ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୦୦ ଙ୍କା ରହିଛି ।
ରାଇସିନା ହିଲ୍। ରାଷ୍ଟ୍ରପତିଙ୍କ ବାସଭବନ...ଦେଖିବାକୁ ଯେମିତି, ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବି ସେମିତି..୩୪୦ କୋଠରୀକୁ ନେଇ ନିର୍ମାଣ ହୋଇଛି ଭବ୍ୟ ସୌଧ
ଆଜି ଟେଡି ଡେ, ଖାସ୍ କରି ପ୍ରେମିକମାନଙ୍କ ପାଇଁ ଆଜିର ଦିନ ବେଶ୍ ସ୍ୱତନ୍ତ୍ର । ନିଜ ପ୍ରେମିକାକୁ କଣ୍ଢେଇ ଭାବୁଥିବା ପ୍ରେମିକମାନେ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନର କଣ୍ଢେଇ ଦେଇ ମନ ଜିଣିଥାନ୍ତି…
ଜୀବନ କେତେବେଳେ କାହାଁ ପାଇଁ କେମିତି । ଦିନେ ଯିଏ ଧନୀ ତା ପର ଦିନ ହୁଏତ ସେ ଦାଣ୍ଡର ଭିକାରୀ । ଠିକ୍ ଏମିତି କିଛି ଘଟିଛି ଦିଲ୍ଲୀର ଜଣେ ମହିଳାଙ୍କ କ୍ଷେତ୍ରରେ । ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ...
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କଥାରେ ଅଛି, ମାରେ ହରି ତ ରଖେ କିଏ? ଜୀବନ ଦେଇଛନ୍ତି ଭଗବାନ। ଯେତେବେଳେ ସେ ଜଣକୁ ବଂଚାଇ ରଖିବାକୁ ଚାହିଁବେ, ତାହେଲେ କେହି ତାକୁ ମାରିପାରିବେ ନାହିଁ। ତୁର୍କୀ ଭୂମିକମ୍ପର ଧ୍ୱଂସସ୍ତୁପ ତଳୁ ଏବେ ଜୀବୀତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଶହ ଶହ ଶିଶୁ। ସେ ଦୃଶ୍ୟ...
ଆମକୁ ଖାଇବାକୁ ଦେବେ ବୋଲି କହିଲେ, ଆମେ ଆଇଲୁ। ଏବେ ଖାଇବାକୁ ଦେଉନାହାନ୍ତି...ଷଣ୍ଢକୁ ଡାଲି ଡିସ୍ ଦେଉଛନ୍ତି। ଟଙ୍କା କଥା ତ କହିନଥିଲେ? ନାରଣ ଏଇଠି କଣ ହେଉଥିଲା କିରେ?
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୨୦୦ ଙ୍କା ରହିଛି ।
ଜନ୍ମରୁ ଜଗାକୁ ଦେଖିନାହାନ୍ତି...ହେଲେ ଏମିତି ଭଜନ ଗାଉଛନ୍ତି ନଶୁଣିଲେ ବିଶ୍ୱାସ ହେବନି। କହୁଛନ୍ତି, ଆଖି ନଥିଲେ କଣ ହେବ? କଣ୍ଠ ଅଛି..ଲଢେଇ କିରିବି, ନିଶ୍ଚୟ ଜିତିବି
ମାଆର ମମତା ସମସ୍ତଙ୍କ ପାଇଁ ସମାନ। ମଝି ରାସ୍ତାରେ ବାଛୁରୀର ଚିକିତ୍ସା କରୁଥିଲେ ଗୋ-ସେବକ ଓ ଡାକ୍ତର। ଚିକିତ୍ସକଙ୍କୁ ଚାଟି ଚାଲିଥିଲା ଗାଈ...
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାହାଯ୍ୟ ବୁଝିଲାନି ସାପ। କୂଅ ଭିତରୁ ଉଦ୍ଧାର ପାଇଁ ଯାଇଥିଲେ ଯୁବକ...ପାଣିରୁ ଉଦ୍ଧାର ବେଳେ ବାରମ୍ବାର ଚୋଟ ମାରିବାକୁ ଉଦ୍ୟମ କରୁଥିଲା ଅହିରାଜ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୦୦୦ ଟଙ୍କା ରହିଛି ।
ଯାନି ଯୌତୁକ ନଥିଲା...କେବଳ ମନ ଚାହୁଁଥିବା ସାଥୀ ଟିଏ ଥିଲା। ବିନା ଟଙ୍କାରେ ଏକା ସାଙ୍ଗରେ ବିବାହ କଲେ ୨୫ ବର-କନିଆଁ। ବାଜା, ବାଣ, ରୋଷଣୀରେ କମ୍ପିଲା ରାଜଧାନୀ
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୨ୟା ରାତ୍ରି ୦୪.୨୮ ଗତେ ୩ୟା,ଘାତ ଚନ୍ଦ୍ର – କର୍କଟ ଓ ମକର ଅହୋରାତ୍ର,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ କୃଷି ଓ...
ବିଧାନସଭାରେ ଗାଳି, ମଂଚରେ କୋଳାକୋଳି...ଆଲୋ ଇଏ କଣ? ନାନାକେ...କି ରଡି ଲୋ ବୋପା? ତାରା ଯଦି ପ୍ରଶଂସା କରିବେ ତାହାଲେ ସୂର୍ଯ୍ୟ ଆଉ ରବି କଣ କରିବେ? ମଲା ତୁ ଦେଖୁନୁ...ଖଟ ମୁଣ୍ଡାଇବା ଲୋକ, ମୁଣ୍ଡ କିଆଁ ଖଟାଉଛୁ?
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୮୦୦ ଟଙ୍କା ରହିଛି ।
ହାତରେ ଦରଖାସ୍ତ ଧରି ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିଲେ ଦିବ୍ୟାଙ୍ଗ ବାମନ ଯୁବତୀ.. ସମସ୍ତେ ଅବାକ ହୋଇଗଲେ..
ଇଏ କୁକୁର ନୁହେଁ ମୋ ପୁଅ। ନିଇତି ସକାଳେ ଇଡଲି ଆଉ ଖରାବେଳେ ଚିକେନ୍ ଭାତ। ସବୁଦିନ ଗାଧୋଉଛନ୍ତି, ବିପଦରୁ ମତେ ରକ୍ଷା କରୁଛନ୍ତି। ଦେଶୀ କୁକୁର ସହ ଏମିତି ଭାବଦିଆନିଆ ଦେଖି ଆପଣ ବି ହୋଇଯିବେ ଭାବୁକ...ଦେଖନ୍ତୁ କୁକୁର-ମଣିଷ ମଧ୍ୟରେ ଥିବା ସ୍ନେହ
ବୁଝିଲୁ ନାରଣ.. ସେଇ ପୋଷ୍ଟରରେ ଆଖି ପୂରେଇ ଥା’.. ଆଲୋ ପୋଷ୍ଟରରୁ ବାହାରିକି ଟିକିଏ ଦେଖେ..