• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

4
ଦିଲ୍ଲୀରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା?

ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି। କିନ୍ତୁ ଦିଲ୍ଲୀରେ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି। ଦିଲ୍ଲୀ ସରକାରଙ୍କ କହିବା ମୁତାବକ ଏବେ ରାଜଧାନୀରେ କରୋନା ଭାଇରସ୍‌ର ତୃତୀୟ ଲହରୀ ଚାଲିଛି। ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ନୂଆ ନୂଆ...

otv
OTV ବିରୋଧରେ ପୁଣି ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ

ଭୁବନେଶ୍ୱର: ପୁଣି ଓଟିଭି ବିରୋଧରେ ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ। ଗତକାଲି ରାତି ଅଧିଆ ପୋଲିସ୍‌ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି। ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ୧୫ରୁ ୨୦ ଜଣ ପୋଲିସ୍‌ ସଦଳବଳ...

8
ଆମେରିକାରେ ଏକ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

ୱାଶିଙ୍ଗଟନ୍‌: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଆମେରିକାରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଦୀର୍ଘ ଦଶ ମାସ ଭିତରେ ଆମେରିକାରେ ୧୦ ମିଲିୟନ୍‌ ଅର୍ଥାତ ୧ କୋଟିରୁ ଉର୍ଦ୍ଧ୍ୱ କୋଭିଡ୍‌ କେସ୍‌ ଦେଖିବାକୁ ମିଳିଛି। ଜନ୍‌ ହପ୍‌କିନ୍ସ ୟୁନିଭରସିଟିର ତଥ୍ୟ ଅନୁସାରେ ଆମେରାକା...

10
ଓଡ଼ିଆ ସିନେମାରେ ଗୀତ ଗାଇବେ ଡୁଲେ ରାପର

ଭୁବନେଶ୍ୱର: ଖପର ଘରର ରାପରଙ୍କୁ ଓଲିଉଡ୍‌ ଅଫର। ଓଡ଼ିଆ ସିନେମାରେ ଗୀତ ଗାଇବେ କଳାହାଣ୍ଡିର ଡୁଲେ ରାପର। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଡୁଲେଶ୍ଵର ତାଣ୍ଡିଙ୍କୁ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।...

11
‘ତୁମ ପାଇଁ ଆକାଶ ଭାଇ’ କାର୍ଯ୍ୟକ୍ରମରେ ଖୁସି ବାଣ୍ଟିଲେ ଆକାଶ

ଭୁବନେଶ୍ୱର: କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ରହିଛି। ପିଲାମାନେ ବାହାରକୁ ବାହାରିପାରୁନାହାନ୍ତି। ଖେଳିବାକୁ ମଧ୍ୟ ଯାଇପାରୁନାହାନ୍ତି। ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ। ଡମଣାଛକ ସ୍ଥିତ...

12
ଜୁମ୍‌ ଆପ୍‌କୁ କ୍ଷତି ପହଞ୍ଚାଇଲା ପିଫିଜର୍ସର କରୋନା ଭ୍ୟାକ୍ସିନ୍‌ ଘୋଷଣା

ନୂଆଦିଲ୍ଲୀ: କରୋନା ସମୟରେ ଲୋକପ୍ରିୟ ପାଲଟିଥିବା ଭିଡିଓ କନଫରେନ୍ସିଂ ଆପ୍‌ ଜୁମ୍‌କୁ ଏବେ ଝଟ୍‌କା ଲାଗିଛି। ପିଫିଜର୍ସ ବୋୟୋଫାର୍ମାସିୟୁଟିକାଲ କମ୍ପାନୀର କରୋନା ଭ୍ୟାକ୍ସିନ ସଫଳ ପରୀକ୍ଷଣ ହେବା ଘୋଷଣା କରବା ପରେ ଜୁମ୍‌ ଆପ୍‌ର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଗତ ଏପ୍ରିଲ୍‌ ମାସଠାରୁ ଜୁମ୍‌ ଆପ୍‌କୁ ଅଧିକାଂଶ...

13
ଅଜିମ୍‌ ଭାରତର ସବୁଠାରୁ ବଦାନ୍ୟ ବ୍ୟକ୍ତି, ଦିନକୁ ଦାନ କରନ୍ତି ୨୨ କୋଟି

ନୂଆଦିଲ୍ଲୀ: ୨୦୨୦ ବର୍ଷ ପାଇଁ ୱିପ୍ରୋର ଚେୟାରମ୍ୟାନ ଅଜିମ୍‌ ପ୍ରେମ୍‌ଜୀ ଭରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ହୋଇଛନ୍ତି। ସେ ଏହି ବର୍ଷ ସମୁଦାୟ ୭ ହଜାର ୯ ଶହ ୪ କୋଟି ଟଙ୍କା ଦାନ କରି ଏପରି ଆଖ୍ୟା ପାଇଛନ୍ତି। EdelGive Hurun India Philanthropy List 2020ର...

17
୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ଫାଇନାଲ୍‌ ଫାଇଟରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ...

‘ନେତାମାନେ ଖାଲି ହୋଟେଲ୍‌ରେ ଶୋଇଲେ, ପ୍ରଚାର କଲେନି ’

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବିସ୍ଫୋରକ ବୟାନ ଦେଇଛନ୍ତି। କଂଗ୍ରେସ ହାରିବା ପଛରେ ଦଳର କିଛି ନେତା ହିଁ ଦାୟୀ। ସେମାନଙ୍କ ଅନ୍ତର୍ଘାତୀ କାମ ପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ କଂଗ୍ରେସ ହାରିଲା...

1
କେରଳ ସୁନା ସ୍ମଗ୍‌ଲିଙ୍ଗ୍‌ କେସ୍‌ ପଛରେ ଆଇଏଏସ୍‌ ଲିଙ୍କ୍‌

ଥିରୁଭନନ୍ତପୁରମ୍‌: କେରଳର ଚର୍ଚ୍ଚିତ ଗୋଲ୍ଡ ସ୍ମଗ୍‌ଲିଙ୍ଗ କେସ୍‌ରେ ଏବେ ଜଣେ ପୂର୍ବତନ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ଗିରଫ ହୋଇଥିବା ଏହି କେସ୍‌ର ରାଣୀ ମହୁମାଛି ସ୍ୱପ୍ନା ସୁରେଶ ଏ ନେଇ ଇଡି( ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‌)କୁ କହିଥିବା ଜଣାପଡ଼ିଛି। ସୂଚନା ଆନୁସାରେ, ଇଡି ଏହି...

2
ମହିଳା ପୋଲିସ୍‌ ଅଧିକାରୀଙ୍କ ଆଖିତାଡ଼ି ଗୁଳି ମାରିଲେ ତାଲିବାନ

କାବୁଲ୍‌: ତାଲିବାନ୍‌ ଆତଙ୍କବାଦୀଙ୍କ ସହ ଶାନ୍ତି ସ୍ଥାପନ କରିବାପାଇଁ ଆଫଗାନିସ୍ଥାନ ସରକାରଙ୍କ ଚୁକ୍ତି ପରେ ବି ସେଠାରେ ଆତଙ୍କୀ କାର୍ଯ୍ୟକଳାପ କମୁନାହିଁ। ପୋଲିସ୍‌ ଷ୍ଟେସନ୍‌ରେ କାର୍ଯ୍ୟ କରିବା କାରଣରୁ ଆତଙ୍କବାଦୀମାନେ ଜଣେ ୩୩ ବର୍ଷୀୟ ମହିଳା ଅଧିକାରୀଙ୍କ କେବଳ ଆଖି ତାଡ଼ି ନାହାନ୍ତି ବରଂ ଆଖିରେ ଛୁରୀ ଭୁସିବା...

Dress-of-a-farmer
ଚାଷୀର ପୋଷାକ

ଅମରେଶ ବିଶ୍ୱାଳ ଜଣେ ସାମ୍ବାଦିକ ବନ୍ଧୁ, ଅନେକ ଦିନ ତଳେ ଜଣେ ସମ୍ପାଦକଙ୍କ ପାଖରେ କାମ କରିବାର ସୁଯୋଗ ପାଇଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାରେ ‘ଧାନମଣ୍ଡି’ ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଥିଲା। (ଏବେବି ଚାଲିଛି) ଖବର ପ୍ରସାରଣ ବେଳେ…