ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ଭୋଟର ତାଲିକା ଆରମ୍ଭ ହେବ। ଜାନୁଆରୀ ୧୫ ତାରିଖରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ତେବେ ଭୋଟର ଲିଷ୍ଟରେ ନାଁ ଯୋଡିବାକୁ ଆସନ୍ତା ଡିସେମ୍ବର ୧୫ ମଧ୍ୟରେ ଆବେଦନ...
ବଲାଙ୍ଗିର: ବଲାଙ୍ଗିର ତୁଷରା ନିକଟ ଜମ୍ଭେଳ ଛକରେ ମର୍ମନ୍ତୁତ ଦୁର୍ଘଟଣା ହୋଇଛି। ବୋଲେରୋ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ୍ରେ ବାପା, ମାଆ ଓ ୨ କୁନି ପୁଅ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସମସ୍ତେ ବାଇକ୍ରୁ...
ଭୁବନେଶ୍ୱର: ସେସୁ ପରେ ଟାଟା ପାଓ୍ୱାର କମ୍ପାନୀ ଲିମିଟେଡ୍ TPCL ଅଧିନକୁ ଯିବ ୱେସ୍କୋ ଓ ସାଉଥ୍କୋ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ OERC ପକ୍ଷରୁ କରାଯାଇଥିବା ନିଲାମରେ ଏହି ଉଭୟ ବିଦ୍ୟୁତ ବିତରକ କଂପାନୀର ୫୧ ପ୍ରତିଶତ ଲେଖାଏଁ ଅଂଶଧନ କିଣିଥିବାରୁ TPCLକୁ ସଫଳ ବିଡର ଭାବେ...
ଭୁବନେଶ୍ୱର: IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା ୧ କୋଟି ୪୭ ଲକ୍ଷ ଟଙ୍କା। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଟଙ୍କାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆକାଶଙ୍କ ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇସାରିଲାଣି। ପୁଣେ ଏବଂ ଭୁବନେଶ୍ୱରରେ...
ହାଇଦ୍ରାବାଦ: ନିଜାମ ନଗରୀରେ ଗେରୁଆ ବାନା ଉଡ଼ାଇବାରେ ସଫଳ ହୋଇଛି ବିଜେପି। ଗ୍ରେଟର ହାଇଦ୍ରାବାଦ ପୌର ର୍ନିବାଚନରେ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଦଳ। ଗତଥର ପୌର ର୍ନିବାଚନରେ ମାତ୍ର ୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବିଜେପି ଏବେ ୪୯ଟି ଆସନ...
ପରମଜ୍ଞାନୀ ଚାଣକ୍ୟଙ୍କ ମାତ୍ର ୩ଟି କଥା ଆପଣଙ୍କୁ କୋଟିପତି ବନାଇବାରେ ସହାୟକ ହେବ। ଧନୀ ହେବାକୁ ହେଲେ ପ୍ରଥମେ ନିଜ ଅନ୍ତଃକରଣକୁ ଅତି ମଜଭୁତ୍ କରିବାକୁ ହେବ ଏବଂ ଆପଣଙ୍କ ନୀତି ଆଦର୍ଶ ସେପରି ବଳିଷ୍ଠ ହେବା ଦରକାର। ଚାଣକ୍ୟଙ୍କ ମତ ଅନୁସାରେ ବ୍ୟକ୍ତିଙ୍କ ଭଲ ଓ ମନ୍ଦ...
ଭୁବନେଶ୍ୱର : ଦିନିକିଆ ସିରିଜର ବଦଲା ଟି-୨୦ରେ ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯ।ନ ଆରମ୍ଭ କରିଛି ଟିମ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ୍ ହାରିଥିବା ଭାରତ ଶୁକ୍ରବାର କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଥିଲା। ମୁକାବିଲାରେ ସବଷ୍ଟିଚ୍ୟୁଟ୍ ଭାବେ ଏଣ୍ଟ୍ରି...
ରାଜ୍ୟରେ ହୁ ହୁ ହେ।ଇ ବଢିବାରେ ଲାଗିଛି ଧଳାଜହର କାରବାର ।ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଳଚେର ଅବକାରୀ ବିଭାଗ କର୍ମଚାରୀ ମୁଖ୍ୟ ବଜାର ହାଟତେ।ଟା ନିକଟସ୍ଥ ସରକାରୀ ଆଇଟିଆଇ ଛକଠାରେ ଚଢାଉ କରିଥିଲା ।
କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ । କରେ।ନା କାଳରେ ସାରା ଦେଶର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ସେଲ୍ଫ ଫାଇନାସ୍ସ କେ।ର୍ସର ଫି କମାଇବାକୁ ଜେ।ରଦାର ଦାବି କରିଛନ୍ତି ଛାତ୍ରଛାତ୍ରୀ
ଡାଟା ସାଇନ୍ସ ଛାତ୍ରଙ୍କ ଭିନ୍ନ ପ୍ରୟାସ । ବିନା ମାଟିରେ ଛାତଉପରେ କରୁଛନ୍ତି ପନିପରିବା ଚାଷ । ତେବେ ଏହିପରି ଘଟଣା ଦେଖିବାକୁ ମିଳିଛି କେ।ରାପୁଟ ଜିଲ୍ଲାରେ । ଅଙ୍କିତ ମହାନ୍ତି ନାମକ ଜଣେ ଯୁବକ ରାଜ୍ୟ ବାହାରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ
ଭୁଶୁଡିଲା ବସୁଧା ଜଳ ପାନୀୟ ଜଳ ପ୍ରକଳ୍ପ । ନିର୍ମାଣ ଶେଷ ହେବାର ମାତ୍ର ୩ ଦିନ ପରେ ଭୁଶୁଡି ପଡିଛି କୂଅ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବସୁଧା ଯେ।ଜନାରେ କୂଅର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁମେ।ଦନ ହେ।ଇଥିଲା ।
ନୂଆଦିଲ୍ଲୀ / ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ। ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ...
ପରୀ ହତ୍ୟାକୁ ନେଇ ତେଜୁଛି ରାଜନୀତି । ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗେ।ଳ ଦେଖିବାକୁ ମିଳିଥିଲା । ତେବେ ବିଧାନସଭା ପରେ ବି ପରୀ ହତ୍ୟା ଘଟଣାକୁ ନେଇ ଜେ।ରସେ।ରରେ ଚାଲିଛି ଚର୍ଚା
ନୂଆଦିଲ୍ଲୀ: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ହେଲେ ମ୍ୟୁନିସିପାଲିଟି କାଉନ୍ସିଲର ମନୋଜ ମହଲୱତ। ଭ୍ରଷ୍ଟାଚାର ଅଭିଯୋଗରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା। ଏନେଇ ଦିଲ୍ଲୀ ବିଜେପି...
ଗୁରୁଗ୍ରାମ: ତିନି ରାତିରେ ୩ଟି ହତ୍ୟାକାଣ୍ଡ ଭିଆଇଲା ୨୨ ବର୍ଷୀୟ ସିରିଏଲ୍ କିଲର ମହମ୍ମଦ ରାଜୀ। ସେ ପୁଣି ଅଜବ ପ୍ରକାର ହତ୍ୟାକାଣ୍ଡ। କେମିତି ଲଗାତାର ଘଟୁଛି ବୀଭତ୍ସ୍ୟ ହତ୍ୟାକାଣ୍ଡ, ତାର ଖିଅ ପାଇଲାନି ପୋଲିସ। କିନ୍ତୁ ଆଇନର ହାତ ବେଶ୍ ଲମ୍ବା। ହତ୍ୟାକାରୀ ଯେତେ ଚାଲାକ୍ ହେଲେବି...
ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଦଳିତ ନେତା ତଥା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାର CBI ତଦନ୍ତ ଦାବି ହୋଇଛି। ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡରେ ମହାକାଳପଡ଼ା ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି ସହ କେନ୍ଦ୍ରାପଡ଼ା ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି...
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରୁ ହ୍ୱାଟ୍ସଆପ୍ ନିଜର ଟର୍ମସ ଅଫ୍ ସର୍ଭିସ୍ ଅପ୍ଡେଟ୍ କରିବାକୁ ଯାଉଛି। ୟଜରଙ୍କୁ ଏହି ଅପ୍ଡେଟ୍ ଆକ୍ସେପ୍ଟ କରିବାକୁ ପଡ଼ିବ, ନହେଲେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଡିଲିଟ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍ ଏକ ନୂଆ ଭର୍ସନ୍ ଅପ୍ଡେଟ୍ ଆଣିଛି, ଯେଉଁଥିରେ ନୂଆ ଟର୍ମସ ଅଫ୍...