/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679542239.jpg)
Today Panchang
ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ଦିବା ୦୨.୦୯ ଗତେ ମେଷତିଥି – ୨ୟା ସନ୍ଧ୍ୟା ୦୬.୨୧ ଗତେ ୩ୟା ,ଘାତ ଚନ୍ଦ୍ର – ଧନୁ ଦିବା ୦୨.୦୯ ଗତେ ମେଷ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ –୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬.୨୧ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୫୨ ରୁ ୦୭.୨୮
- ଦିବା ୧୦.୪୧ ରୁ ୦୧.୦୫
- ଦିବା ୦୧.୫୪ ରୁ ୦୫.୦୬
- ରାତ୍ରି ୦୨.୪୦ ରୁ ୦୩.୨୮
ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ଐଶାନ୍ୟ ମୁହାଁ କି...ଜାଣନ୍ତୁ କ’ଣ କରିବେ ପ୍ରତିକାର
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୨୩ ରୁ ୦୨.୫୪
- କାଳବେଳା – ଦିବା ୦୨.୫୪ ରୁ ୦୪.୨୪
- ବାରବେଳା – ଦିବା ୦୪.୨୪ ରୁ ୦୫.୫୪
- କାଳରାତ୍ରି – ରାତ୍ରି ୧୧.୫୩ ରୁ ୦୧.୨୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)