ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାଇକେଲ୍ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ
୨୪ ବିଧାୟକ ହେବା ପାଇଁ ନୁହେଁ ବରଂ ଲୋକଙ୍କ ଭଲ ପାଇବା ପାଇଁ...ମୋ ବୋଉଲୋ...ନେତାଙ୍କ ମୁହଁରେ କାନ୍ଦ ଦେଖିଲେ ଏବେ ଲାଭ କଣ? ମନ୍ତ୍ରୀ ପରେ...
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।
ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ...
ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନୋଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?
ନିଆରା ସରପଂଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍ ସହ ଦୁଇହଳ ପୋଷାକ
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଶୁଖିଲା ପଡ଼ିଛି ଚନ୍ଦନ ପୋଖରୀ, ୧୨ ବର୍ଷ ହେଲା ବନ୍ଦ କୋରାପୁଟ ନନ୍ଦପୁର ଜଗନ୍ନାଥ ମନ୍ଦିରର ଚନ୍ଦନ ଯାତ୍ରା
ମେଧାବୀ ଛାତ୍ରଙ୍କ ପାଠପଢାରେ ଅର୍ଥ ସାଜିଛି ବାଧକ, ୟୁଟୁବ୍ ଦେଖି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଢୁଛନ୍ତି ପାଠ
ଜୁଆଖେଳକୁ ବିରୋଧ କରିବାକୁ ବାସନ୍ଦାଦେଶ ଭୋଗିଲେ ୨୫ ପରିବାର, ନ୍ୟାୟ ପାଇଁ ତହସିଲଦାରଙ୍କୁ ଗୁହାରୀ
ଆଜି ବିଶ୍ବ ତମାଖୁ ବର୍ଜନ ଦିବସ, ଅର୍ଥ ଅପଚୟ ଓ ଘାତକ ରୋଗର କାରଣ ତମାଖୁ । ଯେଉଁମାନେ ତମାଖୁ ସେବନ ପରେ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି...ସେମାନଙ୍କ ଜୀବନର ମୋଡ଼ ବଦଳି ଯାଇଛି।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
‘ସକାଳୁ ସକାଳୁ ଖରା ତାତି.. ବିଲକୁ ଯାଇ ଚାଷ କରିବା ଅସହ୍ୟ ହୋଇଯାଉଛି.. ବାହାରେ ନିଆଁ ବର୍ଷା.. ଘରେ ପାଓ୍ୱାର୍ କଟ୍’
ବିନା କୌଣସି ତାଲିମରେ ଆଖି ଲାଖିଗଲା ଭଳି କାରୁକାର୍ଯ୍ୟ.. ଯାହା ଶାଢିର ଚାହିଦା ବଢାଇଦେଲା..
ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ରିଜ୍.. ହେଲେ ଲୋକାର୍ପଣ ହୋଇପାରୁନି କି ଲୋକଙ୍କ କାମରେ ଲାଗୁନି.. ଆଉ ବନ୍ୟା ଆସିଲେ କଥା ସରିଗଲା.. ବିଚ୍ଛିନ୍ନ ହୋଇଯିବେ ୫ ୫ଟି ପଞ୍ଚାୟତର ଲୋକେ