା ଅଭିନୟ, ସୀତାଙ୍କୁ ଖୋଜିବାକୁ ଯାଇ ମାରିଲା ଛୁ

ଜେଲରେ ଚାଲିଥିଲା ରାମଲୀଳା... ବାନର ଭୂମିକାରେ ଅଭିନୟ କରୁଥିଲେ କଏଦୀ । ନାଟକରେ ସୀତା ମାତାଙ୍କ ହରଣ ହେବା ପରେ ବାନର ସୀତା ମାତାଙ୍କୁ ଖୋଜିବାକୁ ଗଲେ ଯେ ଆଉ ଫେରିଲେନି । ପାଚେରି ଡେଇଁ ମାରିଲେ ଚମ୍ପଟ ।

Gold Price Today
Gold Price Today 14th October 2024: ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Bomb Scare
ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଦିଲ୍ଲୀ ବିମାନ ବନ୍ଦରରେ ବଢ଼ିଲା କଡ଼ା ସୁରକ୍ଷା ବ୍ୟବସ୍ଥା । ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ସୂଚନା ।

ignoring nature
ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା, ହେଲେ ପ୍ରକୃତିକୁ ଅଣଦେଖା

ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା ହେଲେ ଗ୍ରାଉଣ୍ଡରେ ତାହା କେତେ କାମରେ ଲାଗେ? ରାଜ୍ୟର ସବୁଠୁ ଉଚ୍ଚ ପାହାଡ଼ ଶୃଙ୍ଖ ଦେଓମାଳିଠୁ ଆରମ୍ଭ କରି ବାଲେଶ୍ବରର ସମୁଦ୍ରକୂଳ ସମେତ ଯେମତି ପାଲଟି ଯାଇଛି ଅଣଦେଖା ଅଞ୍ଚଳ। ପ୍ରକୃତିର କୋଳରେ ଥିବା ଏହି ସବୁ ଅଞ୍ଚଳ ଏବେ ଅବହେଳାର...

Bhasani
ଆଜି ମେଲାଣି ନେବେ ଜଗତଜନନୀ ମାଆ, ଭସାଣୀ ପାଇଁ ବ୍ୟାପକ ବନ୍ଦୋବସ୍ତ

ଆଜି ମେଲାଣି ନେବେ ଜଗତ ଜନନୀ ମା' ଦୁର୍ଗା । ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ବର ଓ କଟକରେ ଭସାଣୀ ପାଇଁ କଟକଣା ଜାରି ହୋଇଛି।

Mystical Mashani Chandi
ଏଠି ଶବ ପୋଡା ହୁଏନି, କୁକୁର ହୁଳହୁଳି ପକାନ୍ତି

ଏହି ମଶାଣିରେ ପୂଜା ପାଆନ୍ତି ମା’ ଚଣ୍ଡି । ହେଲେ ଏ ମଶାଣିରେ ଜୁଇ ଜଳେନି । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି। କାରଣ ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ।

Craft Lord Jagannath
କାଗଜ ଖଣ୍ଡରୁ କଳା ଠାକୁର, ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରି ତା’କୁ ଜୀବନ୍ତ ଦେଉଛନ୍ତି ରୂପ

ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍‌ ଚର୍ଚ୍ଚାରେ ମୋହନା ଗାଁର ଶୁଭମ । ପୁରୁଣା ନିୟୁଜ ପେପର ଆଣି ଗଢୁଛନ୍ତି ମହାପ୍ରଭୁଙ୍କ ମୂର୍ତ୍ତି l ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ।

Special Story
ଗାଁରେ ମିଳୁନି ଆଉ ନାଲି ଗଞ୍ଜା,ବୋଦା ଟପିଲାଣି ୧୫ ହଜାର !

ଦଶହରା ପାଇଁ ବଢ଼ୁଛି ଗଞ୍ଜା ଆଉ ବୋଦା ଦର ! ଗାଁରେ ମିଳୁନି ଆଉ ନାଲି ଗଞ୍ଜା ! ବୋଦା ଟପିଲାଣି ୧୫ ହଜାର ! ବର୍ତ୍ତମାନ ଗୋଟିଏ ଦେଶୀ ନାଲି ଗଞ୍ଜା ହଜାରେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଛେଳି ଗୋଟା ପନ୍ଦର ହଜାରରେ ବିକ୍ରି ହେଉଛି...

the robot
Special Story: ଏଣିକି ନୋ ଟେନ୍‌ସନ୍‌, ଘର କାମ ପାଇଁ ଆସିଲା ରୋବଟ୍‌ !

ଆପଣଙ୍କ ହାତ ଧରି ଚାଲିବ... ଆପଣଙ୍କ ପୋଷାକର ଯତ୍ନ ନେବ... ଆପଣ ଖାଇଛନ୍ତି କି ନାହିଁ ତାହା ବି ପଚାରି ବୁଝିବ... ଆଉ ଯଦି ଆପଣ କ୍ଳାନ୍ତ ଅନୁଭବ କରନ୍ତି ଘରେ କିଛି କାମ କରିନାହାନ୍ତି ତା’ ବି କରିଦେବ ଏ ନୂଆ ଅତିଥି ।

Hindus and Muslims Come Together
ଭାଇଚାରାର ନିଆରା ନିଦର୍ଶନ....ଏଠି ଏକାଠି ଦଶହରା ପାଳନ୍ତି ହିନ୍ଦୁ-ମୁସଲିମ

ବର୍ଷ ଧରି ଏକାଠି ମିଶି ଦୁର୍ଗା ପୂଜା କରୁଛନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ। ଦୀର୍ଘ ୪୭ ବର୍ଷ ଧରି ଉଭୟ ସମ୍ପ୍ରଦାୟ ମିଶି ଶାନ୍ତିଶୃଙ୍ଖଳାର ସହ ମହା ଆଡମ୍ବରରେ ମାଙ୍କ ପୂଜା କରୁଛନ୍ତି।

Crowd Control During Durga Puja
ଅପରେନସ ‘ତ୍ରିଭୂଜ’, ଭିଡ଼ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ପୋଲିସ

ଦଶହରା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ପୋଲିସ । କମିଶନରେଟ ପୋଲିସର ଅପରେନସ ତ୍ରିଭୂଜ । ଭୁବନେଶ୍ବରରେ ବ୍ୟବହାର ହେଉଛି ୧ ହଜାର କ୍ୟାମେରା।

Gold Ornaments
ମଣ୍ଡପରୁ ମା'ଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ବ ଦେବାଦେବୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ, ଥାନାରେ ଏତଲା ।

Atma Pretatma Paramatma
ଭୂତ ଜଗିଛି ଘର ବାହାରେ

ନୂଆ ନୂଆ ବାହାଘର । ଶାଶୁଘରେ ନୂଆ ବୋହୂ ଚଳୁଥାଏ । ସେଦିନ ବାରିପଟକୁ ଯିବା ପରେ ଏମିତି କିଛି ଘଟିଥିଲା ତା’ ସହ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।