• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Drunk man kills self after quarrel
ଇଏ କେମିତିକା ପ୍ରେମ! ଉଜୁଡ଼ିଗଲା ପ୍ରେମର ମନ୍ଦିର ଆଉ ପଡ଼ି ରହିଲା ସ୍ୱାମୀର ଶବ

ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...

Today Panchang
Today Panchang 5th March 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଗାଡ଼ି କ୍ରୟ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today 4th March 2023: ସାମାନ୍ୟ ବଢିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୫୫୦ ଟଙ୍କା ହୋଇଛି।

News Fuse
ଆଶୀର୍ବାଦ ନେଲେ, ନୋଟ ବଢେଇ ଦେଲେ

ପତିତଜନଙ୍କୁ ଉଦ୍ଧାରିବା ପାଇଁ...କାଳିଆ ସାଆନ୍ତଙ୍କ ଶରଣରେ ଦିବ୍ୟଶଙ୍କର । ସବୁ ସେହି କାଳିଆର ଇଚ୍ଛା...ମଲା ଗୋଟେ ମାସ ଅଜ୍ଞାତ ଅବସ୍ଥାରେ ରହିବାକୁ ପଡ଼ିଲା ଯେ...ଏବେଠୁ ବାନା ବାନ୍ଧିଦିଅ। ନହେଲେ ୨୪ରେ ଉଡିଉଡି ଆସିବନି ଯେ..

True Friendship
ବନ୍ଧୁତା ଏମିତି ! ଜଣେ ରୋଗୀ , ଜଣେ ଭୋଗି

ବନ୍ଧୁ ହେବ ତ ଏମିତି...ଏବେ ନୁହେଁ ୫୦ ବର୍ଷ ହେଲାଣି ସାଙ୍ଗ ହୋଇ ବୁଲୁଛନ୍ତି, ଚଳୁଛନ୍ତି...ଜଣେ ଏବେ ପାରାଲିସିସ୍‌ ରୋଗରେ ପଡିବା ପରେ ବି ଅନ୍ୟ ଜଣେ ଆଉ ଜଣଙ୍କର କରୁଛି ସେବା

Water problem
ଏ ପାଣି ଆମେ କେମିତି ପିଇବୁ?

ଶୁଣ ସରକାର...ଏ ହଳଦିଆ ପାଣିକୁ ନିଜେ ପିଇବ ତ?

Horoscope
ଏହି ରାଶିର ବ୍ୟକ୍ତି ପ୍ରେମରେ କେତେ ସଫଳ ? ଜାଣନ୍ତୁ...

ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ । ତେବେ ଆଜି ଆମେ ଜାଣିବା ମେଷ ରାଶି ବିଷୟରେ...

Man invited to attend special programme in USA
ଘର ଚଟିଆ ପାଇଁ ଘର କରିବା ପରେ ଆମେରିକାରୁ ଏବେ ଆସିଲା ଡକରା

ଘର ଚଟିଆ ଲାଗି ଗାଁଠୁ ସହର ବୁଲିବୁଲି ଘର କଲେ। ଧୀରେ ଧୀରେ କୁନି ଚଢେଇଙ୍କ ବଂଶ ବୃଦ୍ଧି ହେଲା...ସଫଳ ହେବା ପରେ ଏବେ ଆମେରିକାରୁ ଆସିଲା ଡକରା

Bhubaneswar witnesses massive traffic
ସଂଧ୍ୟା ହେଲା ପଟିଆ ମନା

ନା ବାବା ନା...ସଂଧ୍ୟା ହେଲେ ପଟିଆକୁ ଜୁହାର । ଜୟଦେବବିହାର-ନନ୍ଦନକାନନ...ଏ ରାସ୍ତାରେ ଯିବାକୁ ଚାହୁଁନାହାନ୍ତି ରାଜଧାନୀବାସୀ । ଜାମ୍‌ ପାଇଁ ଲାଗୁଛି ଛାନିଆଁ

Gold Price Today
Gold Price Today 2nd March 2023: ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ହୋଇଛି।

News Fuse
ମୋ ବୋଉଲୋ...ପଳେଇ ଚାଲେ...ଏମାନେ ମାରିପକେଇବେ

ପଇଲେଲୋ ପଇଲେଲୋ...କହୁ କହୁ ଦୁଲଦାଲ ଗଳିପଡିଲେ । ଏମାନେ କାଳେ କର୍ପୋରେଟର...ଧନ୍ୟ ଧନ୍ୟ

Today Panchang
Today Panchang 2nd March 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Girl elopes with ‘boyfriend’
ରେଡି ଥିଲେ ବର ଓ କନିଆଁ : ପ୍ରେମିକ ସହ କନିଆଁ ଫେରାର

ହଳଦୀ ସରିଥିଲା, ମେହେନ୍ଦୀ ଲାଗିଥିଲା। ବେଦି ଓ ବର ସମସ୍ତେ ରେଡି ଥିଲେ...ବାସ୍‌ ଏତିକି ବେଳେ ପ୍ରେମିକ ସହ ଫେରାର ହୋଇଗଲେ କନିଆଁ । ସବୁ ସତ ଜାଣିବା ପରେ ବର....

Allegation against father-in-law
ଶ୍ୱଶୁର ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସ୍ୱାମୀ କି ଶାଶୂ ଘରେ କେହି ନଥିଲେ। ଏକୁଟିଆ ସୁଯୋଗ ନେଇ ବୋହୂର ଶୋଇବା ଘରେ ପଶିଗଲା ଶ୍ୱଶୁର । ଅଳ୍ପକେ ଦୁଷ୍କର୍ମ ହେବାରୁ ବଞ୍ଚିଗଲେ ବୋହୂ । ଏବେ ବାପଘର ଲୋକ ଶ୍ୱଶୁରଙ୍କୁ ବହେ ଛେଚିଲେ, ଜୋତାମାଳ ପିନ୍ଧାଇଲେ

Being married can improve life expectancy!
ଆଶ୍ଚର୍ଯ୍ୟ !! ବାହା ହେଉଥିଲେ ଅଧିକ ଦିନ ବଞ୍ଚିବେ ପୁରୁଷ

ବାହା ହେବା ପୁରୁଷ ଅଧିକ ଦିନ ବଞ୍ଚୁଛନ୍ତି । ରକ୍ତଚାପ, ହାର୍ଟଆଟାକ୍‌ ପରି ରୋଗ ବି କମ୍‌ ହେଉଛି। ଜାଣନ୍ତୁ ଏମିତି କେମିତି ହେଉଛି ସମ୍ଭବ ?

Gold Price Today
Gold Price Today 1st March 2023: ସୁନା ଦରରେ ପରିବର୍ତ୍ତନ, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ଅଛ ରେଟ୍?

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୨୯୦ ଟଙ୍କା ହୋଇଛି।

Today Panchang
Today Panchang 1st March 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

missing’ man
ମରିଗଲା ଭାବି ଶୁଦ୍ଧିକ୍ରିୟା କରିଥାନ୍ତେ, ହଠାତ୍ ଆସି ପହଞ୍ଚିଲେ ସ୍ୱାମୀ

ହଜିଯାଇଥିଲେ.. ବହୁତ ଖୋଜା ଖୋଜି ପରେ ବି ପତ୍ତା ମିଳୁ ନଥିଲା.. କେତେ ଆଉ ଅପେକ୍ଷା କରିଥାନ୍ତେ.. ଶୁଦ୍ଧିକ୍ରିୟା କରିବାକୁ ନିଷ୍ପତ୍ତି ନେଲେ..ହେଲେ ସ୍ୱପ୍ନ ଦେଖି ଘରକୁ ଫେରିଆସିଲେ ସ୍ୱାମୀ.. ସବୁ ଆଶ୍ଚର୍ଯ୍ୟ

Gold Price Today
Gold Price Today 28th Feb 2023: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ଅଛି ରେଟ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୨୦ ଟଙ୍କା ହୋଇଛି।

watermelon farming
ହଳଦିଆ ତରଭୁଜ ଚାଷ କରିଛି ସ୍ବାବଲମ୍ବୀ

ତରଭୁଜ ଚାଷ କଲେ, ୮ ପରିବାର ମୁହଁରେ ଦାନା ଦେଲେ । ଭଲ ଲାଭ ଦେଉଛି ହଳିଦିଆ ତରଭୁଜ...ଯେତେ ଖଟିବ ସେତେ ଟଙ୍କା ଲାଭ ହେବ

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।