• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୧୩ଶୀ ରାତ୍ରି ୧୧.୦୭ ଗତେ ୧୪ଶୀ ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ

ଶୁଭ ସମୟ:

ଦିବା ୧୦.୧୪ ରୁ ୧୨.୧୬

ଦିବା ୦୩.୦୮ ରୁ ୦୩.୪୭

ରାତ୍ରି ୦୭.୪୭ ରୁ ୦୭.୫୨

ରାତ୍ରି ୧୨.୨୮ ରୁ ୦୧.୩୮

ରାତ୍ରି ୦୩.୦୫ ରୁ ୦୩.୫୪

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୩୨ ରୁ ୧୦.୧୧

କାଳବେଳା – ପ୍ରାତଃ ୦୫.୧୫ ରୁ ୦୬.୫୩ ଓ ଦିବା ୦୪.୪୭ ରୁ ୦୬.୨୫

ବାରବେଳା – ଦିବା ୦୧.୨୯ ରୁ ୦୩.୦୮

କାଳରାତ୍ରି – ସନ୍ଧ୍ୟା ୦୬.୨୫ ରୁ ୦୭.୪୭ ଓ ରାତ୍ରି ୦୩.୫୪ ରୁ ୦୫.୧୫