• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

guleir
୨୦୨୨ ପୂର୍ବରୁ ସାଧାରଣ ଲୋକଙ୍କୁ ମିଳିବନି କରୋନା ଟିକା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ କରୋନା ଭ୍ୟାକ୍ସିନ ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଅର୍ଥାତ୍‌ ୨୦୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ କରୋନା ଭ୍ୟାକ୍ସିନ୍‌ ନମିଳିପାରେ ବୋଲି ଏମ୍ସର ନିର୍ଦ୍ଦେଶକ ତଥା କରୋନା ମ୍ୟାନେଜ୍‌ମେଣ୍ଟ ଟାକ୍ସଫୋର୍ସର ସଦସ୍ୟ ଥିବା ରଣଦୀପ ଗୁଲେରିଆ କହିଛନ୍ତି। ଭାରତୀୟ ବଜାରରେ କରୋନା ଭ୍ୟାକ୍ସିନ୍‌...

ncb
ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକଙ୍କ ଘରେ ରେଡ୍ କଲା ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ପିରୋଜ୍‌ ଏ. ନାଦିୱାଦ୍‌ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB । ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତଲାସି ଅଭିଯାନ ଚାଲିଥିବା ସୂଚନା ମିଳିଛି। ଡ୍ରଗ୍ସ କାରବାର ମାମଲାରେ ଯାଞ୍ଚ ଚାଲିଥିବା...

jammua-kshmier
ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ସହିଦ ହେଲେ ୩ ଯବାନ

ଶ୍ରୀନଗର: ରବିବାର ସୀମାରେ ଆତଙ୍କବାଦୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୩ ଯବାନ ସହିଦ ହୋଇଛନ୍ତି। ଜାମ୍ମୁ ଓ କାଶ୍ମୀର କୁପୱାରା ଜିଲ୍ଲାର କେରନ୍ ସେକ୍ଟର ଏଲ୍‌ଓସିରେ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କଦାଦୀ ସହିତ ଯବାନଙ୍କର ମୁକାବିଲା ହୋଇଥିଲା। ଏଥିରେ...

1
୯୦ ଘଣ୍ଟାର ପରିଶ୍ରମ ପରେ ଅପରେସନ ଫେଲ୍‌, ଯବାନଙ୍କ ଆଖିରେ ଲୁହ

ନିୱାଡ଼ି:  ମଧ୍ୟପ୍ରଦେଶର ନିୱାଡ଼ି ଜିଲ୍ଲାରେ ଗତ ବୁଧବାର ୨୦୦ ଫୁଟ୍‌ର ଏକ ବୋରୱେଲ୍‌ରେ ୫ ବର୍ଷର ଗୋଟିଏ ଶିଶୁ ଗଳିପଡ଼ିଥିଲା। ଶିଶୁଟିକୁ ଉଦ୍ଧାର କରାଯିବା ପାଇଁ ରେସ୍କ୍ୟୁ ଅପରେସନ କରାଯାଇଥିଲା। ହେଲେ ଏହି ଅପରେସନ ସଫଳ ହୋଇପାରିନାହିଁ। ୯୦ ଘଣ୍ଟାର ପରିଶ୍ରମ ପରେ ବି ଶିଶୁଟିକୁ ଜୀବନ୍ତ ଉଦ୍ଧାର...

3
ରାଜ୍ୟରେ ପୁଣି ଜଣେ ବ୍ୟକ୍ତିଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ଏଥର ବଲାଙ୍ଗିରର ରବୀନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ GST ଠକେଇ ଅଭିଯୋଗ ଆସିଥିବା ଜଣାପଡ଼ିଛି। ସଇଁତଳା ଥାନା ଅନ୍ତର୍ଗତ ଘଣ୍ଟାମାଲ ଗାଁର ରବୀନ୍ଦ୍ରଙ୍କ ନାଁରେ ପାଖାପାଖି ୧ ଲକ୍ଷରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା...

2
ନବରଙ୍ଗପୁରରେ ଥ୍ରୀଲରର ନାୟକ ରକ୍‌ କଚ୍ଛି

ନବରଙ୍ଗପୁର: ଡିରେକ୍ଟର ରାମଗୋପାଲ ବର୍ମାଙ୍କ ଫିଲ୍ମ “ଥ୍ରୀଲର” ରେ ନାୟକ ଭୂମିକାରେ ଅଭିନୟ କରିଥିବା ୱାଜିଦ୍ ମେମନ୍ ଓରଫ୍ ରକ୍ କଚ୍ଛି ଏବେ ନିଜ ମାମୁଁ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଛନ୍ତି। ଏଠାରେ ଜନ୍ମ ଗ୍ରହଣ କରିଥିବା ୱାଜିଦ୍ ମେମନ୍ ପିଲା ଦିନରୁ ହିଁ ଫିଲ୍ମରେ କାମ...

who
କରୋନା ଭାଇରସର୍‌ ନୂଆ ରୂପ କ୍ଲଷ୍ଟର -୫; ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲୀ: ଡେନ୍‌ମାର୍କ ଓ ଆମେରିକା ଭଳି ୬ଟି ରାଷ୍ଟ୍ରରୁ ମିଙ୍କ୍ (ନେଉଳ ଜାତୀୟ ଜୀବ) ଫାର୍ମରୁ ଏକ ନୂଆ ପ୍ରକାରର କରୋନା ଭାଇରସ୍‌ ବ୍ୟାପୁଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗୁଣସୂତ୍ରରେ ପରିବର୍ତ୍ତନ ହେଇ ଏହି ନୂଆ ପ୍ରକାରର...

2
୧୪ ପୁଅ ପରେ ସବୁଠାରୁ ବଡ଼ ଉପହାର ପାଇଲେ ଦମ୍ପତି

ଝିଅ ଜନ୍ମ ହେଲେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ କି ଖୁବ୍‌ ଖୁସି ହୋଇଥାନ୍ତି। କିନ୍ତୁ ଆଉ କିଛି ଲୋକ ଝିଅ ହେଲେ ତାକୁ ଜୀବନର ବଡ଼ ଦୁଃଖ ଭାବି ନିଅନ୍ତି। ସେମାନେ ପୁଅ ମାନଙ୍କୁ ଯେତିକି ଗୁରୁତ୍ୱ ଦିଅନ୍ତି ତା ତୁଳନାରେ ଝିଅଙ୍କୁ ଦିଅନ୍ତି ନାହିଁ।...

bdo
ଜିଲ୍ଲାପାଳଙ୍କ ନାଁ ନେଇ ସରପଞ୍ଚଙ୍କୁ ଚାନ୍ଦା ମାଗୁଛନ୍ତି ବିଡିଓ !

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ନା ନେଇ ସରପଞ୍ଚମାନଙ୍କୁ ଲକ୍ଷ୍ମୀପୁର ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ସମେତ କୋରାପୁଟ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏକ ଭାଇରାଲ ଅଡିଓରେ ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ବିଡିଓ ଦିଲ୍ଲୀପ ପଟ୍ଟନାୟକ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ...

tensa-road
ରାସ୍ତା ନୁହେଁ ସେ ମରଣ ଯନ୍ତା: ଧୂଳିଧୂଆଁରେ ଆକ୍ତାମାକ୍ତ ଲୋକେ

ସୁନ୍ଦରଗଡ଼: ବିପର୍ଯ୍ୟସ୍ତ ରାସ୍ତାର ଅବସ୍ଥା। ଜୀବନକୁ ପାଣି ଛଡ଼େଇ ଯାତାୟାତ କରୁଛନ୍ତି ଲୋକେ। ରାତି କଣ ଦିନରେ ବି ଗାଡ଼ି ଚଲେଇ ଯିବା କଷ୍ଟକର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବରସୁଆଁରୁ ଟେନ୍ସାର ୧୨ କିମି ରାସ୍ତାର ଏପରି ଅବସ୍ଥାକୁ ନେଇ ଲୋକେ ଅତିଷ୍ଠ ପଡ଼ିଲେଣି। ସେହିପରି ଜିଲ୍ଲାର ଗୁରୁଣ୍ଡିଆରୁ...

for-tmr-cycl
ପ୍ରୀତମଙ୍କ ବ୍ୟାଟେରୀ ସାଇକେଲ, ନାହିଁ ପେଟ୍ରୋଲ୍ କି ପେଡାଲ୍ ଟେନସନ୍

ନୟାଗଡ଼ ଜିଲ୍ଲା ମହୀତମା ଗାଁର ଯୁକ୍ତ ଦୁଇ ଛାତ୍ର ପ୍ରୀତମ୍ କୁମାର ପାତ୍ର ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ। ଏହି ସାଇକେଲ ଚଳାଇବାକୁ ନା ପେଡାଲ ମାରିବାକୁ ପଡ଼ିବ ନା ଭରିବାକୁ ପଡ଼ିବ ପେଟ୍ରୋଲ। ଘରେ ମାତ୍ର ଘଣ୍ଟାଏ କି ଦୁଇଘଣ୍ଟା ଚାର୍ଜ କଲେ ତିନିରୁ ଛଅ...

corona
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୧୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୮...

6
୧୯୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଆବୁ ଧାବି: ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆବୁ ଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ...

1
ଅନାବିଳ ବନ୍ଧୁତ୍ୱର ନିଆରା ଉଦାହରଣ ମୋରିସ୍‌-ଚାମ୍ପି

ଇଣ୍ଟରନେଟ୍‌ରେ ଆପଣ ଅନାବିଳ ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିବାକୁ ପାଉଥିବେ।  ହେଲେ ଏମାନଙ୍କ ବନ୍ଧୁତା କିନ୍ତୁ ନିଆରା।  ଏମାନେ ଗୋଟିଏ ରକ୍ତର ନୁହଁନ୍ତି କିମ୍ବା ଗୋଟିଏ ପ୍ରଜାତିର ନୁହଁନ୍ତି । ହେଲେ ମନ ଯେମିତି ଗୋଟିଏ। ପରସ୍ପରର ସୁଖଦୁଃଖକୁ ସେମାନେ ବୁଝିପାରନ୍ତି। ଆବଶ୍ୟକତାକୁ ଅନୁଭବ କରିପାରନ୍ତି। ହଁ, ଆମେ...

ଆସୁଛି ଆଲୋକର ପର୍ବ ଦୀପାବଳି ; ଲକ୍ଷ୍ମୀଙ୍କ ସହ ଆଉ କାହାକୁ ପୂଜା କରିବେ, ଜାଣନ୍ତୁ

ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ପ୍ରତିବର୍ଷ ଅକ୍ଟୋବର ବା ନଭେମ୍ୱର ମାସରେ ପଡ଼ିଥାଏ ଏହି ପର୍ବ। ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ...