• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର ,ତିଥି- ୯ମୀ ରାତ୍ରି ୦୩.୨୩ ଗତେ ୧୦ମୀ,ଘାତଚନ୍ଦ୍ର- ନାସ୍ତି ଘାତବାର- ବିଛା , ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ– ୦୫.୪୮ ରୁ ୦୬.୩୪

ପ୍ରାତଃ– ୦୭.୧୯ ରୁ ୦୮.୩୯

ଦିବା- ୧୧.୫୩ ରୁ ୦୨.୫୫

ଦିବା- ୦୩.୪୧ ରୁ ୦୫.୧୨

ସନ୍ଧ୍ୟା- ୦୬.୦୩ ରୁ ୦୮.୨୧

ରାତ୍ରି- ୧୧.୫୫ ରୁ ୦୧.୩୬

ରାତ୍ରି- ୦୨.୨୭ ରୁ ୦୪.୦୮

ଅଶୁଭସମୟ:

ରାହୁକାଳ- ଦିବା ୧୦.୦୫ ରୁ ୧୧.୩୦

କାଳବେଳା- ଦିବା ୧୦.୦୫ ରୁ ୧୧.୩୦

ବାରବେଳା- ଦିବା ୦୮.୩୯ ରୁ ୧୦.୦୫

କାଳରାତ୍ରି- ରାତ୍ରି ୦୮.୨୧ ରୁ ୦୯.୫୬

OTV is now on Whatsapp

Join and get latest news update delivered to you via whatsapp

Join Now