Advertisment

ପୁଅ ପଚାରୁନାହାନ୍ତି...ବୁଢା ବାପାର ଦୁଃଖ ଶୁଣୁନାହାନ୍ତି କଲେକ୍ଟର !!

ଭୋ ଭୋ ହୋଇ କାନ୍ଦୁଛି ୯୨ ବର୍ଷର ବୁଢା । ପଚାରୁନାହାନ୍ତି ପୁଅ...ମନ୍ଦିର ମନ୍ଦିର ବୁଲି ଭିକ ମାଗୁଛି...ଯିଏ ଯାହା ଦେଲା ଗଣ୍ଡାଏ ଖାଉଛି । ପ୍ରଶାସନଠୁ ହାଇକୋର୍ଟ..ସମସ୍ତଙ୍କୁ ଗୁହାରି କଲେଣି କିନ୍ତୁ ସମସ୍ୟାର ସମାଧାନ ହୋଇନି । ଅଭିଯୋଗ କାଗଡକୁ ଏକାଠି କଲେ ବସ୍ତେ ହେବ

author-image
Pallipuspa Samal