• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ପ୍ରତିପାଦ ରାତ୍ରି ୦୮.୨୧ ଗତେ ୨ୟା । ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- କର୍କଟ,ପୁଷ୍କର ଦୋଷ – ରାତ୍ରି ୦୮.୨୧ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

ଶୁଭ ସମୟ:

  • ପ୍ରାତଃ ୦୫.୫୩ ରୁ ୦୭.୨୯
  • ଦିବା ୧୦.୨୩ ରୁ ୧୧.୨୯
  • ଦିବା ୦୧.୫୪ ରୁ ୦୫.୦୬
  • ସନ୍ଧ୍ୟା ୦୬.୪୨ ରୁ ୧୦.୪୧
  • ରାତ୍ରି ୦୧.୫୩ ରୁ ୦୨.୫୨
  • ରାତ୍ରି ୦୪.୨୨ ରୁ ୦୫.୫୨

ଅଧିକ ପଢ଼ନ୍ତୁ: ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୧.୫୩ ରୁ ୦୧.୨୩
  • କାଳବେଳା – ଦିବା ୦୮.୫୩ ରୁ ୧୦.୨୩
  • ବାରବେଳା – ଦିବା ୧୧.୫୩ ରୁ ୦୧.୨୩
  • କାଳରାତ୍ରି – ରାତ୍ରି ୦୨.୫୨ ରୁ ୦୪.୨୨

OTV is now on Whatsapp

Join and get latest news update delivered to you via whatsapp

Join Now