• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

farmer
କୃଷକ ଆନ୍ଦୋଳନ: ବୈଠକରେ ଚାଷୀ କହିଲେ, ବହୁତ ହୋଇଗଲା ଆଲୋଚନା ଏବେ ଲେଖିକି ଦିଅ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରୁଥିବା ବିକ୍ଷୋଭକାରୀ ଚାଷୀଙ୍କ ସହିତ କେନ୍ଦ୍ର ସରକାରଙ୍କର ୫ ପର୍ଯ୍ୟାୟ ବୌଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟମନ୍ତ୍ରୀ ପୁୟୂଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଚାଷୀ ସାମିଲ୍ ହୋଇଛନ୍ତି।...

mukiul-roy
ଟିଏମ୍‌ସି ବିଧାୟକ ସତ୍ୟଜିତଙ୍କ ହତ୍ୟାକାଣ୍ଡ ଘଟଣା; ସିଆଇଡି ଚାର୍ଜଶିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ

କୋଲକାତା: ଟିଏମ୍‌ସି ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ଚାର୍ଜସିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ ରହିଛି। ସତ୍ୟଜିତଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ସିଆଇଡି ଚାର୍ଜସିଟିରେ ମୁକୁଲ ରୟଙ୍କ ନାଁ ରହିଥିବା ସୂଚନା ମିଳିଛି। ରାନଘାଟ ଏସିଜେଏମ୍‌ ‌କୋର୍ଟରେ ସିଆଇଡି ଶନିବାର...

GOLD
କମିଲା ସୁନା ଦର

ନୂଆଦିଲ୍ଲୀ: ଲଗାତାର ୩ ଦିନ ଧରି ବଢୁଥିଲା ସୁନା ଦର। ଆଜି ସୁନା ଦରରେ ହ୍ରାସ ଘଟିଥିବାରୁ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ଦି ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ) ଅନୁସାରେ ସୁନା ଦର ୦.୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୯ ହଜାର ୨୦୯ ଟଙ୍କା ରହିଛି।...

health system
ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନର ଶଙ୍ଖନାଦ

ସମଗ୍ର ବିଶ୍ୱରେ ଅଣାୟତ୍ତ ହୋଇସାରିଥିବା କରୋନା ଭାରତରେ ଅପେକ୍ଷାକୃତ ନିୟନ୍ତ୍ରଣରେ ଅଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କୋଭିଡ ପରିଚାଳନା ପାଇଁ ବିଭିନ୍ନ ଯୋଜନା ଓ ନୀତି ଲାଗୁ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ପୂର୍ଣ୍ଣ ରୂପାୟନ ହୋଇପାରୁନାହିଁ।…

Education
ଅସହାୟ ଶିକ୍ଷା ବ୍ୟବସ୍ଥା: ସବୁ ଜାଣିଛି, କିଛି କରିପାରୁନି

ଜୀବନ, ଜୀବିକା, ବ୍ୟବସ୍ଥା ସବୁକିଛିକୁ ବିପର୍ଯୟ କରିଦେଇଛି କରୋନା। ଗୋଟିଏ ଭାଇରସ ଉଜାଡ଼ି ଦେଇଛି ଆମର ସବୁ ବ୍ୟବସ୍ଥା। ଆମର ଜୀବନ, ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା….ସବୁକିଛି। ଧ୍ୱଂସସ୍ତୁପ ଉପରେ ଠିଆ ହୋଇ ଯେମିତି ମଣିଷକୁ ଉପହାସ କରୁଛି। ବିଶେଷ କରି ଆମ…

kaliya-Rath
କୋଭିଡ୍-୧୯ ଓ ରଥ ଯାତ୍ରା-୨୧:  ଏକ ପ୍ରଶ୍ନ

ଚଳିତ ବର୍ଷ ପୁରୀରେ ରଥଯାତ୍ରାର ଆଚରଣ ସମ୍ପର୍କରେ ସ୍ପେସିଆଲ ରିଲିଫ୍ କମିଶନରଙ୍କ ଘୋଷଣା ସାରା ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଖୁସିର ଖବର। କୋଭିଡ୍-୧୯ର ଦ୍ୱିତୀୟ ଲହର ସାରା ଦେଶରେ ଦୁଃଖ ଏବଂ ଯନ୍ତ୍ରଣା ବ୍ୟାପିଛି। କୋଭିଡ୍-୧୯ ଧୀରେ ଧୀରେ ହ୍ରାସ ପାଇବା…

debasish-patra
ଯୁବତୀଙ୍କୁ ପ୍ରତାରଣା କରି ଜେଲ୍ ଯାଇଥିବା ଯୁବକଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେଡି ବିଧାୟକଙ୍କ ପୁଅ !

କେନ୍ଦୁଝର: ଯୁବତୀଙ୍କୁ ପ୍ରତାରଣା କରି ଜେଲ୍ ଯାଇଥିବା ଜଣେ ଯୁବକଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ। ଏପରିକି ମାମଲାର ରଫାଦଫା ପାଇଁ ସେ ପୀଡ଼ିତାଙ୍କ ଉପରେ ଚାପ ପକାଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ…

ଆସୁଛି ବର୍ଷା ଋତୁ, ହେଲେ ସରିପାରୁନି ଡ୍ରେନ୍‌ କାର୍ଯ୍ୟ

ସମ୍ବଲପୁର: ଆଗକୁ ଆସୁଛି ବର୍ଷା ଋତୁ। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସରିପାରୁନି ଡ୍ରେନ୍ କାମ। ଫଳରେ ରାସ୍ତାରେ ଭାସୁଛି ଅଳିଆ ଆବର୍ଜନା ଯୁକ୍ତ ଡ୍ରେନ୍ ପାଣି। ଆଉ କିଛି ସପ୍ତାହ ପରେ ଆସିଯିବ ମୌସୁମୀ। ତେଣୁ ବର୍ଷା ଦିନ କଥା ଭାବି ଛାନିଆ ସମ୍ବଲପୁର ସହରବାସୀ।...

କଂଗ୍ରେସର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ
କଂଗ୍ରେସର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ

ସମ୍ବଲପୁର: ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସର୍ବଦଳୀୟ ସର୍ବଧର୍ମ ସଭା ହେଉଛି।...

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବୁଧବାର ଅର୍ଥ ପ୍ରଦାନ କରାଯାଉଛି। କେବଳ ବାଲେଶ୍ୱର ଜିଲ୍ଲାରେ ୧ ହଜାର ୯୬ ଜମାକାରୀଙ୍କୁ ଟଙ୍କା ଦିଆଯାଉଛି। ପ୍ରଥମ ଦିନରେ ୩୫୦ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ...

କୂଅରୁ ୪ ଭାଲୁ ଉଦ୍ଧାର

ନବରଙ୍ଗପୁର: କୂଅରୁ ଉଦ୍ଧାର ହେଲେ ୪ ଭାଲୁ ।  ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁ ନିକଟ ଏକ ବିଲରେ ଥିବା କୂଅରେ ପଡ଼ିଯାଇଥିଲେ ମାଆ ସହ ୩ ଛୁଆ ଭାଲୁ । ଖବରପାଇ ୪ ଭାଲୁଙ୍କୁ ଉଦ୍ଧାର କରିଛନ୍ତି ବନବିଭାଗ କର୍ମଚାରୀ ।  ପ୍ରଥମେ ଭାଲୁ ପଡ଼ିଥିବା ଜାଣିବା ପରେ...

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା। ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହୁଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି। କାଳବୈଶାଖୀକୁ ନେଇ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ। ଆହତ ୨ଜଣ ଖୋଲି ଭିତର ଗାଁର ବିଦ୍ୟା ଚିନ୍ଦା ଓ ଛତର ଚିନ୍ଦା ବୋଲି ଜଣା ପଡ଼ିଛି। ଏଥିସହ ସେଠାରେ ଏକ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର...

ମହାନଦୀ ସୁରକ୍ଷା ଲାଗି ଆଜି ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
ମହାନଦୀ ସୁରକ୍ଷା ଲାଗି ଆଜି ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

ସମ୍ବଲପୁର : ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ। ଅପରାହ୍ନରେ ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସଭା ଆୟୋଜନ ହେବ।...

ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏମ୍ଓୟୁକୁ ନେଇ ବିବାଦ
ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏମ୍ଓୟୁକୁ ନେଇ ବିବାଦ

ଭୁବନେଶ୍ୱର : MOU ନୁହେଁ, MOU ସ୍ୱାକ୍ଷର ସ୍ଥାନକୁ ନେଇ ଟଣାଓଟରା। ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଏ ଦୁଇ ଚିଠି ତାର ପ୍ରମାଣ। ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପୀୟୁଷ ଗୋୟେଲ୍। ଭୁବନେଶ୍ୱର ରେଳ ଷ୍ଟେସନ୍ ଆଧୁନିକୀକରଣ ଏମ୍ଓୟୁକୁ ନେଇ ଉପୁଜିଛି...

ଅନର କିଲିଂ ସନ୍ଦେହ
ଅନର କିଲିଂ ସନ୍ଦେହ

କଟକ  : କେମିତି ହେଲା କଟକ ନିଆଳି ଅଞ୍ଚଳର କଲେଜ ପଢୁଆ ଝିଅର ମୃତ୍ୟୁ? ସନ୍ଦେହଜନକ ଏହି ମୃତ୍ୟୁକୁ ନେଇ ଉଠିଛି ନାନାଦି ପ୍ରଶ୍ନ। ଘର ଲୋକେ ହୃଦଘାତରୁ ମୃତ୍ୟୁ ହୋଇଥିବା କହୁଥିଲେ ବି ପାରିପାର୍ଶ୍ୱିକ ସ୍ଥିତି କିନ୍ତୁ ଅନ୍ୟ ଏକ ଭୟଙ୍କର ଦିଗକୁ ସୂଚାଉଛି। ଅଭିଯୋଗ ଅନୁଯାୟୀ,...

କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ଙ୍କ ନିଶାନାରେ ନବୀନ ଓ ନିରଞ୍ଜନ
କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ଙ୍କ ନିଶାନାରେ ନବୀନ ଓ ନିରଞ୍ଜନ

ଭୁବନେଶ୍ୱର : ଜୁଏଲ୍‌ଙ୍କ ନିଶାନାରେ ଦୁଇ ପଟ୍ଟନାୟକ। ନବୀନ ଓ ନିରଞ୍ଜନ। ନବୀନ, ନିରଞ୍ଜନଙ୍କ ଭାଇ ସୌମ୍ୟଙ୍କୁ ଦଳକୁ ଆଣି କଂଗ୍ରେସ ସହ ଭିତରି ବୁଝାମଣା ଦ୍ୱାର ଖୋଲା ରଖିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜୁଏଲ୍। ଅତୀତର କିଛି ଘଟଣା କ୍ରମକୁ ଉଦ୍ଧାର କରି ସେ କଂଗ୍ରେସ...

ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବଂଶୀଧର ପଣ୍ଡା
ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବଂଶୀଧର ପଣ୍ଡା

ଭୁବନେଶ୍ୱର : ମଣିଷ ଯେମିତି ମରଣ ବି ସେମିତି। ଜୀବନ ବ୍ୟାପୀ ମାଟିକୁ, ମାଟିର ମଣିଷଙ୍କୁ ଭଲ ପାଉଥିବା ଲୋକଟିର ମରଣକୁ ବି ଦେଖନ୍ତୁ ଶେଷ ସମୟରେ ନିଜ ଗାଁମାଟି ବାରଙ୍ଗ ମଧୁବନ ଗଲେ, ଇଷ୍ଟଦେବଙ୍କୁ ମୁଣ୍ଡିଆ ମାରି ପାଦୁକ ନେଲେ। ଘରକୁ ଫେରିବାର କେଇ ମୁହୂର୍ତ୍ତରେ ଚାଲିଗଲେ...