ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ହୋଇଛି।
ଧାନ ଚାଷ କରୁଥିଲେ ହେଲେ ସେମିତି କିଛି ଆୟ ନଥିଲା । ଶେଷରେ ବିଦେଶୀ ଆମ୍ବ ଓ ରକମ ରକମର ଫଳ ଚାଷ କରି ବେଶ୍ ସଫଳ ହୋଇଛନ୍ତି ପଦ୍ମପୁର ପାଇକମାଳ ନିଲାଥର ଗାଁର ଫଳ ଚାଷୀ ଚନ୍ଦ୍ରବାବୁ ସତ୍ୟନାରାୟଣ....
ଜୀବନ ଡଙ୍ଗାକୁ ପାର କରିବାକୁ ସ୍ତ୍ରୀର ମହତ୍ୱ କେତେ ଯେ ରହିଛି.. ଆଜି ମହାଦେବ ଆହୁରି ଭଲରେ ବୁଝିପାରୁଛନ୍ତି.. ଯେତେବେଳେ ତିନି ତିନିଟି ଛୁଆର ମାଆ ସାଜି ତାଙ୍କୁ ପାଳନ କରିବାକୁ ପଡ଼ୁଛି, ଆଉ ବାପା ସାଜି ଭୋକିଲା ପେଟକୁ ଦାନା ଯୋଗାଡ଼ିବାକୁ ପଡ଼ୁଛି..
କଥା ଦେଇ କଥା ରଖିଲେ ସରପଞ୍ଚ ବାବୁ.. ୩ ଗାଁର ଘରେ ଘରେ ପହଞ୍ଚିଲା ଚାଉଳ.. ବୁଢା ବୁଢୀ, ଅକ୍ଷମଙ୍କ ପାଇଁ ନିଜେ ଚାଉଳ ବୋହି ଘରେ ଦେଇଆସୁଛନ୍ତି.. ଲୋକେ କହୁଛନ୍ତି ସରପଞ୍ଚ ହେବ ତ ଏମିତି..
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସେଇଟା କଣ ଟ୍ରଙ୍କ୍? ଆଲୋ ଆଲୋ... ମଉସା ଟଣା ପାଟି, ଇଏ ନାଲିପାଣି ପାଟି । ମୋ ବୋଉଲୋ... ପଳେଇ ଚାଲ୍ରେ ନାରଣ । ନିଶା ହୋଇଯିବରେ
ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...
ପୁଣି ଖୋଲିବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ୍ । ମାତ୍ର ୫ ଟଙ୍କାରେ ମିଳିବ ଜଳଖିଆ... ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ସହ ରାତ୍ରୀ ଭୋଜନ୍ । ଜାଣନ୍ତୁ ମେନୁ ଚାର୍ଟ
ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୦୦ ଟଙ୍କା ହୋଇଛି।
ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?
ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ନିର୍ବାଚନ ସରି ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..
ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ?
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..
ଭାରତୀୟ ଗଣତନ୍ତ୍ର ପାଇଁ ଐତିହାସିକ ଦିନ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ଅତ୍ୟାଧୁନିକ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...
ଆଜି ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୦୦ ଟଙ୍କା ହୋଇଛି।
ନୂଆ ସଂସଦ ଭବନ ନିର୍ମାଣ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ଆରଜେଡି । ନୂଆ ପାର୍ଲାମେଣ୍ଟର ଫଟୋ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍ କରିଛିା