ଦିନେ ଅଭାବ ଅନଟନ ପାଇଁ ବିବାହ କରିପାରୁ ନଥିଲେ । ହେଲେ ଆଜି ସାମୁହିକ ଭାବେ ବିବାହ କରୁଛନ୍ତି ଏଇ ଯୁବକ ଯୁବତୀ ମାନେ…
କୋରାପୁଟର ସ୍ୱାଦିଷ୍ଟ ପଣସକୁ ମିଳୁନି ବଜାର । ଓଡିଶାରେ ହତାଦର ପଡିଶାରେ ଆଦର । ଜଙ୍ଗଲୀ ପଣସ କିଣିବା ପାଇଁ ଦଲାଲ ସକ୍ରିୟ । ପ୍ରଚୁର ଉତ୍ପାଦନ ସତ୍ୱେ ମିଳୁନି ଉପଯୁକ୍ତ ମୂଲ୍ୟ…
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୦୭୦ ଟଙ୍କା ହୋଇଛି।
ପରିଣତ ବୟସରେ ଥକି ନାହାନ୍ତି । ୮୦ ବର୍ଷରେ ବି ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି...ଯେତିକି ରୋଜଗାର ହେଉଛି ସେତିକିରେ ସ୍ୱାମୀଙ୍କ ଋଣ ଟଙ୍କା ସୁଝିବା ସହିତ ପରିବାର ପୋଷୁଛନ୍ତି ଇନ୍ଦୁମତି
ଏମିତି ସରପଂଚଙ୍କୁ ଶହେ ସଲାମ୍ । ପାଣି ସମସ୍ୟା ହେବାର ଖବର ପାଇବା ମାତ୍ରେ ଗାଁ ଲୋକଙ୍କ ପାଇଁ ଖୋଳି ଦେଲେ ୯ ଚୁଆ । ଖୁସି ହେଲେ ଗାଁ ଲୋକେ । କହିଲେ, ମଣିଷ ବଂଚିଗଲା
ରସବତୀ ବିଲାସ...ରସବତୀ ବିଲାସ...ଧନ କ’ଣ ପିଇଛୁ କିରେ? ମଲା...ଏଇଠି ତ ରାସ୍ତା ଉପରେ ମାଗଣାରେ ସର୍କସ ଦେଖୁଛନ୍ତି ଲୋକେ
ମୁହଁରେ ଓ ଦେହରେ ପ୍ରବଳ ଲୋମ ଥିବାରୁ ଦିନେ ଚର୍ଚ୍ଚାରେ ଥିଲେ । କଟକ ବଡ ମେଡିକାଲରେ ଚିକିତ୍ସା ବି କରାଗଲା । ବାପା-ମାଆ ଚାଲିଯିବା ପରେ ଏବେ ଗାଈ ଚରେଇ ପେଟକୁ ଦାନା ଯୋଗାଡ କରୁଛନ୍ତି ରେବତୀ
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅଟୋ ପଛରେ ଡ୍ରାଇଭର ଲେଖିଲେ...ମୋ ସ୍ତ୍ରୀ ବହୁତ ରାଗି । ମତେ କ୍ଷମା କରନ୍ତୁ ଆପଣ । ଉତ୍ତରରେ ଯୁବତୀ କହିଲେ....
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୫୩୦ ଟଙ୍କା ହୋଇଛି।
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କେବଳ ସ୍ମାର୍ଟ ଫୋନ୍ ପାଇଁ...ସ୍ୱାମୀକୁ ଛାଡିଲା ସ୍ତ୍ରୀ । କହିଲା, ତୁମଠୁ ଅଧିକ ମୋର ଫୋନ୍ ଦରକାର
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଏ ସ୍କୁଲ ଗୋପବନ୍ଧୁ ତିଆରି କରିଥିଲେ । ଭୂତକୋଠି ପାଲଟି ଗଲାଣି ସ୍କୁଲ । ପାଠ ପଢେଇବାକୁ ପଢିବାକୁ ଡରୁଛନ୍ତି ପିଲା ଆଉ ଶିକ୍ଷକ । ଛାତରୁ ଖସୁଛି ବଡ ବଡ ପ୍ଳାଷ୍ଟର୍ ।
କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?
କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଏଠି ଆଖିରେ କପଡ଼ା ବାନ୍ଧି ଦେଇଛି ପ୍ରଶାସନ । ସରକାରୀ ଅଧିକାରୀଙ୍କ ନାକ ନିଶ ତଳେ ଲୁଟ୍ ହେଉଛି ଟନ୍ ଟନ୍ ବାଲି । ଦିନ ଦ୍ୱିପ୍ରହରରେ ଏ ପ୍ରହସନ କୁଆଡ଼େ ନ ଦେଖିବା ପାଇଁ ବାବୁମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହୁଥିବା ଅଭିଯୋଗ କରିଛନ୍ତି ସଚେତନ ନାଗରିକ…..
ପୁରୁଣା ଗାଡ଼ିକୁ ସ୍କ୍ରାପରେ ବିକ୍ରି ପାଇଁ ସରକାର ଆଣିଛନ୍ତି ନୂଆ ପଲିସି । ହେଲେ ଖତ ଖାଉଥିବା ଜବତ ଗାଡ଼ି ଗୁଡ଼ିକର କଣ ହେବ ଭାଗ୍ୟ?
2024 ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରାର ଆନନ୍ଦ ନେବେ । କାର୍ ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର୍ ହେବେନି…