• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rti-information
ନବୀନ ସରକାରଙ୍କ ଅମଳରେ ପାଞ୍ଚଟି ବଡ଼ ଜମି ଦୁର୍ନୀତି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ, ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତିର ଅଭିଯୋଗ ଆସିଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ...

minor-girl
ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ନାବାଳିକା ଗର୍ଭବତୀ ହେବା ଘଟଣା; ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଜଣେ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତଃସତ୍ତ୍ୱା ହେବା ଅଭିଯୋଗରେ ପୋଲିସର ତନାଘନା ଆରମ୍ଭ କରିଛି। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ...

7
୬୯୯ ଟଙ୍କାରେ ମିଳୁଛି ୩୩ ଶହ ଜିବି ଡାଟା

ନୂଆଦିଲ୍ଲୀ: କରୋନା କାରଣରୁ ଏବେ ବିଭିନ୍ନ କମ୍ପାନୀର କର୍ମଚାରୀ ହୁଅନ୍ତୁ ବା ଘରେ ରହୁଥିବା ବ୍ୟକ୍ତି, ସମସ୍ତେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର କରୁଛନ୍ତି। ଯାହା ଫଳରେ ସାଧାରଣ ରିଚାର୍ଜରେ ଡାଟା ଖୁବ୍ କମ୍‌ ମିଳୁଥିବାରୁ ବ୍ୟବହାରକାରୀ ଅସନ୍ତୁଷ୍ଟ ହେଉଛନ୍ତି। ଏହାଛଡ଼ା ଓଟିଟି ପ୍ଲାଟଫର୍ମର ଅଧିକ ବ୍ୟବହାର କାରଣରୁ ଡାଟା...

corona 2
ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର: ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶାକୁ ପୁଣି କରୋନା ସଂକ୍ରମଣ ଡର। ଏହି ସମୟ ବେଳକୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏବେଠୁ ସତର୍କ ରହିବାକୁ ପଡ଼ିବ ବୋଲି କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ବେଳେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ...

bjd
ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ...

nirnajn-patniak
‘୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର। ଜମି ଦୁର୍ନୀତି...

chasi-andolona
ଜାତୀୟ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନର ରାଜପଥ ଅବରୋଧ

ଭୁବନେଶ୍ୱର: ଜାତୀୟ କୃଷି ଆଇନକୁ ବିରୋଧ କରି ରାଜପଥ ଅବରୋଧ। ନବନିର୍ମାଣକୃଷକ ସଂଗଠନର ଶତାଧିକ ସଂଖ୍ୟାରେ ସଦସ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ହାଇଟେକ୍ ଛକ ନିକଟରେ ରାଜପଥ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ। ଭୁବନେଶ୍ୱରକୁ ଆସୁଥିବା ଚାଷୀ ପଟୁଆରକୁ...

surjya patra
ଇ-ବିଧାନସଭା ଲାଗି ଆସନ୍ତାକାଲି ଠାରୁ ଟ୍ରେନିଂ ଆରମ୍ଭ

ଭୁବନେଶ୍ୱର: ୪ ଘଣ୍ଟା ବସିବ ଶୀତ ଅଧିବେଶନ। ରାଜ୍ୟ ବିଧାନସଭା ଶୀତ ଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କୋଭିଡ କଟକଣା ଭିତରେ ଦୈନିକ ସାଢ଼େ ୪ ଘଣ୍ଟା ବସିବ ଶୀତ ଅଧିବେଶନ। ପ୍ରଶ୍ନ କାଳ ହେବ କି ନାହିଁ ସେନେଇ କିଛି ସ୍ଥିର...

PRABIR-BHAI
ସାମ୍ବାଦିକ ପ୍ରବୀରଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଓ ଡିଜିପି

ଭୁବନେଶ୍ୱର: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ।  ପ୍ରବୀରଙ୍କ ଭଉଣୀଙ୍କ ସହ କଥା ହୋଇ ସେ ସମବେଦନା ଜଣାଇଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୋଲିସ ଡିଜି। ଅଭୟ ଟୁଇଟ୍ କରି କହିଛନ୍ତି, ପ୍ରବୀର ଜଣେ ପ୍ରତିଭାଶାଳୀ...

ganjam-deadbody
ମହାପ୍ରୟାଣ ଗାଡ଼ି ନମିଳିବାରୁ ଦୁଇ କିମି ରାସ୍ତା କାନ୍ଧରେ ବୋହିଲେ ଶବ

ଭୁବନେଶ୍ୱର: ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ ଦୀର୍ଘ ୨ କିଲୋମିଟର କାନ୍ଧରେ ବୋହି ବୋହି ଘରକୁ ମୃତଦେହ ଆଣିଲେ ପରିବାର ଲୋକେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଅଞ୍ଚଳରୁ। ଅଭିଯୋଗ ଅନୁଯାୟୀ, ପଦ୍ମପୁର ଗାଁର ଲକ୍ଷ୍ମୀ ଗୌଡଙ୍କ ଦେହ ଖରାପ ହେବାରୁ ତାଙ୍କୁ...

odisha
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏମିତି ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ୫ରୁ ୬% ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉଛି। ଅନେକ ରୋଗପ୍ରତିରୋଧକ ଶକ୍ତି ପାଇଁ ଆପଣା ଛାଏଁ ଭଲ ହୋଇଯାଆନ୍ତି ବୋଲି ବିଶିଷ୍ଟ ଇମୁନୋଲୋଜିଷ୍ଟ ରମାନାଥ ମିଶ୍ରଙ୍କ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ...

bapa
ବାଥରୁମରେ ବାପାଙ୍କୁ ୮ ଦିନ ଧରି ବନ୍ଦ ରଖିଥିଲେ ପୁଅ-ବୋହୂ; ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ବାଥରୁମ୍ ଭିତରେ ବାପାଙ୍କୁ ୮ ଦିନ ଧରି ବନ୍ଦ କରି ରଖିଥିଲେ ପୁଅ-ବୋହୂ। ଖବର ପାଇ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୋଲିସ। ରାଜଧାନୀ ଭୁବନେଶ୍ୱର ପଳାଶୁଣିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପଳାଶୁଣି ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ନବଘନ ସେଠୀଙ୍କୁ ତାଙ୍କ ପୁଅ-ବୋହୂ କୌଣସି...

saru
ସାରୁଅ ଜମି କିଣାବିକା ମାମଲାରେ କ୍ରାଇମ୍ବ୍ରାଞ୍ଚର ଅନୁରୋଧକୁ ଓଟିଭିର ସ୍ୱାଗତ

ଭୁବନେଶ୍ୱର: ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ରାଜ୍ୟ ପୋଲିସ୍‌ର ତଦନ୍ତ ପରିସରଭୁକ୍ତ ନୁହେଁ। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜମି କିଣା ଦୁର୍ନୀତି ଅଭିଯୋଗ ଉପରେ ଏକ ପ୍ରେସ୍‌ମିଟରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ତେଣୁ ବେନାମୀ ଟ୍ରାଞ୍ଜାକସନ୍‌ର ତଦନ୍ତ ପାଇଁ...

bjp bjd
ଆଗକୁ ବିଜେଡିକୁ ଆଉ ଲୋଡ଼ିବ ତ ବିଜେପି ?

ଭୁବନେଶ୍ୱର: ରାଜ୍ୟସଭାରେ ଏନ୍‌ଡିଏର ପଲ୍ଲା ଭାରି ହେବା ପରେ ବିଜେପି-ବିଜେଡି ସଂପର୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ବିଜେପିର ୯ ଜଣ ସାଂସଦ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟା ଏବେ ୧୧୦ ଉପରେ ରହିଛି। ତେଣୁ ଏଭଳି ସ୍ଥିତିରେ ଆଗକୁ କିଭଳି ରହିବ...

coronavirus
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୪୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୩,୫୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୯...

ugc
ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନେଇ UGC ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନେଇ UGC ଗାଇଡଲାଇନ ଜାରି କରିଛି। କେନ୍ଦ୍ରୀୟ ଓ ରାଜ୍ୟ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ପାଇଁ ଗାଇଡଲାଇନ ଜାରି କରିଛି UGC । ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ଏ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକ...

coronavirus
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫କୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୭,୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୬୭୦ ଜଣଙ୍କ ମୃତ୍ୟୁ...

trump
ବିଜୟର ଦ୍ୱାର ଦେଶରେ ଜୋ ବାଇଡେନ, ବିଜୟ ଆଶା ଛାଡ଼ି ନାହାନ୍ତି ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟର ଦ୍ୱାର ଦେଶରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ। ହ୍ୱାଇଟ ହାଉସ୍‌ ଠାରୁ ସେ ଅଳ୍ପ ଦୂରରେ ଅଛନ୍ତି। ଆଉ ଗୋଟିଏ ଷ୍ଟେଟ୍ସ ଜିତିଲେ ସେ ହ୍ୱାଇଟ ହାଉସ ଦଖଲ କରିବେ।  ଓ୍ୱିସ୍କନ୍ସିନ୍ ଓ ମିସିଗାନ ଜିତିବା ପରେ, ରେକର୍ଡ ୭ କୋଟି...