Advertisment

Today Panchang 17th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 17th April 2023

Panchang

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୮.୫୨ ଗତେ ମୀନ ,ତିଥି – ୧୨ଶୀ ଦିବା ୦୩.୪୬ ଗତେ ୧୩ଶୀ,ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୮.୫୨ ଗତେ ଧନୁ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୩.୪୬ ଗତେ ଗତେ ୧ ପାଦ

Advertisment

ଶୁଭ ସମୟ:

  • ଦିବା ୦୫.୩୧ ରୁ ୦୭.୦୫
  • ଦିବା ୧୦.୩୧ ରୁ ୦୧.୦୧
  • ସନ୍ଧ୍ୟା ୦୬.୪୭ ରୁ ୦୯.୦୫
  • ରାତ୍ରି ୧୧.୪୬ ରୁ ୦୨.୨୬

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଅଶୁଭ ସମୟ:

  • ଋାହୁକାଳ – ପ୍ରାତଃ ୦୭.୦୫ ରୁ ୦୮.୩୮
  • କାଳବେଳା – ପ୍ରାତଃ ୦୭.୦୫ ରୁ ୦୮.୩୮
  • ବାରବେଳା – ଦିବା ୦୨.୫୪ ରୁ ୦୪.୨୭
  • କାଳରାତ୍ରି – ରାତ୍ରି ୧୦.୧୯ ରୁ ୧୧.୪୬
Advertisment
Panchang
Advertisment
Advertisment