ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁର ଡିଏଫଓ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣି ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘରେ ରେଡ୍ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସର ୮ଟି ଟିମ୍ ସୂର୍ଯ୍ୟନାରାୟଣଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରି ଛାନ୍ଭିନ୍...
କୋରାପୁଟ: ବିଜୁ କେବିକେ ଯୋଜନାର ଅର୍ଥକୁ ସଠିକ ଜାଗାରେ ଖର୍ଚ୍ଚ କରିବାକୁ ଦାବି ହୋଇଛି। କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଏ ନେଇ ଦାବି ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ଯେଉଁ ସ୍ଥାନକୁ ସାଧାରଣ ଯୋଜନା ମାଧ୍ୟମରେ ରାସ୍ତା, ବିଜୁଳି ଓ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧା...
ମୁମ୍ବାଇ: ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମିଳିଲା ଜାମିନ। ଅଶ୍ଲୀଳ ଭିଡିଓ ଶୁଟିଂ କରିବା ଅଭିଯୋଗରେ ଗୁରୁବାର ଗୋଆ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା। ଚାପୋଲି ଡାମରେ ଅଶ୍ଲୀଳ ଭିଡିଓ ଶୁଟିଂ କରିବା ନେଇ ବୁଧବାର ଦମ୍ପତିଙ୍କ ନାଁରେ ଥାନାରେ ଅଭିଯୋଗ ହେବା ପରେ...
ଆବୁ ଧାବି: ଚଳିତ ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେଉଛନ୍ତି। ଏହି ଏଲିମିନେଟର ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚରେ ଜବରଦସ୍ତ ଫର୍ମରେ...
ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ବମ୍ବେ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିଲେ। ଆସନ୍ତାକାଲି ମଧ୍ୟ ଏହାର ଶୁଣାଣି ପୁଣିଥରେ ହେବ। ତେଣୁ ଆଜି ଲଗାତର ତୃତୀୟ ରାତି ଜେଲ୍ରେ କାଟିବେ ଅର୍ଣ୍ଣବ।...
ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍ ପାଇଥିବା...
ପାଣାଜୀ: ନିଜ ଜନ୍ମଦିନରେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡ଼ିଥିବାରୁ ବଲିଉଡ୍ ଅଭିନେତା ମିଲିନ୍ଦ ସୁମନଙ୍କ ନାରେ ଥାନାରେ ମାମଲା ରୁଜୁ। ଆଇପିସି ଧାରା ୨୯୪(ଅଶ୍ଳିଳ କାର୍ଯ୍ୟ ଏବଂ ଗୀତ) ଏବଂ ଆଇଟି ଆକ୍ଟ ଧାରା ୬୭(ଇଲେକ୍ଟ୍ରୋନିକ ଉପକରଣ ମାଧ୍ୟମରେ ଅଶ୍ଲୀଳତା ପ୍ରଚାର ଦଣ୍ଡବିଧାନ) ମିଲିନ୍ଦ ବିରୋଧରେ ମାମଲା...
ଥିରୁଭନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଶନିବାର କେରଳ ରାଜ୍ୟପାଳନଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଟ୍ୱିଟ୍ରରେ ରାଜ୍ୟପାଳ ଲେଖିଛନ୍ତି “ ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ଏଥିପାଇଁ ଚିନ୍ତା କରିବାର କୌଣସି...
ହାଇଦ୍ରାବାଦ: ଭାରତରେ ମୋଟ ଅଙ୍କର ପୁଞ୍ଜିନିବେଶ କରିବ ଆମେରିକା ଅନ୍ଲାଇନ୍ ମାର୍କେଟିଂ କମ୍ପାନୀ ଆମାଜନ। ଆମଜନ ୱେବ୍ ସିରିଜ୍(AWS) ପାଇଁ ତେଲେଙ୍ଗାନାରେ ୨୦,୭୬୧ କୋଟି ପୁଞ୍ଜିନିବେଶ କରିବ। ଆମଜନ ମାଲିକାନା ଥିବା ଦି କ୍ଲାଉଡ୍ ୱିଙ୍ଗ୍ କମ୍ପାନୀ ତେଲେଙ୍ଗାନାରେ ଡାଟାକେନ୍ଦ୍ରର ସର୍ବବୃହତ ଗ୍ରୁପ ବା କ୍ଲଷ୍ଟର ନିର୍ମାଣ କରିବା...
କୋଲ୍ହାପୁର: ସାଧାରଣତଃ ଆମ ଲୋକମାନଙ୍କର ରାସ୍ତାକଡ଼ରେ ବିକ୍ରି ହେଉଥିବା ପାଟି ସୁଆଦିଆ ଚଟ୍ପଟା ଖାଦ୍ୟପ୍ରତି ଲୋଭ ରହିଥାଏ। ଖାସ୍ କରି ଗୁପଚୁପ କଥା ପଡ଼ିଲେ ତ ପାଟିରୁ ଲାଳ ଗଡ଼ିପଡ଼େ। ଏହି ଲୋଭ ଚକ୍କରେ ଆମେ ଅନେକଥର ଖାଦ୍ୟର ମାନ ପରଖିବା ଭୁଲି ଯାଉ। ଏମିତିକି ସଫା ସୁତରା...
ନୂଆଦିଲ୍ଲୀ: ଆଜି ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶ ଯାନ PSLV-C49 । ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସ୍ରୋ EOS-01ର ସଫଳ ପରୀକ୍ଷଣ କରିଛି। ଅପରାହ୍ନ ୩.୧୨ ମିନିଟ୍ରେ ଆର୍ଥ...
ପୂର୍ଣ୍ଣେୟା: ନିର୍ବାଚନ ପୂର୍ବରୁ ଯୁବ ଆର୍ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଶନିବାର ବିହାର ପୂର୍ଣ୍ଣେୟା ଜିଲ୍ଲା ଧାମଦାହା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସାର୍ସି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଦୁର୍ବୃତ୍ତ ଜଣ ଯୁବ ଆର୍ଡେଜି ନେତା...
ବେଜିଂ: ଭୂତାଣୁ ରାଷ୍ଟ୍ରରେ ପରିଣତ ହୋଇଥିବା ଚୀନ୍ରୁ ଗୋଟିଏ ପରେ ଗୋଟିଏ ଭୂତାଣୁ ଆସି ସାରା ବିଶ୍ୱକ ପ୍ରଭାବିତ କରୁଛି।କରୋନା କବଳରେ ସାରା ବିଶ୍ୱ ଛଟ୍ପଟ୍ ହେଉଥିବା ବେଳେ ଏବେ ପୁଣି ଆଉ ଏକ ଚିନୀ ଭୂତାଣୁର ଭୟ ସମସ୍ତଙ୍କୁ ଡରାଉଛି। ଚୀନ ଆଡ଼ୁ ମାଡ଼ି ଆସୁଛି ଜୁନୋଟିକ୍...
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ କରୋନା ଭ୍ୟାକ୍ସିନ ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଅର୍ଥାତ୍ ୨୦୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ କରୋନା ଭ୍ୟାକ୍ସିନ୍ ନମିଳିପାରେ ବୋଲି ଏମ୍ସର ନିର୍ଦ୍ଦେଶକ ତଥା କରୋନା ମ୍ୟାନେଜ୍ମେଣ୍ଟ ଟାକ୍ସଫୋର୍ସର ସଦସ୍ୟ ଥିବା ରଣଦୀପ ଗୁଲେରିଆ କହିଛନ୍ତି। ଭାରତୀୟ ବଜାରରେ କରୋନା ଭ୍ୟାକ୍ସିନ୍...