• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ସୋମବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିôଥ- ପ୍ରତିପଦ ଦିବା ୧୦.୪୫ ଗତେ ୨ୟା,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ଦିବା ୧୦.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

ଶୁଭ ସମୟ

ପ୍ରାତଃ-୦୬.୦୧ ରୁ ୦୭.୩୦

ଦିବା-୧୦.୪୫ ରୁ ୦୧.୦୭

ଦିବା- ୦୪.୨୨ ରୁ ୦୫.୦୪

ସନ୍ଧ୍ୟା-୦୬.୪୦ ରୁ ୦୯.୦୬

ରାତ୍ରି- ୧୧.୫୬ ରୁ ୦୨.୪୬

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଅଶୁଭ ସମୟ

ରାହୁକାଳ - ପ୍ରାତଃ ୦୭.୩୦ ରୁ ୦୮.୫୯

କାଳବେଳା- ପ୍ରାତଃ ୦୭.୩୦ ରୁ ୦୮.୫୯

ବାରବେଳା- ଦିବା ୦୨.୫୪ ରୁ ୦୪.୨୨

କାଳରାତ୍ରି- ରାତ୍ରି ୧୦.୨୫ ରୁ ୧୧.୫୬