ଇମ୍ଫାଲ: ଜଣେ ସାମ୍ୱାଦିକ ଫେସ୍ବୁକ୍ରେ ବିବାଦୀୟ ପୋଷ୍ଟ କରି ପୂର୍ବରୁ ଥରେ ଜଲ୍ ଯାଇଥିବାବେଳେ ପୁଣି ଥରେ ଗିରଫ ହୋଇଛନ୍ତି। ସାମ୍ୱାଦିକ ଜଣକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବିରୋଧୀ ଲେଖା ପୋଷ୍ଟ କରି ଗିରଫ ହୋଇ ଜେଲ୍ରେ ଥିବା ସୂଚନା ମିଳିଛି। ମଣିପୁର୍ର ଏହି ସ୍ଥାନୀୟ ସାମ୍ୱାଦିକ ପୂର୍ବରୁ...
ନୂଆଦିଲ୍ଲୀ: କରୋନା କାରଣରୁ ଇଣ୍ଡଷ୍ଟ୍ରିଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏଥିପାଇଁ ବ୍ୟବସାୟୀମାନେ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ପରିସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିମାନଙ୍କ ଲାଗି ଦୀପାବଳି ଉପଲକ୍ଷେ ଦୁଇ ଲକ୍ଷ କୋଟି ଟଙ୍କାର ରିହାତି ପ୍ୟାକେଜ୍ ଘୋଷଣା କରିଛନ୍ତି। ସରକାର ୧୦ଟି...
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିକୁ ଡବଲ୍ ଝଟକା ଲାଗିଛି ଏବଂ ବିଜେଡିକୁ ଆଶାତୀତ ସଫଳତା ମିଳିଛି। ଖାସ୍ ସେଥିପାଇଁ ବିଜେଡି କ୍ୟାମ୍ପରେ ଏବେ ବେଶ୍ ଉତ୍ସାହ ଦିଖିବାକୁ ମିଳିଛି। ତେବେ କାହିଁକି ବିଜେପିର ଏଭଳି ସ୍ଥିତି ହେଲା, ସେ ନେଇ ପ୍ରଶ୍ନ ଉଠିଛି। ସରକାରଙ୍କ ବିରୋଧରେ...
ନୂଆଦିଲ୍ଲୀ: ବିହାରରେ ସଫଳତା ପରେ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ରଖିଛନ୍ତି। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସଂପନ୍ନ ହୋଇଥିବାରୁ ମୋଦି ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ତାହା ଖବରର ଶିରୋନାମା...
ନୂଆଦିଲ୍ଲୀ: ଆପଣ ପୂର୍ବରୁ ବଡ଼ ବଡ଼ ଅଳିଆ ଗଦା ଦେଖିଥିବେ। କେବେ ଦେଖିଛନ୍ତି ଅଳିଆ ଭର୍ତ୍ତି ନଦୀ? ଯାହାର ଉପରେ ଜଣେ ବ୍ୟକ୍ତି ଚାଲିପାରିବ। ନୁହେଁ ନା। ତେବେ ଏହି ଭିଡିଓଟି ଦେଖନ୍ତୁ… ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟିରେ ଜଣେ ବ୍ୟକ୍ତି ଗୋଟିଏ ନଦୀ ଉପରେ...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତର ପୂର୍ବତନ ସଫଳ କ୍ୟାପ୍ଟେନ୍ ବା କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷ କରିବା ପାଇଁ ଆଗଭର ହେଉଥିବା ଶୁଣିବାକୁ ମିଳୁଛି। ସେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସ୍ରେ କଡ଼କନାଥ ଚିକେନ୍ ଫାର୍ମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ...
ସୁନ୍ଦରଗଡ଼: ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ଭିଟାମାଟିକୁ ଫେରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ। ଆଉ କିଛି ସମୟ ପରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିବେ। ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯିବ। ସେଠାରେ ସେ ଜିଲ୍ଲା...
ବିହାର: ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର। ବିହାରରେ ଅଧିକାଂଶ ଏକ୍ଜିଟ୍ ପୋଲ୍ ତେଜସ୍ୱୀ ଯାଦବଙ୍କ ସପକ୍ଷରେ ମତ ଦେଇଥିବା ବେଳେ ମୋଦିଙ୍କ ଭାଷାରେ ସାଇଲେଣ୍ଟ ଭୋଟର୍ ବା ମହିଳା ଭୋଟର୍ ହିଁ ଗେମ୍ ଚେଞ୍ଜର୍ ହୋଇଛନ୍ତି। ତେଣୁ ଏବେ ମହିଳା ଭୋଟର୍ ଫୋକସ୍ରେ ରହିବେ। ଏହି କାର୍ଡ...
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ୨ କୋଟିପତି କିରାଣି। ରେଡ୍ ପରେ ଭୁବନେଶ୍ୱର ସବ୍କଲେକ୍ଟର ଅଫିସ୍ର ବରିଷ୍ଠ କିରାଣିଙ୍କ କୋଟିଏ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବରିଷ୍ଠ କିରାଣି ଉଦୟନାଥ ଜେନାଙ୍କ ୧ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି। ପୁରୀରେ ଫ୍ଲାଟ, ଭୁବନେଶ୍ୱରରେ ୨...
ଭୁବନେଶ୍ୱର: ବିନା ଅପରାଧରେ ହତ୍ୟାକାରୀ ସାଜି ଜେଲ ଦଣ୍ଡ ଭୋଗିଥିବା ଦୁଇ ନିର୍ଦ୍ଦୋଷଙ୍କୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ। ମିଥ୍ୟା ମାମଲାରେ ୨ ନିର୍ଦ୍ଦୋଷଙ୍କୁ ଅପରାଧୀ ସଜାଇ ଥିବା ତତ୍କାଳୀନ ଥାନା ଆଇଆଇସି ଗଣିବେ ତଣ୍ଡ। ୨୦୧୬ ମସିହାରେ ବରଗଡ଼ ପାଇକମାଳର ନିଖୋଜ ନାବାଳକଙ୍କୁ ହତ୍ୟା କରାଯାଇଥିବା...