ବେଲଗାମ୍ ତୈଳ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର।
ଆଜି ୨୦୨୨ ମସିହା ଅପ୍ରେଲ ତା ୩ ରିଖ ରବିବାର ମୀନ ୨୦ ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି,ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍ଡାଉନ ଘୋଷଣା । ଗତକାଲି ସକାଳ ୬ଟାରୁ ଲକ୍ଡାଉନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ ୬ଟା ଯାଏଁ ଏହା ବଳବତ୍ତର ରହିବ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
KHOLA KATHA EP 746 MARCH 31 2022| ଦାମ ବାବୁ ମୋ ଗୁରୁ OdishaTV is Odisha\'s no 1 News Channel. OTV being the first private satellite
ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ ବ୍ଲକ୍ ଉପାଧ୍ୟକ୍ଷ...କେବଳ ଏତିକି ନୁହେଁ ବରଂ ଅଚଳ ଥିବା ପାଣିଟାଙ୍କିକୁ କଲେ ସଚଳ...ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ...
ଟ୍ରେନ ଲାଇନ୍ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର। ସଂସଦରେ ସେ କେବଳ ୪ଟି ଟଏଲେଟ ନିର୍ମାଣ କଥାକହିଥିବା ବେଳେ ସମୟ ଅଭାବରୁ ଅନ୍ୟ ନିର୍ମାଣ କଥା କହିପାରନଥିଲେ ବୋଲି ଆଜି...
ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଗତକାଲି କୋଲକାତା ନାଇଟ୍ ରାଇଡର୍ସ ୬ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । କୋଲକାତା ପକ୍ଷରୁ ରସଲ ୭୦ ରନ୍, ସାମ୍ ବିଲିଙ୍ଗ୍ସ ୨୪ ରନ୍, ଶ୍ରେୟସ ଅୟର ୨୬ ରନ୍ କରିଥିଲେ । ପୁଣିଥରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମକିଛନ୍ତି ଉମେଶ ଯାଦବ।
ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି ।
Khola Katha Ep 746 | Exclusive Interview With Congress Leader Bapi Sarkhel OdishaTV is Odisha\'s no 1 News Channel. OTV being the first private satellite
News Fuse Ep 1963 | BJD\'s Urban Polls Victory Celebrations & More OdishaTV is Odisha\'s no 1 News Channel. OTV being the first private satellite TV channel
ଦର୍ଶକ ବନ୍ଧୁ ଏ ଭିଡ଼ିଓକୁ ଟିକିଏ ଭଲରେ ଦେଖନ୍ତୁ। ଆଉ ଚିନ୍ତା କରନ୍ତୁ କେଡେ ଚାଲାକ୍ ଏ କୁନି ପିଲା? ନଇ କୂଳକୁ ଏକ ଅରଟ ନେଇକି ଗଲା। ଆଉ ସାଙ୍ଗରେ ଥିଲା ଅଟାଗୁଳା। ବାସ୍ ନଇ କୂଳରେ ଆରମ୍ଭ କରିଦେଲା ନିଜର କାମ। ଦେଖୁନାହାନ୍ତି କଣ କରୁଛି...
ଆଜି ୨୦୨୨ ମସିହା ଅପ୍ରେଲ ତା ୨ ରିଖ ଶନିବାର ମୀନ ୧୯ ଦିନ ଚୈତ୍ର ମାସ, ଶୁକ୍ଳପକ୍ଷ ପ୍ରତିପଦା ତିଥି, ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଦିନ ଘ ୧୧ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ । ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ...
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସଂସଦରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଅପରାଜିତା କହୁଥିଲେ କେମିତି ଖନନ ଚାଲିଛି ପୁରୀରେ? କେତେ ସୁରକ୍ଷିତ ଜଗନ୍ନାଥ ମନ୍ଦିର। ବାସ୍ କାଉଣ୍ଟର ପାଇଁ ପୁରୀ ସାଂସଦ ପିନାକୀ ମିଶ୍ର ଉଠି ନିଜ ସରକାରର ଦୋଷ ଲୁଚାଉଥିଲେ। ଆଉ ଏତିକି ବେଳେ ବଡ଼ ପାଟିରେ Yes...
ରୁଷର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ୍ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନର ଦୁଇଟି ଲଢୁଆ ହେଲିକପ୍ଟର ରୁଷ ବାୟୁସୀମାରେ ପଶି ରକେଟ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଛି ।
ବୌଦ୍ଧ ପୁରୁଣାକଟକ ଥାନା ରତନପୁର ଗାଁରେ କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ ।
ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀ ମଧ୍ୟ ଗୁରୁତର ଅବସ୍ଥାରେ ଥିବାର ସୂଚନା ମିଳିଛି । ବିଲ ଭିତରୁ ଅବସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।