• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

asi-team
ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କଲା ପ୍ରତ୍ନତତ୍ତ୍ୱ ବିଭାଗ

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କରିଛି ପ୍ରତ୍ନତତ୍ତ୍ୱ ବିଭାଗ। ଏଏସ୍ଆଇ ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆଜି ବାଇଶି ପାହାଚର ଅବସ୍ଥା ଓ ସ୍ଥିତିକୁ ଅନୁଧ୍ୟାନ କରିଛି ଏଏସ୍ଆଇର ଏକ ଟିମ୍। ଆବଶ୍ୟକ ପଡ଼ିଲେ ଦୁର୍ବଳ ଓ ବହୁ ପୁରୁଣା ପଥର ହଟାଯାଇ ନୂଆ ପଥର...

1
ଜ୍ୟାକ୍‌ମାଙ୍କୁ ଝଟକା ଦେଲା ଚୀନ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ସାରା ବିଶ୍ୱରେ ଚାଲୁଥିବା ଷ୍ଟକ ମାର୍କେଟ୍‌ରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ଆଶାକୁ ଚୀନ ଧୂଳିସାତ କରିଦେଇଛି। ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଅଲିବାବା ଗ୍ରୁପ୍‌ର ସହ-ସଂସ୍ଥାପକ ଜ୍ୟାକ୍‌ମାଙ୍କୁ ଚୀନ୍‌ ଏବେ ଝଟକା ଦେଇଛି।...

deep
ବାଣ ଫୁଟା ବନ୍ଦ ପରେ ଏବେ ଦୀପ ଦୋକାନ ଉପରେ ବି କଟକଣା

ଭୁବନେଶ୍ୱର: ବାଣ ଫୁଟା ବନ୍ଦ ପରେ ଏବେ ଦୀପ ଦୋକାନ ଉପରେ ବି କଟକଣା ଲଗାଇଲା ବିଏମ୍‌ସି। ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନକୁ ବାରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୀପାବଳିରେ ବାଣ ବିକ୍ରି ଏବଂ ବାଣ ଫୁଟାଇବା...

delhi-riot
ଦିଲ୍ଲୀ ବିମାନ ବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଧିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଖଲିସ୍ତାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣର ଧମକ ଦିଆଯାଇଛି। ଆସନ୍ତାକାଲି ଦୁଇଟି ଏୟାର ଇଣ୍ଡିଆ ବିମାନକୁ ଲଣ୍ଡନରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଖଲିସ୍ତାନ...

vitim
ରାସ୍ତା ମଝିରେ ୨ ଯୁବତୀଙ୍କୁ ଛୁରାମାଡ଼ କଲା ରକ୍ତମୁଖା ଯୁବକ

ନୂଆପଡ଼ା: ରାସ୍ତା ମଝିରେ ୨ ଯୁବତୀଙ୍କୁ ଛୁରାମାଡ଼ କଲା ରକ୍ତମୁଖା ଯୁବକ। ବୋଡେନ୍ ବଜାର ରାସ୍ତାରେ ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରାଯାଇଛି। ଯୁବକର ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୋଡେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା...

2
ଟେକ୍ସଟାଇଲ୍‌ ଗୋଦାମରେ ନିଆଁ ଲାଗି ୯ ମୃତ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ଏକ ଟେକ୍ସଟାଇଲ୍‌ ଗୋଦାମରେ ନିଆଁ ଲାଗି ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବେଲି କୁହାଯାଉଛି। ଘଟଣା ମୁତାବକ ଅହମ୍ମଦାବାଦ ପିରାନା ପିପ୍ଲାଜ ରୋଡ୍‌ ସ୍ଥିତ ଏକ ଟେକ୍ସଟାଇଲ ବିଲ୍ଡିଂରେ ନିଆଁ ଲାଗିଥିଲା। ଏହି...

kejriwal
ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର କମୁଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ପ୍ରତିଦିନ ଦିଲ୍ଲୀରେ କରୋନା...

4
ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଆଠଗଡ଼: ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକଙ୍କ ସହ ଗାଁର କିଛି ଲୋକ ମିଶି ବୋହୂକୁ ମାଡ଼ ମାରିଥିବା ପୋଲିସ୍‌ କହିଛି। ଆଠଗଡ଼ ଉପଖଣ୍ଡ କାନପୁର ଥାନା ସିଆରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସିଆରିଆ ଗାଁର ମଧୁସ୍ମିତା ରାଉତଙ୍କୁ...

naveen-pattniak
ଦୀପାବଳି କଟକଣା ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲା ଗସ୍ତ କରି କଟକଣା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ପରିଚାଳନା ସମୀକ୍ଷା ଅବସରରେ ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। କଟକଣା କଡ଼ାକଡ଼ି କାର୍ଯ୍ୟାକାରୀ ପାଇଁ ଜିଲ୍ଲାପାଳ ଓ...

coronavirus
ରାଜ୍ୟରେ ଆଉ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୨୦୭୩ ରେ ପହଞ୍ଚିଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ...

5
ରାଜଧାନୀରେ ପୁଣି ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର କିନ୍ତୁ ଔଷଧ ଦୋକାନରେ ପଶି କଳା କନା ବୁଲାଇଛନ୍ତି ଏହି ଲୁଟେରା। ଯାହାର ପୁରା ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି। ଭୁବନେଶ୍ୱର ବାଲିଅନ୍ତାରେ ଥିବା ଏକ ମେଡିସିନ୍ ଦୋକାନରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଲୁଟେରାମାନେ ପଶି...

1
ଏକାମ୍ର ଉଦ୍ୟାନ ଜମିରେ କଂକ୍ରିଟ ଜଙ୍ଗଲ ନିର୍ମାଣ ଯୋଜନାକୁ ବିଜେପିର ବିରୋଧ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାମ୍ର ଉଦ୍ୟାନ ନିକଟରେ ଥିବା ୨୦ ଏକର ଜଙ୍ଗଲ ଜମିରେ କଂକ୍ରିଟ ଜଙ୍ଗଲ ନିର୍ମାଣ ଯୋଜନାକୁ ବିରୋଧ କରିଛି ବିଜେପି। ଏହି ଉଦ୍ୟାନ ପରିସରରେ ଥିବା ୨୬ ଏକର ଜମିରୁ ୨୦ ଏକରରୁ ଅଧିକ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପାଇଁ ଉଦ୍ୟାନ...

bjd
ନିର୍ବାଚନ ସରିଲା; କିଏ ପାଇବ କେତେ ଭୋଟ୍, ତାକୁ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ପରୀକ୍ଷା ସରିଲା, ଫଳ କେମିତି ହୋଇଛି, ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷା। ବାଲେଶ୍ୱର ଓ ତିର୍ତ୍ତୋଲରେ ଭୋଟ୍ ସରିବା ପରେ ଫଳାଫଳକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଯଦିଓ ଉପନିର୍ବାଚନ ଫଳ ସେଭଳି କୌଣସି ଫରକ୍ ପକାଇବ ନାହିଁ, ତଥାପି ଆଗକୁ ରାଜ୍ୟ ରାଜନୀତି...

odisha-assembly-1
ନଭେମ୍ବର ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୦ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ନଭେମ୍ବର ୨୦ ତାରିଖରେ ଆଗତ ହେବ ଚଳିତ ୨୦୨୦-୨୧ ଆର୍ଥିକ...