Advertisment

Today Panchang 14th April 2023: ଆଜିର ପଞ୍ଚାଙ୍ଗ, ପଣା ସଂକ୍ରାନ୍ତିରେ ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 14th April 2023

Panchang

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୯ମୀ ରାତ୍ରି ୧୧.୧୩ ଗତେ ୧୦ମୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି - ତିଳକାଞନ ଦାନ ଦିବା ୦୯.୧୪ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୩୩ ରୁ ୦୬.୨୩
  • ପ୍ରାତଃ ୦୭.୧୩ ରୁ ୦୮.୪୦
  • ଦିବା ୧୨.୧୨ ରୁ ୦୨.୪୧
  • ଦିବା ୦୪.୨୧ ରୁ ୦୬.୦୦
  • ରାତ୍ରି ୦୭.୩୨ ରୁ ୦୮.୫୩
  • ରାତ୍ରି ୦୧.୪୨ ରୁ ୦୪.୦୦

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୦.୧୩ ରୁ ୧୧.୪୭
  • କାଳବେଳା – ଦିବା ୧୦.୧୩ ରୁ ୧୧.୪୭
  • ବାରବେଳା – ଦିବା ୦୮.୪୦ ରୁ ୧୦.୧୩
  • କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୦
Advertisment
Panchang
Advertisment
Advertisment