Chulhas Vandalised In Srimandir- Are CCTVs Installed In Srimandir Lying Defunct ? OdishaTV is Odisha\'s no 1 News Channel. OTV being the first private
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମଣିଷ ତିଆରି କାରଖାନା । ଆଶା ଓ ଆଶ୍ୱାସନା । ଅ.. ଆରୁ ABCD । ଏଠାରେ ଶିକ୍ଷାର ଭିତ୍ତିପ୍ରସ୍ତର ଗଢିଥିଲେ ଦରଦୀ ପ୍ରକାଶ ରାଓ । ହେଲେ ତାଙ୍କ ସହ ଯେମିତି ଚାଲିଯାଇଥିଲା ଅନୁଷ୍ଠାନର ଜୀବନ । ଏବେ ପ୍ରକାଶଙ୍କ ଏହି...
ଆନ୍ଧ୍ର ମାନଚିତ୍ରରେ ଓଡ଼ିଶା ଗାଁ । ଗୋଟିଏ କି ଦୁଇଟି ନୁହଁ, ପୁରା ଅଠେଇଶଟି ଗାଁ ଆନ୍ଧ୍ର ନକ୍ସାରେ । ଏସବୁ ହେଉଛି ସେହି ଗାଁ, ଯେଉଁ ଇଲାକାକୁ ନେଇ ଦୁଇ ପଡୋଶୀ ମଧ୍ୟରେ ଲାଗିରହିଛି ଟଣାଓଟରା । ଆଉ ମାମଲା ବିଚାରାଧିନ ଅଛି ସୁପ୍ରିମକୋର୍ଟରେ । ହେଲେ...
ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର ।
ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା । ସଂଖ୍ୟା ଗରିଷ୍ଠତା ନଥିବା ୧୫ ପୌର ପରିଷଦରେ ବିଜେଡି ପାଇଁ ଅଡୁଆ ହୋଇଛି ଅଙ୍କ । ଏଇ ଯେମିତି ଜଗତସିଂହପୁର ଓ ଅନୁଗୁଳ । ଜଗତସିଂହପୁରରେ ପୌରାଧ୍ୟକ୍ଷ ଭୋଟ୍ରେ କଂଗ୍ରେସଠାରୁ ଝଟ୍କା ଖାଇଥିବା ବିଜେଡି, ଏବେ ଉପାଧ୍ୟକ୍ଷ ପଦ ହାତେଇବାକୁ...
ବଡ଼ ଦେଉଳର ରୋଷଘରେ ପଶି କାଳିଆ ଠାକୁରର ଚୁଲି ଭଙ୍ଗା ଯିବା ପରେ ଏ ପ୍ରଶ୍ନ ସବୁ ଜଗନ୍ନାଥପ୍ରେମୀଙ୍କର, ପ୍ରତି ଓଡ଼ିଆଙ୍କର। ଆଜି ଜଗାର ଚୁଲି ତାଡ଼ି ଦେବା ଭଳି ଦୁଃସାହସ ହେଲା, ଆଉ କାଲି।
କାଶ୍ମୀରରେ ଥମିବାକୁ ନାଁ ଧରୁନି ଆତଙ୍କବାଦୀଙ୍କ ଆକ୍ରମଣ । ସୋମବାର ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ।
କେକେଆର୍ର ପରବର୍ତ୍ତୀ ମ୍ୟାଚ୍ ୬ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏଭଳି ପରିସ୍ଥିତିରେ କମିନ୍ସ ଏହି ମ୍ୟାଚ୍ରେ ଖେଳିବେ ବୋଲି ଆଶା କରାଯାଉଛି । ତେବେ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇ ଇଣ୍ତିଆନ୍ସ ଟିମ୍ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।
ବୟସ ୭୪ ଏବଂ ନା ପଟାବି ରମନ । ଆଉ ଏହି ବ୍ୟକ୍ତିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। କାରଣ ପଟାବି ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପାସେଞ୍ଜର ଅଟୋ ଚଲାଇ ପରିବାର ପ୍ରତିପ୍ରତୋଷ କରୁଛନ୍ତି।
ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।
ଆମେରିକାର ଜଣେ ମହିଳା ୫ଟି ପିଲାଙ୍କର ଜେଜେମା ହୋଇଥିବାବେଳେ ସେ ନିଜ ସପ୍ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବଳ ନିଜ ସନ୍ତାନକୁ ଜନ୍ମ ଦେବା ପାଇଁ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ...
ଗଲ୍ଫ୍ରେଣ୍ଡ ଫୋନ୍ ନ ଉଠାଇବାରୁ ତାର ସାନ ଭାଇକୁ ମିଳିଲା ଦଣ୍ଡ । କାନପୁରରୁ ଆସିଛି ଏହି ଅଭାବନୀୟ ଘଟଣା । ଗଲ୍ଫ୍ରେଣ୍ଡ ଫୋନ୍ ନ ଉଠାଇବାରୁ ତାର ୯ ବର୍ଷର ସାନ ଭାଇକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି ।
Taste Of Odisha- Know Special Starter Recipe Of Spinach & Egg OdishaTV is Odisha\'s no 1 News Channel. OTV being the first private satellite TV channel
News Fuse- Congress Leader Sura Routray On Utkala Dibasa, Odisha\'s Poets & More General Knowledge OdishaTV is Odisha\'s no 1 News Channel. OTV being
ରୁଷ ବିରୋଧରେ ୟୁକ୍ରେନ୍ ଆଣିଲା ସାଂଘାତିକ ଅଭିଯୋଗ । ରୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ସମୟରେ କିଭ୍ ଦଖଲ ବେଳେ ବୁଚାରେ ରୁଷ ସେନା ୪୧୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବାର ୟୁକ୍ରେନ ଅଭିଯୋଗ କରିଛି ।
ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ ।
ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ ।
ଆଜି ୨୦୨୨ ମସିହା ଅପ୍ରେଲ ୪ ତାରିଖ, ସୋମବାର, ମୀନ, ୨୧ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ଦ୍ୱିଜା ନକ୍ଷତ୍ର ମେଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ଗୁରୁତର ଆର୍ଥିକ ଦୁରବସ୍ଥା ଭିତରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି ।