ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପୁଣି ବଢ଼ିଲା ତେଲ ଦର । ଗତ ୧୪ ଦିନ ଭିତରେ ୧୨ ଥର ବଢ଼ିଲାଣି ତେଲ ଦର ଗତକାଲି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ୍ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ମଣିଷ ଏବଂ ପଶୁ ଭିତରେ ପ୍ରେମର କରୁଣ ଚିତ୍ର । ଜୀବନ ଥିବା ବେଳେ ସାଥିରେ ବୁଲୁଥିଲା କୁକୁର , ହେଲେ ମାଲିକ ମରିଗଲା ପରେ ମଧ୍ୟ ଘଣ୍ଟା ଘଣ୍ଟା ଶବ ପାଖରେ ଜଗି ବସିଲା କୁକୁର ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚା ଦୋକାନ ଖୋଲିଲେ କିନ୍ନର। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ନିଆରା ଚା ଦୋକାନ ଖୋଲିଛି। ଚାଲନ୍ତୁ ଥରେ ବୁଲି ଆସିବା ଆଉ ଦେଖିବା ସେଠି କିଏ କିଏ ସବୁ ଚା ପିଉଛନ୍ତି
୫ ବର୍ଷ ହେଲାଣି ଆବାସ ଯୋଜନା ଘର ମିଳିଥିଲା ଏମାନଙ୍କୁ। ହେଲେ ଆଜି ପର୍ଯ୍ୟନ୍ତ ଘର ପାଇଲେନି...ସମସ୍ତଙ୍କୁ ଠକି ଦେଲା ଠକ ଠିକାଦାର...ନିଜ ପକେଟ୍ ଗରମ କଲା, ଶୀତକାକରରେ ଛଟପଟ ବସ୍ତିବାସିନ୍ଦା...
ଭବିଷ୍ୟତ କିଏ ଦେଖିଛି? ମତେ ବିଜେଡ଼ି-ବିଜେପି ଉଭୟ ଡାକିପାରନ୍ତି...ଲୋକଙ୍କ ଭରସା ଅଛି, ଯାହା ଦରକାର ପଡ଼ିବ ମୁଁ କିରିବି...ଶୁଣନ୍ତୁ କଣ କହୁଛନ୍ତି ବାପି ବାବୁ?
କିମିଆ କରୁଛି ସାର୍ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍ଙ୍କ ବଂଶୀ ସ୍ୱର
ଅଧ୍ୟାପକରୁ ଅଟୋ ଡ୍ରାଇଭର। ଦିନେ ଇଂରାଜୀରେ ଅଧ୍ୟାପକ ଥିଲେ, ଏବେ ଅଟୋ ଡ୍ରାଇଭର ହେଲେ। ଚାକିରି ପରେ ପେନସନ୍ ନମିଳିବାରୁ ପରିବାର ଚଳାଇବା ପାଇଁ ବାଛି ନେଇଛନ୍ତି ଏମିତି ରାସ୍ତା...କହୁଛନ୍ତି ମୁଁ ରୋଡ୍ ରାଜା। ଯେତେବେଳେ ଇଚ୍ଛା ହେବ ଖଟିବି ଯେତେବେଳେ ଇଚ୍ଛା ହେବ ଶୋଇବି...
ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ
ପ୍ଲିଜ୍ ପ୍ଲିଜ୍ ମତେ ଜମା ପଚାରନା। ମୋ ପାଟି ଥରିବ...ଏମିତିରେ ବି ଏ ୱାର୍ଡରେ ମୋ ଘର ନୁହେଁ । ମାରିଦେଲୁରେ ନାରଣ। ଆମେ କଣ ୱାର୍ଡ ୱାରି ପଚାରୁଛୁ ? ଆମେ ପଚାରୁଛୁ ଉତ୍କଳ ଦିବସ ପାଳନ ହୁଏ କାହିଁକି ? ଆଉ ତୁମେ ଏମିତି ଛାଟିପିଟି...
କିମିଆ କରୁଛି ସାର୍ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍ଙ୍କ ବଂଶୀ ସ୍ୱର...
The Great Odisha Political Circus Episode 654 | Special Episode On COVID & Polls OdishaTV is Odisha\'s no 1 News Channel. OTV being the first private
OTV Khola Katha - Post Urban Poll Success, Bapi Sarkhel Weighs On His Future Prospects OdishaTV is Odisha\'s no 1 News Channel. OTV being the first private
News Fuse – Utkal Diwas Special – Odias Who Don’t Know About Odisha OdishaTV is Odisha\'s no 1 News Channel. OTV being the first private satellite
ଶ୍ରୀଲଙ୍କାରେ ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟିକ୍ଟକ୍ ଉପରେ ରୋକ୍ । ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।
ଶ୍ରୀମନ୍ଦିର ରୋଷଘରେ ବ୍ୟାପକ ଭଙ୍ଗାରୁଜା । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲାକୁ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି ।
ସାମ୍ନାକୁ ଆସିଲା ମହାମାରୀ କରୋନାର ଆଉ ଏକ ମ୍ୟୁଟାଣ୍ଟ । XE ନାମକ କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଟାଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନର ସବ୍ ଭାରିଏଣ୍ଟ BA.2 ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା ।
ପୁଣି ଆସୁଛି ଆଉ ଏକ ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ଉପରି ଭାବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।