ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ରବିବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ କବାବ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଅଚାନକ ବଢ଼ିଲା ଅଦା ଦର । ୧୫ ଦିନ ପୂର୍ବରୁ କେଜି ଥିଲା ୭୦ରୁ ୮୦ ଭିତରେ କିନ୍ତୁ ଏବେ ଦର ଛୁଇଁଲାଣି ୨୦୦ ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନୂଆ ସଂସଦ ଭବନରେ ସ୍ଥାପନ ହେଲା ରାଜଦଣ୍ଡ ବା ସେଙ୍ଗୋଲ । ସଂସଦ ଭବନ ନିର୍ମାଣରେ ଶ୍ରମଦାନ କରିଥିବା ଓଡ଼ିଆ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୦୦ ଟଙ୍କା ହୋଇଛି।
ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍ କରୁଛନ୍ତି ଗାଁ ଲୋକେ
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ
ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା
ପାରାଦୀପରେ ନାହିଁ ଟ୍ରକ୍ ଟର୍ମିନାଲ୍ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍ ଆରୋହୀଙ୍କ ଜୀବନ
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି
ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ ବୋଟି ମସାଲା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୧୦ ଟଙ୍କା ହୋଇଛି।
ନବ ଦାସ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଆସନ୍ତା ୨୯ରେ ହତ୍ୟାକୁ ପୁରିବ ୪ ମାସ ।
ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ, ଲାଇଫଗାର୍ଡ ନିଯୁକ୍ତି ହେଉନାହାନ୍ତି, ଫଳରେ ବେଳାଭୂମିରେ ବାରମ୍ବାର ଘଟୁଛି ଦୁର୍ଘଟଣା ।
ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ମୁକାବିଲା । କ୍ୱାଲିଫାୟର ୨ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ହେବ କଡ଼ା ଟକ୍କର ।
ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ । ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ଖରାଦିନେ ସାଧାରଣତଃ ଶରୀରରେ ଜଳିୟ ଅଂଶ କମ୍ ରହିଥାଏ । ଏଥିପାଇଁ ଆମ ଶରୀର ପାଇଁ ସପୁରୀ ଜୁସ୍ ନିତ୍ୟାନ୍ତ ଆବଶ୍ୟକ ।