• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

pradeep-panigarhi-2
ଭୁବନେଶ୍ୱର SDJM କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: SDJM କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର SDJM ହାଜର କରାଇଲା କ୍ରାଇମ୍‌ବ୍ରାଞ୍ଚ। SDJM କୋର୍ଟରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ। କୋର୍ଟ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଛନ୍ତି ମୁଁ...

coronavirus-1
କରୋନାରୁ ୬୨୯ ଜଣ ଆରୋଗ୍ୟ ହେଲେ

ଭୁବନେଶ୍ୱର: ଦିନକରେ ରାଜ୍ୟରେ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩୧୪୦୨୩ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ଅନୁଗୋଳରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼...

pardeep
ଜାମିନ ଖାରଜ ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ପ୍ରଦୀପ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ ହେବା ପରେ ପ୍ରଦୀପଙ୍କୁ ଝାଡ଼ପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ପ୍ରଦୀପଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇନଥିଲା। ଆଜି ଆକାଶ ପାଠକ ଲିଙ୍କରେ ପ୍ରଦୀପ...

pradeep panigrahi
ଜେଲ୍‌ ଗଲେ ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଜେଲ୍‌ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲିି କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ...

‘ପରୀକୁ ବଳି ନୁହେଁ; ତାକୁ ମାରି ତା’ କିଡନୀ, ଆଖି ନେଇ ଯାଇଛନ୍ତି’

ଭୁବନେଶ୍ୱର: ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ବଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ମୃତ ପରୀଙ୍କ ବାପା। ଦନ୍ତକୁ ଦିଗହରା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି ବୋଲି ପରୀଙ୍କ ବାପା ଅଶୋକ ସାହୁ କହିଛନ୍ତି। ପରୀଙ୍କ ବାପା ଅଶୋକ କହିଛନ୍ତି, ଘଟଣାର ୪...

coronavirus-2
କରେ।ନା ଟିକା ବଂଟନ ପ୍ରକ୍ରିୟା : ରାଜ୍ୟରେ ଟାସ୍କଫେ।ର୍ସ ଗଠନ ପ୍ରକ୍ରିୟା ଶେଷ ବେ।ଲି ସୂଚନା ଦେଲେ ବିଜେଡି ସାଂସଦ ଚନ୍ଦ୍ରଶେଖର

ସାରା  ଦେଶରେ କରେ।ନା ଟିକାକୁ ନେଇ ଅନିଶ୍ଚିତତା  ଲାଗି ରହିଛି । ତେବେ କରେ।ନା ଟିକା ଆସିବା ପୂର୍ବରୁ ନିଜ ନିଜ  ରାଜ୍ୟକୁ ଟିକା ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଜେ।ରଦାର ଦାବି କରାଯାଇଛି

Pradeep-1
ED ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏନେଇ କ୍ରାଇମବ୍ରାଞ୍ଚକୁ ଇଡି ଏତଲା କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଏହି...

pm-modi
ଖୁବଶୀଘ୍ର ଦେଶରେ ମିଳିବ କରୋନା ଟିକା  । ଜାଣନ୍ତୁ ପ୍ରଥମେ ଟିକା ମିଳିବ କାହାକୁ ?

ଖୁବଶୀଘ୍ର ଆସିବ କରୋନା ଟିକା । ଟିକା ଲାଗି ଆଉ ବେଶିଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଦେଶବାସୀ ଟିକାକୁ ନେଇ ଚିନ୍ତିତ ଥିବା ବେଳେ ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

anil kapoor
କରୋନା ପଜିଟିଭ୍ ହେଲେ ବରୁଣ ଓ ନିତୁ; ସୁସ୍ଥ ହେବା ଯାଏ ଫିଲ୍ମ ସୁଟିଂ ବନ୍ଦ

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବଲିଉଡ ଅଭିନେତା ବରୁଣ ଧାୱନ ଓ ଅଭିନେତ୍ରୀ ନିତୁ କାପୁରଙ୍କ କରୋନା ରିପୋର୍ଟ ପଡିଟିଭ ଆସିଥିବା ସମୟରେ ଅନୀଲ କାପୁର ଓ ନୀତିୁ କାପୁରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି ।

Chief-Electoral-Office-CEO-Odisha
ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା

ଭୁବନେଶ୍ୱର : ଭୋଟର ତାଲିକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୨୧ ବର୍ଷ ପାଇଁ ନୂଆ ଭେ।ଟର ତାଲିକା ଜାନୁଆରୀ ୧୫ ରେ ପ୍ରକାଶ ପାଇବ । ତେବେ ଉଭୟ ଅନଲାଇନ...

lekhashree
ପ୍ରଦୀପଙ୍କ ବହିଷ୍କାର ଓ ଗିରଫ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର ଓ କ୍ରାଇମବ୍ରାଞ୍ଚର ଗିରଫ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଏନେଇ ସେ କହିଛନ୍ତି ଯେ, ବିଜେଡି ସରକାରରେ ଚଟୁ ଆଇଁଷ, ବେଣ୍ଟ ନିରାମିଷ ନୀତି ଚାଲିଛି। ଗୋଟିଏ ସରକାରରେ ଦୀର୍ଘ...

corona-vaccine
ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟକର୍ମୀ, ଦ୍ୱିତୀୟରେ ୨ କୋଟି ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ବ୍ୟବହାରକୁ ଅନୁମିତ ମିଳିଲେ ପ୍ରଥମ ପର୍ଯ୍ୟାୟରେ କୋଟିଏ ପାଖାପାଖି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ପିଟିଆଇ ଖବର ପ୍ରକାଶ କରିଛି। ଏହାପରେ ଦୁଇ କୋଟି ଫ୍ରଣ୍ଟଲାଇନ୍ ୱାର୍କରର୍ସ (ପୋଲିସ, ସିକ୍ୟୁରିଟି ପର୍ସୋନେଲ୍‌, ମ୍ୟନିସିପାଲ୍‌ଲିଟି କର୍ମଚାରୀଙ୍କ ସମେତ...

pari
ପରୀ ହତ୍ୟା ପ୍ରସଙ୍ଗ; ନୟାଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ NCPCRର ସମନ

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସମନ କଲେ NCPCR ବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ NCPCR କରିଛି। ଏନେଇ NCPCR ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋଙ୍କ ଟ୍ୱିଟ୍ କରି ସୂଚନା...

eBPOjT_I
ପରୀ ଘଟଣାରେ ମତଭେଦ ଥିବା ମାନିଲା କଂଗ୍ରେସ

ଭୁବନେଶ୍ୱର; ପରୀ ଘଟଣାରେ ମତଭେଦ ଥିବା ମାନିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର। ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଅବସରରେ ଏହି ମତ ଦେଇଛନ୍ତି ଚେଲା କୁମାର। ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ରାଜନୀତି ନ...

chnadrasurjya
ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣାରେ ରୋଚକ ମୋଡ଼

ପୁରୀ: ରୋଚକ ମୋଡ଼ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣା। ସେଦିନ ଗାରଦରୁ ଗାଏବ ହୋଇଥିବା ଚନ୍ଦ୍ର ସୂର୍ଯ୍ୟ ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଯାହାକୁ ସଂପୃକ୍ତ ସେବାୟତ ଆଜି ଦୁଇ ବେଶ କାରିଗରଙ୍କୁ ଦେବା ପରେ ଦୁଇ ବେଶ କାରିଗର...

bjp
ପରୀ ପାଇଁ ରାଜରାସ୍ତାରେ ବିଜେପିର ହାଲ୍ଲାବୋଲ

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ଆଜି ବିଜେପି  ମହିଳା ମୋର୍ଚ୍ଚାର ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି। ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା। ଏଇ ଦୁଇ ଦାବିରେ...